Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଧାନ ମଣ୍ଡି ଅବ୍ୟବସ୍ଥା ଓ ସ୍ମାର୍ଟ ମିଟର ବିରୋଧରେ ହୁଙ୍କାର; ୮ ଘଣ୍ଟିଆ ଓଡ଼ିଶା ବନ୍ଦର ବ୍ୟାପକ ପ୍ରଭାବ

Posted on January 28, 2026

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଧାନ ମଣ୍ଡି ଅବ୍ୟବସ୍ଥା, ବିଦ୍ୟୁତ ସ୍ମାର୍ଟ ମିଟର ପ୍ରସଙ୍ଗ ଏବଂ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର (PUC) ନାଁରେ ଜୋରିମାନା ଆଦାୟ ବିରୋଧରେ ଏହି ଆନ୍ଦୋଳନ କରାଯାଉଛି ।…

ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ପରଲୋକ: ଜଳି ପାଉଁଶ ହୋଇଗଲା ବିମାନ, ବାରାମତିରେ ଶୋକର ଛାୟା!

Posted on January 28, 2026

ଏକ ଅତ୍ୟନ୍ତ ଦୁଃଖଦାୟକ ଖବର ଅନୁଯାୟୀ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବୁଧବାର ସକାଳ ପ୍ରାୟ ୮:୪୫ ସମୟରେ ପୁଣେ ଜିଲ୍ଲା ଅନ୍ତର୍ଗତ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ବାରାମତିଠାରେ ଏହି ଦୁର୍ଘଟଣା…

ଟି୨୦ ବିଶ୍ୱକପ୍‌ରୁ ବାଦ୍ ପଡିଲା ବାଂଲାଦେଶ; ଏବେ ପତ୍ରକାରଙ୍କ ଉପରେ ରୋକ୍ ଲଗାଇଲା ICC

Posted on January 27, 2026

୨୦୨୬ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ହିଁ ବାଂଲାଦେଶ କ୍ରିକେଟ ଟିମ୍ ଏଥିରୁ ବାଦ୍ ପଡିସାରିଛି। ତେବେ କେବଳ ଖେଳାଳି ନୁହଁନ୍ତି, ଆଇସିସି (ICC) ଏବେ ବାଂଲାଦେଶୀ ସ୍ପୋର୍ଟସ୍ ଜର୍ଣ୍ଣାଲିଷ୍ଟ…

ଗ୍ୟାସ୍ ସିଲିଣ୍ଡର ଫାଟି ରକ୍ତମୁଖା ମଲାଡ୍; ୬ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ

Posted on January 27, 2026

ମୁମ୍ବାଇର ମଲାଡ ଅଞ୍ଚଳରେ ଆଜି ସକାଳୁ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଯାଇଛି। ମଲାଡ (ପଶ୍ଚିମ) ସ୍ଥିତ ମାଲବଣୀ ଅଞ୍ଚଳରେ ଥିବା ଭାରତ ମାତା ସ୍କୁଲ ନିକଟସ୍ଥ ଏକ ଘରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ୬ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି।…

ପୁରୀର ବେଳାଭୂମିର ସମସ୍ତ ଟୁର୍ ଓ ଟ୍ରାଭେଲ କାର୍ଯ୍ୟାଳୟ ଚଢ଼ାଉ

Posted on January 27, 2026

ପୁରୀରେ ପୋଲିସର ବଡ଼ ଧରଣର ଚଢାଉ । ବେଳାଭୂମିର ସମସ୍ତ ଟୁର ଓ ଟ୍ରାଭେଲ କାର୍ଯ୍ୟାଳୟ ଚଢ଼ାଉ କରିଛି ପୋଲିସ । ଟୁର ଓ ଟ୍ରାଭେଲ ଚଳାଉଥିବା ସଂସ୍ଥା ପୁରୀ ପୌରସଂସ୍ଥାରେ ଟ୍ରେଡ ଲାଇସେନ୍ସ କରିଛନ୍ତି ନା ନାହିଁ ? ଜିଏସଟି ଡିପୋଜିଟ କରୁଛନ୍ତି…

ସଙ୍କଟରେ ଭାରତ-ପାକ ମ୍ୟାଚ୍! ପାକିସ୍ତାନ ବଦଳରେ ବାଂଲାଦେଶକୁ ମିଳିବ କି ଏଣ୍ଟ୍ରି?

Posted on January 27, 2026

ଆସନ୍ତା ଫେବ୍ରୁଆରୀ ୭ ତାରିଖରୁ କ୍ରିକେଟର ମହାକୁମ୍ଭ ‘ଟି-୨୦ ବିଶ୍ୱକପ୍’ ଆରମ୍ଭ ହେବାକୁ ଯାଉଥିବା ବେଳେ, ପାକିସ୍ତାନ ଦଳର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଅଧ୍ୟକ୍ଷ ମୋହସିନ ନକଭୀ ଏହି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଏକ…

ଆସନ୍ତାକାଲି ଓଡିଶା ବନ୍ଦ

Posted on January 27, 2026

୨୮ ଜାନୁଆରୀ ୨୦୨୬ ଓଡ଼ିଶାରେ ଏକ ରାଜ୍ୟସ୍ତରୀୟ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ମୁଖ୍ୟତଃ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କରାଯାଉଛି ଏବଂ ଏହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ ଜଣାଇଛି। ବନ୍ଦର ସମୟ ସକାଳ ୬ଟା ରୁ ସନ୍ଧ୍ୟା…

ପୋଷାକ ପାଇଁ ଅଧିକ ଟଙ୍କା ଦେବେ ସରକାର, ଉଚ୍ଚମାନର ୟୁନିଫର୍ମ ପିନ୍ଧିବେ ଅଙ୍ଗନବାଡ଼ି ପିଲା

Posted on January 27, 2026

ଅଙ୍ଗନବାଡ଼ି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ। ବାଳକଙ୍କ ପୋଷାକ ମୂଲ୍ୟ ୧୦୦ ରୁ ବଢ଼ି ୧୭୫ ଟଙ୍କା ହୋଇଥିବା ବେଳେ ବାଳିକାଙ୍କ ପୋଷାକ ପାଇଁ ଖର୍ଚ୍ଚ ୧୫୦ରୁ ବଢ଼ି ୨୫୦ ଟଙ୍କା ହୋଇଥିବା ନେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୂଚନା ମୁତାବକ,…

ଘାଟିରେ ଓଲଟିଲା ଜିପ୍, ୬ କଳାକାରଙ୍କୁ ମେଡିକାଲରେ ଭର୍ତ୍ତି

Posted on January 27, 2026

ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବ୍ରେକ୍ ଫେଲ୍ ହେବାରୁ ଭାରସାମ୍ୟ ହରାଇ ଘାଟିରେ ଓଲଟିଲା କଳାକାରଙ୍କ ଜିପ୍। ଦୁର୍ଘଟଣାରେ ୬ ଜଣ କଳାକାର ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ଲାଠୋର ଅଞ୍ଚଳର ଏକ…

୩ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ଆଜି ବସିବ ଛତିଶା ନିଯୋଗ ବୈଠକ

Posted on January 27, 2026

ଆସନ୍ତା ୩ ତାରିଖ ଅର୍ଥାତ୍ ମଙ୍ଗଳବାର ପୁରୀ ଗସ୍ତରେ ଆସିବେ ମହାମହିମ। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ରାଷ୍ଟ୍ରପତି ପଞ୍ଚତୀର୍ଥ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ…

Posts pagination

Previous 1 … 6 7 8 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme