Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିସ୍କୁଟ୍ ଲୋଭ ଦେଖାଇ ୫ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର

Posted on December 17, 2025

ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ଘଟଣା ଅନୁଯାୟୀ, ଶିଶୁ କନ୍ୟାକୁ ବିସ୍କୁଟ୍ ଦେବାର ଲୋଭ ଦେଖାଇ ଅଭିଯୁକ୍ତ ଜଣକ ବଳାତ୍କାର କରିଥିଲେ।…

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା….

Posted on December 17, 2025

ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର ବିଭିନ୍ନ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ ଜିଲାର ବରିଷ୍ଠ ଭାଜପା ନେତା ମୁକେଶ ଅଗ୍ରୱାଲଙ୍କୁ ପୁଣି ଥରେ ଜିଲା…

ଜାରି ହେଲାନି ‘ଇଚ୍ଛାମୃତ୍ୟୁ’ ମାର୍ଗଦର୍ଶିକା; ପୁନର୍ବିଚାର ପାଇଁ ଆଇନ ବିଭାଗକୁ ନିର୍ଦ୍ଦେଶ

Posted on December 17, 2025

‘ଇଚ୍ଛାମୃତ୍ୟୁ’ ସଂକ୍ରାନ୍ତ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ରଖାଯାଇଥିଲା। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ୧୦ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ‘ଇଚ୍ଛାମୃତ୍ୟୁ’ ସଂକ୍ରାନ୍ତରେ ଗାଇଡ୍ଲାଇନ୍ ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ତେବେ…

୩୦ରୁ ଅଧିକ ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ

Posted on December 17, 2025

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩୦ରୁ ଅଧିକ ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ବୃଦ୍ଧି କରିଛନ୍ତି। ଥାଙ୍କସଗିଭିଂ ସପ୍ତାହାନ୍ତରେ ଦୁଇ ନ୍ୟାସନାଲ ଗାର୍ଡ ସୈନିକଙ୍କ ଗୁଳିମାଡ଼ ଘଟଣାରେ ଜଣେ ଆଫଗାନ ନାଗରିକ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ପରେ ଚାଲିଥିବା ପ୍ରବାସୀ କାର୍ଯ୍ୟାନୁଷ୍ଠାନର ଅଂଶ ଭାବରେ…

ଆରମ୍ଭ ହେଲା ଓଟିଇଟି ପରୀକ୍ଷା-୨୦୨୫

Posted on December 17, 2025

ରାଜ୍ୟବ୍ୟାପି ଆଜି ଓଡ଼ିଶା ଟିଚର ଇଲିଜିବିଟି ଟେଷ୍ଟ-୨୦୨୫ ଆରମ୍ଭ ହୋଇଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ସାମିଲ ହୋଇଥିବା ସୂଚନା ମିଳିଛି। ପରୀକ୍ଷାରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକଶିକ୍ଷୟିତ୍ରୀ…

ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ଯୋଗୁ ସର୍ବସାଧାରଣ ଦର୍ଶନ ୩ ଘଣ୍ଟା 

Posted on December 17, 2025

ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟା ଦର୍ଶନ ବନ୍ଦ । ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ଯୋଗୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା…

ହସୁଛି ଡଲାର ଖସୁଛି ଟଙ୍କା; ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା

Posted on December 17, 2025

ଖସୁଛି ଟଙ୍କା । ହସୁଛି ଡଲାର । ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ଟଙ୍କାର ମୂଲ୍ୟ । ଆମେରିକୀୟ ଡଲାର ଆଗରେ ଏହା ନିଜର ଚମକ ହରାଇବାକୁ ବସିଲାଣି । ଦିନକୁ ଦିନ ଅଧିକ ଦୁର୍ବଳ ହୋଇଚାଲିଛି ଟଙ୍କା । ମଙ୍ଗଳବାର ଆମେରିକୀୟ…

ବଢ଼ିବ ଜମିର ସରକାରୀ ମୂଲ୍ୟ….

Posted on December 17, 2025

ଏଣିକି ପ୍ରତିବର୍ଷ ଜମିର ସରକାରୀ ମୂଲ୍ୟ (ବେଞ୍ଚମାର୍କ ଭାଲ୍ୟୁ) ୫ ପ୍ରତିଶତ ଲେଖାଏଁ ବଢ଼ିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଡ଼ିଶା ଷ୍ଟାମ୍ପ୍ ନିୟମାବଳୀ-୧୯୫୨ରେ ସଂଶୋଧନ ପୂର୍ବକ ବିଜ୍ଞପ୍ତି ଜାରି କରାଯାଇଛି।ବିଭାଗ ପକ୍ଷରୁ ଦର୍ଶାଯାଇଛି, ସବ୍-ଡିଭିଜନ ଭାଲ୍ୟୁଏସନ୍ କମିଟି ତହସିଲଦାରଙ୍କଠାରୁ ନିର୍ଦ୍ଦିଷ୍ଟ…

ବର୍ଷ ସରିଲା ହେଲେ ୟୁନିଫର୍ମ ପାଇଲେନି ଶିଶୁ ବାଟିକା ପିଲା

Posted on December 17, 2025

ବର୍ଷ ସରିଲା, ହେଲେ ସ୍କୁଲ ପିଲାଙ୍କୁ ମିଳିଲାନି ୟୁନିଫର୍ମ। ଏପରିକି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଣ୍ଠି ମିଳିନି । ଏପଟେ ନୂଆ କରି ନାମ ଲେଖାଇଥିବା ୩ ଲକ୍ଷ ୧୦ହଜାର ୮୩୯ ଶିଶୁ ବାଟିକା ପିଲା ପୁରୁଣା ଚିରା ଫଟା ପୋଷାକ…

ସାନଖେମୁଣ୍ଡି ବ୍ଲକ ପାଟପୁର ସେକ୍ସନରେ ହାତୀପଲଙ୍କ ଉପଦ୍ରବ

Posted on December 17, 2025

ଦିଗପହଣ୍ଡି ରେଞ୍ଜ ସାନଖେମୁଣ୍ଡି ବ୍ଲକ ପାଟପୁର ସେକ୍ସନରେ ହାତୀପଲଙ୍କ ଉପଦ୍ରବ। ଜଙ୍ଗଲରୁ ଜନ ବସତି ମୁହାଁ ହେଉଛନ୍ତି ଚାରି ଟିକିଆ ହାତୀ ପଲ। ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ। ହାତୀ କବଳରୁ ଫସଲକୁ କିଭଳି ସୁରକ୍ଷା ଦେବେ ସେନେଇ ଚିନ୍ତାରେ ଚାଷୀକୂଳ।…

Posts pagination

Previous 1 … 78 79 80 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme