Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଷ ବଳୟରେ କୋଇଲା ନଗରୀ ତାଳଚେର, ୩୩୨ ଏକ୍ୟୁଆଇ ସହ ସହରର ସ୍ଥିତି ସାଂଘାତିକ

Posted on January 5, 2026

ସାରା ଦେଶରେ ବାୟୁ ପ୍ରଦୂଷଣରେ ତାଳଚେର ପ୍ରଥମ। ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଟପିଯାଇଛି ତାଳଚେର। ଗତକାଲି ୩୩୨ ଏକ୍ୟୁଆଇ ସହ ସବୁଠାରୁ ପ୍ରଦୂଷିତ ସହର ଭାବରେ ତାଳଚେର ପରିଗଣିତ ହୋଇଛି । ଯାହାକୁ ନେଇ ପଦକ୍ଷେପ ନେଇଛନ୍ତି ଅନୁଗୋଳ ଜିଲ୍ଲାପାଳ। ଲାଗୁ ହୋଇଛି ଗ୍ରାପ-୨…

ଘାଟିରେ ସିରିଜ୍ ଦୁର୍ଘଟଣା, ଅଣଓସାରିଆ ରାସ୍ତାରେ ଓଲଟିଲା ୨ ଟ୍ରେଲର

Posted on January 5, 2026

  ମୟୂରଭଞ୍ଜ ଜିଲ୍ଲା ରାଞ୍ଚି ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ପାଲଟିଛି ମରଣଜନ୍ତା। ମାଛ କାନ୍ଦଣା ଘାଟିରେ ବିନା ଟେକ୍ନିସିଆନରେ ଚାଲିଛି ରାସ୍ତା ଉନ୍ନତିକରଣ। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମନମାନି। ଖାମ ଖିଆଲ ନୀତି ପାଇଁ ସଂକୀର୍ଣ୍ଣ ରାସ୍ତାରେ ଘଟୁଛି ଦୁର୍ଘଟଣା।…

ଭୟାବହ ଅଗ୍ନିକାଣ୍ଡ, ୮ ଗୋରୁ ଓ ୩ ଛେଳି ଜୀବନ୍ତ ଦଗ୍ଧ

Posted on January 5, 2026

ରବିବାର ବିଳମ୍ଵିତ ରାତିରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୬ ପରିବାରର ୧୬ ବଖରା ଘର। ପୋଡ଼ି ପାଉଁଶ ହୋଇଗଲା ଧାନ, ଚାଉଳ, ରାସନ କାର୍ଡ ଓ ପିଲାଙ୍କ ବହିପତ୍ର। ପିନ୍ଧା ଲୁଗା ଛଡ଼ା ନିଆଁର ଆଁରୁ କାଢି ପାରିଲେନି କିଛି। ୮ ଗୋରୁ ଓ…

ଭାରତ ଉପରେ ବଢିବ କି ଟାରିଫ୍ ?

Posted on January 5, 2026

ଭାରତ ଉପରେ ବଢିବ କି ଟାରିଫ୍ ? ପ୍ରଥମ ୨୫ ପ୍ରତିଶତ ଲଗାଇଲେ । ମନ ବୁଝିଲାନି ଆହୁରି ୨୫% ବଢାଇ ମୋଟ୍ ଶୁଳ୍କକୁ ୫୦ ପ୍ରତିଶତ କଲେ । ଏ ନେଇ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଆସିଲା । ଯାହା ଫଳରେ…

ପୁଣି ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଥରାଇବ ଜାଡ଼

Posted on January 5, 2026

ସୋମବାରଠାରୁ ରାଜ୍ୟରେ ପୁଣି ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନକୁ ଥରାଇବ ଶୀତ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି । ସୋମବାର ଫୁଲବାଣୀ, ବୌଦ୍ଧ,…

ଗ୍ଲୋବାଲ କୋଲ ୱାସରୀ ବିବାଦର ଅନ୍ତ…

Posted on January 5, 2026

ତାଳଚେର ବ୍ଲକ ଘଣ୍ଟପଡ଼ା ପଞ୍ଚାୟତର ଅଞ୍ଚଳରେ ରହିଥିବା ଗ୍ଲୋବାଲ କୋଲ ୱାସରୀକୁ ନେଇ ବିଭିନ୍ନ ସମୟରେ ବିବାଦ ଦେଖା ଦେଇଥିଲା। ଯାହାକୁ ନେଇ ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମବାସୀ ପ୍ରଶାସନର ଦ୍ବାରସ୍ଥ ହେବା ସହିତ ସମସ୍ୟାର ସମାଧାନ ନହେଲେ ୱାସରୀ ଆଗରେ ଧାରଣା ଦେବାକୁ…

