Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପରଜଙ୍ଗରେ ଟାଟା ପାଓ୍ବାର ବିରୋଧରେ ୮ ଘଣ୍ଟିଆ ପରଜଙ୍ଗ ବନ୍ଦ

Posted on December 24, 2025

ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ଟାଟା ପାଓ୍ବାର ବିରୋଧରେ ୮ ଘଣ୍ଟିଆ ପରଜଙ୍ଗ ବନ୍ଦ କରିଛି ମିଳିତ ଓକିଲ ସଂଘ ଓ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି। ୯ ଦଫା ଦାବି ନେଇ ଆନ୍ଦୋଳନକାରୀ ମାନେ ପରଜଙ୍ଗ ବଜାର ପରିକ୍ରମା କରିବା ସହ ଇଲେକ୍ଟ୍ରିକ ଅଫିସ…

ଘନ କୁହୁଡି ଯୋଗୁଁ ଓଭର ବ୍ରିଜ ଉପରେ ସିରିଜ ଦୁର୍ଘଟଣା…

Posted on December 24, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମାଳପୁରା ଗାଁ ଓଭର ବ୍ରିଜ ଉପରେ ଘନ କୁହୁଡି ଯୋଗୁଁ ସିରିଜ ଦୁର୍ଘଟଣା ହୋଇଛି। ୪ ଟି ଟ୍ରକ ପରସ୍ପର ପଛକୁ ପଛ ଧକ୍କା ହୋଇଛନ୍ତି। ଯଦିଓ କେହି ମୃତାହତ ହୋଇନାହାନ୍ତି। ତେବେ…

ବାରହା ଆକ୍ରମଣରେ ଚାଷୀ ଗୁରୁତର।

Posted on December 24, 2025

ବିଲରେ ଧାନ କାଟୁଥିବା ସମୟରେ ବାରହା ଆକ୍ରମଣରେ ଚାଷୀ ଗୁରୁତର । ଗୁରୁତର ଚାଷୀ କାମାକ୍ଷାନଗର ଉପଖଣ୍ଡ ଭୁବନ ବନାଞ୍ଚଳ ଅଧିନ ଅନନ୍ତପୁର ଗ୍ରାମର ଛବି ପାତ୍ର ୬୪ ବର୍ଷ । ଆଜି ମଧ୍ୟାହ୍ନରେ ଗ୍ରାମର ଗୋଡିପୋଖରୀ ନିକଟ ନିଜ ଜମିରେ ଧାନ କାଟୁଥିବା…

ରତ୍ନଭଣ୍ଡାର ବୈଠକ ନେଇ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସୂଚନା, ଗଣତି ମଣତି ନେଇ SOP ଉପରେ ହେବ ଆଲୋଚନା

Posted on December 24, 2025

ରତ୍ନଭଣ୍ଡାର ବୈଠକ ଆସନ୍ତା ୨୭ ତାରିଖରେ ହେବା ନେଇ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ମରାମତି ପରେ ଅଳଙ୍କାର ପୂର୍ଣ୍ଣ ସ୍ଥାପିତ ହେବ । ଏଥିସହ ଗଣତି ମଣତି ନେଇ SOP ଉପରେ ଆଲୋଚନା ହେବ । ଜଷ୍ଟିସ୍…

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖର କୃଷକ ମଞ୍ଚର ଧାରଣା

Posted on December 24, 2025

ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି l ବିଭିନ୍ନ ଜିଲାର ମଣ୍ଡି ଓ ଧାନ ଖଳାରେ ଚାଷୀମାନଙ୍କ ଧାନ ପଡିରହିଥିଲେ ମଧ୍ୟ ପ୍ରଶାସନ ଧାନ କିଣୁ ନାହାନ୍ତି। ବର୍ତ୍ତମାନ…

ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀ କହିଲେ…

Posted on December 24, 2025

ଆଜି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜିଲ୍ଲାରେ କେମିତି ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା ମୁଖ୍ୟମନ୍ତ୍ରୀ ତାର ସମୀକ୍ଷା କରିବେ । ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଓ ସମବାୟ…

୨୭ରେ ରତ୍ନଭଣ୍ଡାର ସଂପର୍କିତ ବୈଠକ, ଜାନୁଆରୀରେ ଗଣତି ମଣତି

Posted on December 24, 2025

ଜାନୁଆରୀ ମାସ ଭିତରେ ପୁରୀ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ ହୋଇପାରେ । ଏଥିପାଇଁ ମୁକ୍ତି ମଣ୍ଡପ ପରାମର୍ଶ ନିଆଯିବ । ଗଣତି ମଣତି ପାଇଁ ଦର୍ଶନରେ ସମସ୍ୟା ହୋଇପାରେ । ତେଣୁ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ା । ପୁରୀ…

ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, କଂସଙ୍କ ରାଜ ଦରବାର ସମେତ ସଜେଇ ହୋଇଛି ରଂଗମହଲ

Posted on December 24, 2025

ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ସଜେଇ ହୋଇଛି କଂସଙ୍କ ରାଜ ଦରବାର ସମେତ ରଂଗମହଲ । ଚଳିତଥର ୭୮ ବର୍ଷରେ ପଦାର୍ପଣ କରିବ ବରଗଡ଼ ଧନୁଯାତ୍ରା। ଆଜିଠୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ଯାତ୍ରା। ଯାହାକୁ ନେଇ ସାରା…

ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

Posted on December 24, 2025

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ ଅନେକ ହିନ୍ଦୁଙ୍କ ଘର ପୋଡ଼ି ଦିଆଯାଇଛି।ଏହା ମଙ୍ଗଳବାର ଘଟିଥିଲା, ଯେଉଁଥିରେ ବହୁ ସମ୍ପତ୍ତି କ୍ଷୟକ୍ଷତି ହୋଇଛି ଏବଂ ପରିବାରର…

କୋଣାର୍କ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା, ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ପ୍ରବେଶ ପାଇଁ ନିର୍ମାଣ ହେଲା ବ୍ୟାରିକେଟ୍‌ 

Posted on December 24, 2025

ବଡ଼ ଦିନ ଓ ନୂଆ ବର୍ଷରେ ସୂର୍ଯ୍ୟମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଧାଡିରେ ଶୃଙ୍ଖଳିତ ପ୍ରବେଶ ପାଇଁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ନିର୍ମାଣ ହେଲା ବ୍ୟାରିକେଟ୍‌ । ଭିଆପି ଓ ଭିନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ପର୍ଯ୍ୟଟନ ଋତୁକୁ ନେଇ…

Posts pagination

Previous 1 … 57 58 59 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme