ନ୍ୟାସନାଲ ହେରାଲଡ୍ ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଇଡି କରିଆସୁଛି ଟାର୍ଗେଟ। ରାହୁଲ ଓ ସୋନିଆଙ୍କ ବିରୋଧରେ ମିଛ ଦୁର୍ନୀତି ଅଭିଯୋଗ ଅଣାଯାଉଛି।…
୫୩ ବର୍ଷରେ ପାଦ ଦେଲେ ବଲିଉଡ଼ ଅଭିନେତା ଜନ୍ ଆବ୍ରାହମ୍ …
ଜନ୍ ଆବ୍ରାହମ୍ ଆଜି ବଲିଉଡର ସବୁଠାରୁ ଗୁଡ୍ ଲୁକିଂ ଏବଂ ଫିଟ୍ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ଯାହାଙ୍କ ଉପରେ ଲକ୍ଷ ଲକ୍ଷ ଝିଅ ଦିୱାନା । ଜନ୍ ଆବ୍ରାହମ୍ ହେଉଛନ୍ତି ଅଳ୍ପ କିଛି ଅଭିନେତାଙ୍କ ମଧ୍ୟରୁ ଜଣେ ଯିଏ କୌଣସି ଫିଲ୍ମି ବ୍ୟାକଗ୍ରାଉଣ୍ଡ…
ଦିଲ୍ଲୀ ପ୍ରଦୂଷଣକୁ ନେଇ ଆଜି ଆସିବ ସୁପ୍ରିମ ରାୟ…
ବଢୁଥିବା ପ୍ରଦୂଷଣ ପାଇଁ ଦିଲ୍ଲୀ ସରକାର ନୂଆ କଟକଣା ଲାଗୁ କରିଛନ୍ତି । ପୂର୍ବରୁ ସରକାରୀ କାର୍ଯ୍ୟାଳୟର ୫୦% କର୍ମଚାରୀ ଘରୁ ରହି କାମ କରିବା ବା ୱାର୍କ ଫ୍ରମ ହୋମ୍ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ବର୍ତ୍ତମାନ ସମାନ କଟକଣା ଘରୋଇ…
ଓଡ଼ିଶା ବାର୍ଥ ଡେଥ୍ ରେଜିଷ୍ଟ୍ରେସନ ସିଷ୍ଟମରେ ବଡ଼ ପରିବର୍ତ୍ତନ
୨୦୧୧ରୁ ଅନ୍ଲାଇନ୍ରେ ଚାଲି ଆସୁଥିବା ଜନ୍ମ ମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥା ତଥା ଓଡ଼ିଶା ବାର୍ଥ ଡେଥ୍ ରେଜିଷ୍ଟ୍ରେସନ ସିଷ୍ଟମରେ ଗତମାସରୁ ପରିବର୍ତ୍ତନ ହୋଇଛି । ଓଡ଼ିଶା ବାର୍ଥ ଡେଥ୍ ରେଜିଷ୍ଟ୍ରେସନ ସିଷ୍ଟମ-୨ କାର୍ଯ୍ୟକାରୀ ହେଲା ଦିନଠାରୁ ବିଭ୍ରାଟ ଲାଗି ରହିଛି । ଏହି ନୂତନ…
ଆସନ୍ତା ଜାନୁଆରୀ ୬ ତାରିଖରୁ ହେବ ପକ୍ଷୀ ଗଣନା…
ଆସନ୍ତା ଜାନୁଆରୀ ୬ ତାରିଖରୁ ହେବ ପକ୍ଷୀ ଗଣନା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ଚିଲିକା, ନଳବଣ, ମଙ୍ଗଳାଯୋଡ଼ି, ହୀରାକୁଦ, ନନ୍ଦନକାନନ ପରି ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଗଣତି କରିବ ଜଙ୍ଗଲ ଓ ପରିବେଶ ବିଭାଗ । ପର୍ଯ୍ୟଟନ ବିଭାଗର ବି…
କାନ୍ଥ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ
ପୁରୀଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ତନ୍ତକେରା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାଗର କାଣ୍ଡୀ ନାମକ ଜଣେ ବୃଦ୍ଧ ନିଜର ଏକ ପୁରୁଣା ଘରର କାନ୍ଥକୁ ଶିଡ଼ି ପକାଇ ଭାଙ୍ଗୁଥିବା ବେଳେ ହଠାତ୍ ଶିଡ଼ିଟି କାନ୍ଥରୁ ଖସିପଡ଼ିଥିଲା। ଫଳରେ ସାଗର ତଳେ ପଡ଼ିଯାଇଥିଲେ।…
ଦକ୍ଷିଣ ଆଫ୍ରିକାରେ ଗୌତମ ଅଦାନୀଙ୍କୁ ବିରୋଧ
ଦକ୍ଷିଣ ଆଫ୍ରିକାରେ କାରବାର କରିବେ ଗୌତମ ଅଦାନୀ । କ୍ଲିନ୍ ଚିଟ୍ ଦେଇଛନ୍ତି ସରକାର । କିନ୍ତୁ ସାଧାରଣ ଲୋକଙ୍କ ବିରୋଧ । ବିଦେଶୀ କମ୍ପାନୀ ହାତରେ ଦକ୍ଷିଣ ଆଫ୍ରିକାର ବିଭିନ୍ନ ସମ୍ବଳକୁ ଟେକିଦେବା ନିଷ୍ପତ୍ତିକୁ ଆଫ୍ରିକୀୟ ବିରୋଧ କରିଛନ୍ତି । ରିପୋର୍ଟ ଅନୁସାରେ,…
୪୫୨ କେନ୍ଦ୍ରରେ ଓଟିଇଟି ପରୀକ୍ଷା, ୧ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ସାମିଲ
ସାରା ରାଜ୍ୟରେ ବୁଧବାର ଓଡ଼ିଶା ଟିଚର ଇଲିଜିବିଟି ଟେଷ୍ଟ-୨୦୨୫ (ଓଟିଇଟି) ଆରମ୍ଭ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ସାମିଲ ହୋଇଛନ୍ତି । ପରୀକ୍ଷାରେ ଶିକ୍ଷକ ଚାକିରି…
ଆଜି ସ୍ଥିର ରହିଛି ସୁନା ଓ ରୁପା ଦର
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୩,୮୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ବିସ୍କୁଟ୍ ଲୋଭ ଦେଖାଇ ୫ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର
ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ଘଟଣା ଅନୁଯାୟୀ, ଶିଶୁ କନ୍ୟାକୁ ବିସ୍କୁଟ୍ ଦେବାର ଲୋଭ ଦେଖାଇ ଅଭିଯୁକ୍ତ ଜଣକ ବଳାତ୍କାର କରିଥିଲେ।…