ଗଜପତିରେ ଶୋକର ଛାୟା: ଜଳପ୍ରପାତରେ ବୁଡ଼ି ଯୁବକଙ୍କ ମୃତ୍ୟୁ, ୧୮ ଘଣ୍ଟା ପରେ ମୃତଦେହ ଉଦ୍ଧାର

Posted on January 5, 2026

ପିକନିକ୍‌ର ଆନନ୍ଦ ପାଲଟିଗଲା ବିଷାଦ। ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ପ୍ରସିଦ୍ଧ ମାଙ୍କଡ଼ଡିଆଁ ଜଳପ୍ରପାତରେ ଘଟିଛି ଏକ ଅଭାବନୀୟ ଘଟଣା। ଜଳପ୍ରପାତରେ ଗାଧୋଇବା ସମୟରେ ବୁଡ଼ିଯାଇ ଜଣେ ଯୁବକଙ୍କ ପ୍ରାଣହାନି ଘଟିଛି। ମୃତ ଯୁବକ ଜଣକ ପାରଳାଖେମୁଣ୍ଡି ସହରର ସତୀଶ ବୋଲି ଜଣାପଡ଼ିଛି।…

ଜାତୀୟ ରାଜପଥ ଉପରେ ହାତୀପଲ, ଯାତାୟାତ ବାଧାପ୍ରାପ୍ତ

Posted on January 5, 2026

ଜାତୀୟ ରାଜପଥ ଉପରେ ହାତୀପଲ । କେନ୍ଦୁଝର ପାଟଣା ରେଞ୍ଜକୁ ଫୁଣି ଫେରିଲେ ହାତୀ । ଆଜି ସକାଳୁ କେନ୍ଦୁଝର ତୁରୁମୁଙ୍ଗା ତ୍ରିବିନ୍ଧା ଗାଁ ନିକଟରେ ୪୯ନମ୍ବର ଜାତୀୟ ରାଜପଥ ପାର ହୋଇ ହାତୀପଲ ପାଟଣା ରେଞ୍ଜରେ ପ୍ରବେଶ କରିଛନ୍ତି । ହାତୀପଲ ରାସ୍ତା…

ଉଦଘାଟିତ ହେଲା ସୁଇସ ହେଡି ଫାଉଣ୍ଡେସନର “ଆଶ୍ୱାସ”, ବିକଳାଙ୍ଗ ଶିଶୁଙ୍କ ଚିକିତ୍ସା ପାଇଁ ହେବ ଯୁଗାନ୍ତକାରୀ ପଦକ୍ଷେପ

Posted on January 3, 2026

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଗୋଦାରବିଲି ଠାରେ ସୁଇଜରଲ୍ୟାଣ୍ଡର ପ୍ରତିଷ୍ଠିତ ଅନୁଷ୍ଠାନ ସୁଇସ ହେଡି ଫାଉଣ୍ଡେସନ ପକ୍ଷରୁ “ଆଶ୍ୱାସ ଭବନ “ନାମକ ଏକ ଚିକିତ୍ସା କେନ୍ଦ୍ର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଜନ୍ମରୁ ୧୬ ବର୍ଷ ବୟସ ବିକଳାଙ୍ଗ ପିଲାଙ୍କ…

ଥାନା ସମ୍ମୁଖରେ ହତ୍ୟା, ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍‌

Posted on January 3, 2026

ତାଳଚେର: ତାଳଚେର ଥାନା ନିକଟରେ ଜଣେ ବ୍ୟକ୍ତିଙ୍କ ବେକକୁ ପେଚକସରର ଆକ୍ରମଣ କରି ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ତାଳଚେର ଟାଉନ ଅଞ୍ଚଳର ସନ୍ତୋଷ ମହାପାତ୍ର । ହତ୍ୟାକାରୀ ଚଗଲା ଅମାନ୍ତଙ୍କୁ ତାଳଚେର ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି…

Posts pagination

Previous 1 … 43 44 45 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme