Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶୀତ ରାତିରେ ଭଡ଼ାଟିଆଙ୍କୁ ଘରୁ ବାହାର କରିଦେଲେ ମାଲିକ…

Posted on December 17, 2025

ଶୀତ ରାତିରେ ରାଜଧାନୀରେ ଘର ମାଲିକଙ୍କ ନିର୍ଯାତନା । ରାତି ଅଧରେ ଘରୁ ବାହାର କରିଦେଲେ ଭଡାଟିଆଙ୍କୁ। ଭଡାଟିଆ ଚାକିରିକୁ ଯାଇଥିବା ବେଳେ ତାଙ୍କ ଘରୁ ଜିନିଷ କାଢ଼ିଦେଲେ ମାଲିକ । ରାତି ସାରା ଘର ବାହାରେ ବସିଲେ ଭଡାଟିଆ , ତାଙ୍କ ପତ୍ନୀ…

ସୁଦାନ ଗୃହଯୁଦ୍ଧର ନରକରୁ ଫେରିଲେ ଓଡ଼ିଆ ଯୁବକ ଆଦର୍ଶ ବେହେରା

Posted on December 17, 2025

ସୁଦାନରେ ଚାଲିଥିବା ଭୟାବହ ଗୃହଯୁଦ୍ଧ ମଧ୍ୟରେ ଅପହୃତ ହୋଇ ୪୫ ଦିନ ଧରି ବନ୍ଦୀ ଅବସ୍ଥାରେ ଥିବା ଓଡ଼ିଆ ଯୁବକ ଆଦର୍ଶ ବେହେରା ସୁରକ୍ଷିତ ଭାବେ ଭୁବନେଶ୍ବର ଫେରିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ସହ ମାଆ, ସ୍ତ୍ରୀ ଓ ପୁଅକୁ ଦେଖି ସେ ଭାବବିହ୍ବଳ ହୋଇପଡ଼ିଥିଲେ।…

ସମୁଦ୍ର ପାଣିରୁ ଚୀନ୍ ତିଆରି କରିବ ପେଟ୍ରୋଲ

Posted on December 17, 2025

 ଚୀନ୍ ସମୁଦ୍ର ପାଣିରୁ ଭବିଷ୍ୟତର ଇନ୍ଧନ ତିଆରି କରି ବୈଜ୍ଞାନିକ ଓ ଅର୍ଥଶାସ୍ତ୍ରୀ ସମସ୍ତଙ୍କୁ ଚକିତ କରିଛି। ଚୀନ୍ ଶେନଡୋଙ୍ଗ ପ୍ରଦେଶରରେ ଏଭଳି ଏକ ଫ୍ୟାକ୍ଟ୍ରି ତିଆରି ହୋଇଛି, ଯାହାକି ସମୁଦ୍ର ପାଣିରୁ ଭବିଷ୍ୟତର ପେଟ୍ରୋଲ ଅର୍ଥାତ ‘ଗ୍ରୀନ୍ ହାଇଡ୍ରୋଜେନ୍’ ପ୍ରସ୍ତୁତ କରିଥାଏ। କେବଳ…

ସାଂଘାତିକ ସ୍ତରରେ ଦିଲ୍ଲୀ ପ୍ରଦୂଷଣ; ଗୁରୁବାରଠୁ ମିଳିବନି ପେଟ୍ରୋଲ-ଡିଡେଲ୍

Posted on December 17, 2025

ଦିଲ୍ଲୀ ଏନ୍‌ସିଆରରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ତରରେ ରହିଛି । ପରିବେଶ ସଂପୂର୍ଣ୍ଣ ଧୂଆଁମୟ । ହନ୍ତସନ୍ତ ରାଜଧାନୀବାସୀ ।  ଦିଲ୍ଲୀରେ ବାୟୁ ଗୁଣବତ୍ତା ମାନ (ଏକ୍ୟୁଆଇ) ସ୍ତର ୩୭୮ ରହିଛି । ଯାହା ଗମ୍ଭୀର ଶ୍ରେଣୀରେ ଯାଉଛି । ତେଣୁ ପ୍ରଦୂଷଣକୁ ରୋକିବା ଲାଗି ଦିଲ୍ଲୀ ସରକାରଙ୍କ…

୫ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର

Posted on December 17, 2025

ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ଘଟଣା ଅନୁଯାୟୀ, ଶିଶୁ କନ୍ୟାକୁ ବିସ୍କୁଟ୍ ଦେବାର ଲୋଭ ଦେଖାଇ ଅଭିଯୁକ୍ତ ଜଣକ ବଳାତ୍କାର କରିଥିଲେ।…

ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, କେମିତି ଉଠିଲା ଫଟୋ ?

Posted on December 17, 2025

ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ । ସୋସିଆଲ ମିଡିଆରେ ଆଶୀର୍ବାଦ 945 ଆଇଡିରୁ ଫଟୋ ଭାଇରାଲ ହୋଇଛି । ରତ୍ନସିଂହାସନରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଦେଖିବାକୁ ମିଳିଛି । ଅତି ନିକଟରୁ ମହାପ୍ରଭୁଙ୍କ ଫଟୋ ଉଠାଇଛନ୍ତି ଜଣେ ବ୍ୟକ୍ତି । ଶ୍ରୀମନ୍ଦିର ଭିରତ…

ଘୁଞ୍ଚିଲା ମାଟ୍ରିକ୍‌ ପରୀକ୍ଷା ପାଇଁ ପଞ୍ଜୀକରଣ, ୩୦ ଯାଏ ବଢିଲା ଅବଧି

Posted on December 17, 2025

 ୨୦୨୭ ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଅବଧିକୁ ଆସନ୍ତା ୩୦ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଛି । ଏହି ଅବଧି ଆଜି ଶେଷ ହେଉଥିଲା । ଅନେକ ଛାତ୍ରଛାତ୍ରୀ ପଞ୍ଜୀକରଣ କରି ପାରି ନଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)କର୍ତ୍ତୃପକ୍ଷ…

ସାମାନ୍ୟ କମିଲା ରାତି ଜାଡ଼

Posted on December 17, 2025

ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ କମିଛି। ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରହିଛି। ଏଥିସହ ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୭ ଡିଗ୍ରି, ଘୁ. ଉଦୟଗିରିରେ ୭.୬ ଡିଗ୍ରି, ନବରଙ୍ଗପୁରରେ ୮.୮ ଡିଗ୍ରି, ଚିପିଲିମା…

୧୨ ଘଣ୍ଟା ବନ୍ଦ ଦେବଗଡ଼, ସ୍ୱାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା

Posted on December 17, 2025

୧୨ଘଣ୍ଟିଆ ଦେବଗଡ଼ ବନ୍ଦ। ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବିରେ ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପ୍ରଭାବରେ…

ଆଜି ଚତୁର୍ଥ ଟି-୨୦, ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Posted on December 17, 2025

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ । ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ୫ ମ୍ୟାଚ ବିଶିଷ୍ଟ ସିରିଜ୍ ରେ ୨-୧ରେ ଆଗୁଆ ରହିଛି ଭାରତ । ଆଜି ମ୍ୟାଚ ଜିତି ସିରିଜ୍ କବଜା ଲକ୍ଷ୍ୟରେ ରହିଛି ଟିମ୍…

Posts pagination

Previous 1 … 79 80 81 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme