ଲୋକପ୍ରିୟ ଗାୟକ ଜୁବନ୍ ଗର୍ଗ ମୃତ୍ୟୁ ଘଟଣାରେ ପୁଣି ଆଉ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ଜୁବିନଙ୍କ ବ୍ୟାଣ୍ଡର ସଦସ୍ୟ ଏବଂ ସହ କଣ୍ଠଶିଳ୍ପୀ ଅମ୍ରିତପ୍ରଭା ମହନ୍ତଙ୍କୁ ଗିରଫ କରିଛି ଆସାମ ପୋଲିସ । ଏମାନଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । ପୂର୍ବରୁ…
Day: October 3, 2025
୧୨ ଘଣ୍ଟାରେ ବାତ୍ୟା ସମ୍ଭାବନା! ଓଡ଼ିଶାରେ ପ୍ରବଳ ବର୍ଷା, ଆଲର୍ଟରେ ସରକାର
ଦ୍ରୁତ ଗତିରେ ଭାରତୀୟ ଉପକୂଳକୁ ମାଡି ଆସୁଛି ବାତ୍ୟା। ଖୁବଶୀଘ୍ର ଆରବ ସାଗରରେ ନୂଆ ବାତ୍ୟା ରୂପ ନେବାର ସୂଚନା ମିଳିଛି। ଗଲ୍ଫ୍ ଅଫ୍ କଚ୍ଛ ନିକଟରେ ସୃଷ୍ଟ ସ୍ପଷ୍ଟ ନିମ୍ନ ଚାପ ଶୁକ୍ରବାର ଉତ୍ତର-ପୂର୍ବ ଆରବ ସାଗରରେ ପ୍ରବେଶ କରି ଅବପାତରେ ପରିଣତ…
ପବନରେ ଭାଙ୍ଗି ପଡିଲା ଢେଙ୍କାନାଳ ଲକ୍ଷ୍ମୀପୂଜା ଲାଇଟ୍ ଗେଟ୍, ଯାତାୟାତ ବାଧାପ୍ରାପ୍ତ
ବର୍ଷା ପବନରେ ଭାଙ୍ଗି ପଡ଼ିଲା ଢେଙ୍କାନାଳ ଲକ୍ଷ୍ମୀପୂଜାର ଏକ ଲାଇଟ୍ ଗେଟ୍ । ଦକ୍ଷିଣକାଳୀ ରୋଡ୍ କାଳିକା ବଜାର ପୂଜା ପ୍ରତିଷ୍ଠାନର ଏକ ଲାଇଟ୍ ଗେଟ୍ ବୁଧବାର ସକାଳେ ପବନରେ ଭାଙ୍ଗି ପଡ଼ିଛି । ଗେଟ୍ଟି ରାସ୍ତା ଉପରେ ପଡ଼ିଥିବା ବେଳେ କୌଣସି କ୍ଷୟକ୍ଷତି…
ମଦ ବିକ୍ରୀ ଉପରେ କଟକଣା, ସୁରକ୍ଷା ବ୍ୟବସ୍ଥା ଜୋରଦାର….
ଭୁବନେଶ୍ୱର: ଭସାଣୀ ପାଇଁ ଖୋଲା ମଦ ଦୋକାନ ଉପରେ କଡ଼ା ନଜର ରଖାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବନ୍ଦ ରହିବା ସହିତ, ଅବୈଧ ମଦ ବିକ୍ରୀ ଉପରେ କର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଇନ ଓ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି, ଯାହା ଭସାଣୀ…
ବାଳଧୂପ ଓ ରାଧା-ଦାମୋଦର ବେଶରେ ମହାପ୍ରଭୁ….
ଆଜିଠାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ପୂର୍ଣ୍ଣ ଏକ ମାସ ଧରି ମହାପ୍ରଭୁଙ୍କର ସ୍ବତନ୍ତ୍ର ବାଳଧୂପ ଏବଂ ରାଧା-ଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସରେ ବିଷ୍ଣୁଙ୍କର ଦାମୋଦର ରୂପରେ ଶ୍ରୀଜୀଉଙ୍କୁ ବେଶ କରାଯାଇଥାଏ । ସକାଳ ଧୂପ…
ଜେଲ୍ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍,ମର୍ଡର କେସ୍ ରେ ସମ୍ପୃକ୍ତ ଥିଲେ ୨ ଡକାୟତ
କଟକ ଜିଲାର ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଦୁଇ କଏଦୀ ଜେଲ୍ର ସେଲ୍ କାଟି ପଳାୟନ କରିଥିବା ସୂଚନା ମିଳିଛି। ଏହି ଘଟଣା ଜେଲ୍ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର…
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଲାବୋରେଟାରୀ କୋଠାରେ ଅଗ୍ନିକାଣ୍ଡ, ଜଲିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ବଲାଙ୍ଗୀର ଜିଲ୍ଲା ଗୁଡଭେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିସରରେ ଥିବା ଲାବୋରେଟାରୀ କୋଠାରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ସମସ୍ତ ସାମଗ୍ରୀ ଛାରଖାର୍ ହୋଇଯାଇଛି। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ମଧ୍ୟ ନାକେଦମ ହୋଇଛି। ତେବେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା…
ପାର୍ବଣ ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତର ହୋଲି ଖେଳ….
ପାର୍ବଣ ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତର ହୋଲି ଖେଳ। ଅନୁଗୁଳ ସହରର ହରିମହୁରୀ ଛକ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ , ଗଣ୍ଡଗୋଳ ବେଳେ ଭୁଜାଲି ମାଡରେ ଦୁଇ ଭାଇ ଗୁରୁତର ହୋଇଥିଲେ । ଦୁଇଭାଇ ହେଲେ ସୌରଭ ବାସାକ ଓ ସୌଭାଗ୍ୟ ବାସାକ।…
ଘୋଡ଼ାହାଡ଼ ନଦୀରେ ବନ୍ୟା: ଆସିକା, ଦିଗପହଣ୍ଡି ଓ ପାଟପୁରକୁ ଯୋଗାଯୋଗ ବିଚ୍ଛିନ୍ନ
ଗଞ୍ଜାମ ଜିଲ୍ଲା ଘୋଡ଼ାହାଡ଼ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟାରୁ ଘୋଡ଼ାହାଡ଼ ନଦୀର ପାଟପୁର – ପଳାଶପୁର ବ୍ରିଜ୍ ଉପରେ ବନ୍ୟାଜଳ…
ପିଶାଚ ପାଲଟିଲା ଡ୍ରାଇଭର: ରାତିର ସୁଯୋଗ ନେଇ ଜୋରଜବରଦସ୍ତ ରାସ୍ତା କଡ଼ରୁ ଉଠାଇ ନେଲା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ, ଅନ୍ଧାର ରାତିର ଅନ୍ଧକାରରେ ମିଳେଇଗଲା କରୁଣ ସ୍ବର
ପିଶାଚ ପାଲଟିଲା ଡ୍ରାଇଭର । ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବି ଛାଡିଲାନି । ବର୍ଷା ଓ ଅନ୍ଧାର ରାତିର ସୁଯୋଗ ନେଇ ଜୋରଜବରଦସ୍ତ ରାସ୍ତା କଡ଼ରୁ ଉଠାଇ ନେଲା । ମହିଳାଙ୍କ ଅର୍ତ୍ତ ଚିତ୍କାର ବି ଶୁଣିଲାନି । ଅନ୍ଧାର ରାତିର ଅନ୍ଧକାରରେ…
