Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ, ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ

Posted on December 18, 2025

 କେନ୍ଦୁଝରରେ ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ । ରୁଦ୍ର ନାରାୟଣ ମିଶ୍ରକୁ ଗିରଫ କରିଛି ଟାଉନ ଥାନା ପୋଲିସ । କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ହୋମ ସାଇନ୍ସ ବିଭାଗର ଅତିଥି ଅଧ୍ୟାପିକା ପ୍ରିୟାଙ୍କ ଦାସଙ୍କ ଗତକାଲି…

 ବେଆଇନ ବାଲି ଚାଲାଣ ବେଳେ ପୋଲିସର ଚଢ଼ାଉ, ୯ଟି ବାଲି ବୋଝେଇ ହାଇୱା ଜବତ

Posted on December 18, 2025

ଚୋରା ବାଲି ଚାଲାଣର ପେଣ୍ଠସ୍ଥଳ ପାଲଟିଛି ବାରଙ୍ଗ ଅଞ୍ଚଳ । ବେଆଇନ ବାଲି ଚାଲାଣ ବେଳେ ବାରଙ୍ଗ ପୋଲିସର ଚଢ଼ାଉ । ୯ଟି ବାଲି ବୋଝେଇ ହାଇୱା ଗାଡ଼ି ଜବତ। ସିଆଇଏସଏଫ ନିକଟରୁ ସମସ୍ତ ଗାଡ଼ିକୁ ବିଳମ୍ୱିତ ରାତିରେ ଜବତ କରିଛି ପୋଲିସ ।…

ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ପରଲୋକ…

Posted on December 18, 2025

ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହେଉଥିଲା। ୧୯୬୪ରେ ଭାରତର ପ୍ରଥମ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ ହାସଲ କରିଥିବା ମେହେର ଏକାଧାରରେ ଜଣେ ସୁପରମଡେଲ, ସାମ୍ୱାଦିକା, ଲେଖିକା ଓ ମେଣ୍ଟର ଥିଲେ। ଭାରତୀୟ ଫ୍ୟାଶନ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଥାନାଧିକାରୀଙ୍କୁ ଧରିଲା ଭିଜିଲାନ୍ସ୍…

Posted on December 18, 2025

ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଗୁରୁବାର ଦଶମନ୍ତପୁର ଥାନା ଅଧିକାରୀ ସୁଷମା ହାଁସଦା କୌଣସି ଏକ ମାମଲାର ରଫା ଦଫା କରିବା ପାଇଁ ୨୦…

ଭାରତ ଓ ବାଂଲାଦେଶ ମଧ୍ୟରେ ବଢ଼ିଲା ତିକ୍ତତା…

Posted on December 18, 2025

ଭାରତ ଓ ବାଂଲାଦେଶ ମଧ୍ୟରେ ବଢ଼ିଲା ତିକ୍ତତା। ଢାକାସ୍ଥିତ ଭାରତୀୟ ଭିସା ଆବେଦନ କେନ୍ଦ୍ରକୁ ବନ୍ଦ କଲା ଭାରତ। ବିଭିନ୍ନ ଆତଙ୍କୀ ସଂଗଠନ ପକ୍ଷରୁ ଧମକ ଦିଆଯିବା ପରେ ନିରାପତ୍ତା କାରଣରୁ ଏହି ପଦକ୍ଷେପ ନେଇଛି ଭାରତ। ବହୁ ବାଂଲାଦେଶୀ ନେତାଙ୍କ ଭାରତ ବିରୋଧୀ…

‘ଭିବି-ଜି ରାମ-ଜି’ ବିଲ୍‌’କୁ କଂଗ୍ରେସର ତୀବ୍ର ବିରୋଧ

Posted on December 18, 2025

ଲୋକସଭାରେ ମନରେଗା ନାମ ପରିବର୍ତ୍ତନ ବିଲ୍ ଆଗତ । ଆଗତ ହେଲା ‘ଭିବି-ଜି ରାମ ଜି’ ବିଲ୍ । ‘ବିକଶିତ ଭାରତ-ଗ୍ୟାରେଣ୍ଚି ଫର୍ ଆଣ୍ଡ୍ ଆଜୀବିକା ମିଶନ-ଗ୍ରାମୀଣ’ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଉପସ୍ଥାପନ କରିଛନ୍ତି। ଏହି ବିଲ୍କୁ ବିରୋଧ କରିଛନ୍ତି କଂଗ୍ରେସ ଏବଂ…

ସାନ ଭାଇ ମାଡ଼ରେ ବଡ଼ ଭାଇର ମୃତ୍ୟୁ…

Posted on December 18, 2025

ପାରିବାରିକ କଳହର କରୁଣ ପରିଣତି । ସାନ ଭାଇ ମାଡରେ ବଡ ଭାଇର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ମାନକୁଣ୍ଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସୁଦାମ ମାଝୀ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ମାନକୁଣ୍ଡା ଗ୍ରାମର ବଡ ଭାଇ…

ରେମୁଣା ଖିରୋଚୋରା ମନ୍ଦିରରେ ଖଣ୍ଡଯୁଦ୍ଧ: ଖିରି ଭୋଗକୁ ନେଇ ଗଣ୍ଡଗୋଳ, ୪ ଆହତ

Posted on December 18, 2025

ରାଜ୍ୟର ଦୁଇ ପ୍ରମୁଖ ଧର୍ମାନୁଷ୍ଠାନରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବାଲେଶ୍ୱରର ରେମୁଣାସ୍ଥିତ ପ୍ରସିଦ୍ଧ ଖିରୋଚୋରା ଗୋପୀନାଥ ମନ୍ଦିରରେ ଅପମିଶ୍ରିତ ଖିରି ଭୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହେବା ଫଳରେ ୪…

ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ଦର

Posted on December 18, 2025

ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଦର । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦.୯୩ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨.୫୧ ପଇସା…

ଏମ୍‌ସ୍‌କୁ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର: ଜବରଦଖଲ ହଟିବ, ୩-ଲେନ୍ ରାସ୍ତା ହେବ

Posted on December 18, 2025

ଏମ୍‌ସ ଯାଉଥିବା ଆମ୍ବୁଲାନ୍ସ ଆଉ ବାଟରେ ଅଟକିବନି, ଭିଡ଼ରେ ଫସିବନି । ଗୋଲ୍ଡେନ ଆୱାରରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାକୁ ବଡ଼ ମାଷ୍ଟରପ୍ଲାନ୍ କରିଛନ୍ତି ସରକାର । ଖଣ୍ଡଗିରି ଛକରୁ ଏମ୍‌ସ ଯାଏ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର ତିଆରି ହେବ । ସର୍ଭିସ୍ ରୋଡକୁ ପ୍ରଶସ୍ତ କରାଯିବ । ଯେଉଁଠି…

Posts pagination

Previous 1 … 74 75 76 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme