Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୦୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ମୂର୍ତ୍ତିକାର ରାମ ସୂତାର…

Posted on December 18, 2025

ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି, ଷ୍ଟାଚ୍ୟୁ ଅଫ୍ ୟୁନିଟି ଡିଜାଇନ୍ କରିଥିବା ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ପରଲୋକ ହୋଇଛି ।  ୧୦୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ବୁଧବାର ରାତିରେ ନୋଏଡାସ୍ଥିତ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ…

ହାତୁଡିରେ ପିଟି ଶାଶୂର ଜୀବନ ନେଲା ବୋହୂ

Posted on December 18, 2025

ମହିଳାଙ୍କୁ ପଥରରେ ଛେଚି ବିଭତ୍ସ ଭାବେ ହତ୍ୟା। ଭଡ଼ା ଘରୁ ମୃତଦେହ ଉଦ୍ଧାର। ବୋହୂ ଓ ସମୁଦୁଣୀ ଅଟକ। ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜାମୁବନ୍ଧ ଛକ ନିକଟରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ କୁନି ନାୟକ ବୋଲି ଜଣାପଡିଛି।…

ଜେଲରେ ଆରାମରେ ଶୋଇପାରୁନାହାନ୍ତି ଲୁଥ୍ରା ବ୍ରଦର୍ସ…

Posted on December 18, 2025

ଜେଲରେ ଆରାମରେ ଶୋଇପାରୁନାହାନ୍ତି ଲୁଥ୍ରା ବ୍ରଦର୍ସ । ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ଡନଲପ ଗଦି ଯୋଗାଇ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ତେବେ ବିଚାରପତି ଗଦି ପାଇଁ ଅନୁରୋଧକୁ ଖାରଜ କରିଦେଇଛନ୍ତି । ଗୋଆର ଆରପୋରାରେ ଥିବା ବିର୍ଚ୍ଚ ବାଏ ରୋମିଓ…

 ଏକାସାଙ୍ଗରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ

Posted on December 18, 2025

 ଦୁର୍ଘଟଣାରେ ଦାଦାପୁତୁରା ମୃତ । ଏକାସାଙ୍ଗରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ । ଭଦ୍ରକ ଜିଲ୍ଲା ବାଂଶଡା ଧାମରା ମୁଖ୍ୟ ରାସ୍ତାର ଗୁଆଁଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଉଭୟଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।…

ରକ୍ତିମ ହେଲା ଇରାନର ହୋର୍ମୁଜ

Posted on December 18, 2025

ଇରାନର ହୋର୍ମୁଜ ଦ୍ୱୀପରେ ଭୀଷଣ ବର୍ଷା ଯୋଗୁ ଏକଅଦ୍ଭୁତ ଓ ଭୟଙ୍କର ବିପତ୍ତି ସୃଷ୍ଟି କରିଛି । ଦ୍ୱୀପର ପ୍ରସିଦ୍ଧ ରେଡ୍ ବିଚ୍ ରକ୍ତିମ ହୋଇଛି । ସମୁଦ୍ର ଲହଡ଼ି ରକ୍ତ ଭଳି ଲାଲ୍ ପାଲଟିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ…

ପ୍ରଦୂଷଣ ନେଇ ଆଜିଠାରୁ ଦିଲ୍ଲୀରେ କଡ଼ା କଟକଣା

Posted on December 18, 2025

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ଆଜିଠାରୁ କିଛି କଠୋର କଟକଣା ଲାଗୁ କରୁଛନ୍ତି। ଏହି କଟକଣା ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିପାରେ। ଗୁରୁବାର ଠାରୁ କେବଳ ବୈଧ PUC ପ୍ରମାଣପତ୍ର ଥିବା ଯାନଗୁଡ଼ିକ ଦିଲ୍ଲୀରେ ଡିଜେଲ/ପେଟ୍ରୋଲ ପାଇଁ ଉପଲବ୍ଧ ହେବ। ଏହାକୁ…

ନୂଆବର୍ଷରୁ ବଣ୍ଟାଯିବ ରାସନ କାର୍ଡ

Posted on December 18, 2025

ରାଜ୍ୟରେ ରାସନ କାର୍ଡକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଆସନ୍ତା ନୂଆବର୍ଷରୁ ୧୫ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ସରକାରଙ୍କ ପାଖରେ କାର୍ଡର ଅଭାବ ନାହିଁ। କୌଣସି ଯୋଗ୍ୟ ହିତାଧିକାରୀ ଯେପରି କାର୍ଡ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରାଜ୍ୟ…

ଅଣ୍ଡା ପାଇଁ ଆନ୍ଧ୍ର ଭରସା

Posted on December 18, 2025

ଅନୁଗୁଳରେ ଅଣ୍ଡାରେ ହାତ ମାରି‌ହେଉନି। ଅଣ୍ଡା ଗୋଟାକୁ ୧୦ ରୁ ୧୧ ଟଙ୍କାରେ ବିକ୍ରି ହେଉଛି। ସେପଟେ ଜିଲ୍ଲାବାସୀଙ୍କ ଆବଶ୍ୟକତା ଅନୁସାରେ ଉତ୍ପାଦନ ଯଥେଷ୍ଟ କମ୍‌ ରହିଥିବା ଜଣାପଡ଼ିଛି। ଚାହିଦାର ପାଞ୍ଚ ଗୁଣ କମ୍‌ ଉତ୍ପାଦନ ହେଉଛି। ସେହିପରି ଜିଲ୍ଲାରେ ମାତ୍ର ୩ଟି ଫାର୍ମ ଥିବାରୁ…

ଏଣିକି ଟୋଲ୍ ଟ୍ୟାକ୍ସ ଆଦାୟ କରିବ AI, ୨୦୨୬ ଶେଷ ସୁଦ୍ଧା ହେବ କାର୍ଯ୍ୟକାରୀ

Posted on December 18, 2025

 କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା । ସାରା ଦେଶରେ ମଲ୍ଟି-ଲେନ୍ ଫ୍ରି ଫ୍ଲୋ ଟୋଲ୍ ସିଷ୍ଟମ୍ ଏବଂ ଏଆଇ-ଚାଳିତ ରାଜପଥ ପରିଚାଳନା ୨୦୨୬ ଶେଷ ସୁଦ୍ଧା ଶେଷ ହେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟୋଲ୍ ପ୍ଲାଜାରେ ଏହି ପ୍ରଯୁକ୍ତିବିଦ୍ୟା…

ଆଜିଠୁ ଓଡ଼ିଶା ଏଆଇ ଇମ୍ପାକ୍ଟ ସମ୍ମିଳନୀ,ଏଆଇ ଆଦୃତିରେ ଅଗ୍ରଣୀ ହେବ ଓଡ଼ିଶା

Posted on December 18, 2025

ଇକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଆଜିଠାରୁ ୩ ଦିନ ବ୍ୟାପି ଓଡ଼ିଶା ଆଞ୍ଚଳିକ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ସରକାରୀ ବିଧି ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତା ଗ୍ରହଣୀୟତାରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାରେ ଏହା…

Posts pagination

Previous 1 … 75 76 77 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme