Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସୁନ୍ଦରପଦା ବୋମା ବିସ୍ଫୋରଣ: ତଦନ୍ତ ଭାର ନେଲା NIA, ଆଜାଦ ନଗରରେ ପହଞ୍ଚିବ କେନ୍ଦ୍ରୀୟ ଟିମ୍ରା

Posted on January 28, 2026

ରାଜଧାନୀ ସୁନ୍ଦରପଦାରେରେ ବୋମା ଫୁଟିବା ଘଟଣାରେ ତଦନ୍ତ କରିବ ଏନଆଇଏ । କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚିବ NIA ଟିମ । ସୁନ୍ଦରପଦା ନିକଟ ନ୍ୟୁ ଆଜାଦ ନଗରରେ ପହଞ୍ଚି ତନାଘନା ତଦନ୍ତ ଆରମ୍ଭ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି-NIA । ପାରିପାର୍ଶ୍ବିକ…

ସିସିଟିଭି ଭାଙ୍ଗି ଲୁଟି ନେଲେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି।

Posted on January 28, 2026

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ସାହିରେ ବଡ଼ ଧରଣର ଲୁଟ ଦେଖିବାକୁ ମିଳିଛି। ପ୍ରାୟ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅବସରପ୍ରାପ୍ତ ରେଙ୍ଗାଳି କର୍ମଚାରୀ ଗୋବିନ୍ଦ ଚନ୍ଦ୍ର ମଲ୍ଲଙ୍କ ପରିବାର ଲୋକେ ମେଡିକାଲ କାର୍ଯ୍ୟରେ ଯାଇଥିବା ବେଳେ…

ବ୍ରାଉନ ସୁଗାର ବେପାରି ଙ୍କୁ କାବୁ କରିଛି ସ୍ପେଶାଲ ସ୍କ୍ୱାର୍ଡ ଓ ବଅଁରପାଳ ପୋଲିସ…

Posted on January 28, 2026

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗାଢ଼ରଖାଇ ନାଲକୋ ଆଲୁମିନିୟମ ପାର୍କ ଅଞ୍ଚଳରୁ ୫ଜଣ ବ୍ରାଉନ ସୁଗାର ବେପାରି ଙ୍କୁ କାବୁ କରିଛି ସ୍ପେଶାଲ ସ୍କ୍ୱାର୍ଡ ଓ ବଅଁରପାଳ ପୋଲିସ । SDPO ରମାକାନ୍ତ ମହାଳିକ ଙ୍କ ସୂଚନା ଅନୁସାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ…

ଜାଣନ୍ତୁ ଆଜିର ସୁନା-ରୁପା ଦର…

Posted on January 28, 2026

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୫,୧୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୫୧,୪୦୦ ଟଙ୍କା ଛୁଇଁଛି । ସେହିପରି…

ଯୁବକଙ୍କୁ ମାରି ମହାନଦୀରେ ଫିଙ୍ଗି ଦେଲେ ଦୁର୍ବୃତ୍ତ..

Posted on January 28, 2026

କଟକରେ ଜଘନ୍ୟ ହତ୍ୟାକାଣ୍ଡ । ଯୁବକଙ୍କୁ ମାରି ମହାନଦୀରେ ଫିଙ୍ଗି ଦେଲେ ଦୁର୍ବୃତ୍ତ । ହତ୍ୟା ପରେ ହାତଗୋଡ଼ ବାନ୍ଧି ବସ୍ତାରେ ପୂରାଇ ମହାନଦୀରେ ଫିଙ୍ଗିଲେ। ବ୍ରଜବିହାରୀପୁର ନିକଟ ବୋଟକ୍ଲବ ମହାନଦୀରୁ ମିଳିଲା ମୃତଦେହ । ମୃତ ଯୁବକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳର, ଘର…

UGC ର ନୂଆ ‘ଇକ୍ୱିଟି ନିୟମ’କୁ ନେଇ କମ୍ପୁଛି ଦିଲ୍ଲୀ: ପ୍ରବଳ ବର୍ଷାରେ ଛାତ୍ରଙ୍କ ଘେରାଉ, ବଢୁଛି #UGC_RollBack ଟ୍ରେଣ୍ଡ

Posted on January 28, 2026

ଦିଲ୍ଲୀରେ ପ୍ରବଳ ବର୍ଷା ସତ୍ୱେ ୟୁଜିସି (UGC) ମୁଖ୍ୟାଳୟ ସମ୍ମୁଖରେ ଛାତ୍ର ଆନ୍ଦୋଳନ ତେଜିବାରେ ଲାଗିଛି। ୟୁଜିସି ଦ୍ୱାରା ଜାନୁଆରୀ ୧୩ରେ ଜାରି ହୋଇଥିବା ‘ଉଚ୍ଚଶିକ୍ଷା ଅନୁଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ ୨୦୨୬’ କୁ ନେଇ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ବିଭିନ୍ନ…

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: ବିକଶିତ ଭାରତର ସଂକଳ୍ପ ଓ ଦାରିଦ୍ର୍ୟ ଦୂରୀକରଣରେ ବଡ଼ ସଫଳତା

Posted on January 28, 2026

ସଂସଦର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ନିଜ ଅଭିଭାଷଣରେ ସେ ଭାରତର ବଦଳୁଥିବା ସ୍ଥିତି ଏବଂ ବିଶ୍ୱ ଦରବାରରେ ବଢୁଥିବା ପ୍ରଭାବ ସମ୍ପର୍କରେ ଆଲୋକପାତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ଆଜି ଭାରତର ଚର୍ଚ୍ଚା ସାରା…

ଉପମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ପରେ ରାଜନୈତିକ ମହଲରେ ଖେଳିଯାଇଛି ଶୋକର ଛାୟା

Posted on January 28, 2026

ମହାରାଷ୍ଟ୍ର ବାରାମତିରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଉପମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ପରେ ରାଜନୈତିକ ମହଲରେ ଖେଳିଯାଇଛି ଶୋକର ଛାୟା । ଅଜିତଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଜିତ ଅକାଳ…

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ, ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି

Posted on January 28, 2026

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ । ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ । ମାଘ ଶୁକ୍ଲ ଦଶମୀ ତିଥିରେ ଅନୁଷ୍ଠିତ ହେବ ବନକ ଲାଗି ନୀତି…

ଭାଙ୍ଗିଗଲା ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ହୃଦୟ! ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା; ଜାଣନ୍ତୁ କଣ୍ଠଶିଳ୍ପୀଙ୍କ ଅକୁହା ପ୍ରେମ କାହାଣୀ…

Posted on January 28, 2026

ନିଜର ଯାଦୁକରୀ କଣ୍ଠସ୍ୱରରେ କୋଟି କୋଟି ହୃଦୟକୁ ଜିଣିଥିବା ବଲିଉଡର ସେନସେସନାଲ ସିଙ୍ଗର ଅରଜିତ୍ ସିଂ ଏବେ ଚର୍ଚ୍ଚାରେ । କେବଳ ତାଙ୍କ ଗୀତ ପାଇଁ ନୁହେଁ, ବରଂ ନିକଟରେ ସେ ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟକୁ ନେଇ ଏବେ ସବୁଠି ଆଲୋଚନା…

Posts pagination

Previous 1 … 5 6 7 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme