ବଜାର ସମେତ ବିଭିନ୍ନ ଅଞ୍ଚଳରେ ନକଲି ପନିର, ଛେନା, ଦହି ଅପମିଶ୍ରିତ କ୍ଷୀର ସହିତ ଅନେକ ଦୁଗ୍ଧ ଜାତୀୟ ଖାଦ୍ୟ ପଦାର୍ଥ ବହୁଳ ମାତ୍ରାରେ ବିକ୍ରି ହେଉଥିବାର ଖବର ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଯେତିକି ଗାଈ ଓ ମଇଁଷି ଅଛନ୍ତି ସେମାନଙ୍କ…
ବିନା ଚାଷୀରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନକୁ ନେଇ ସଭା ବର୍ଜନ କଲେ ବିଧାୟକ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜିରିଡାମାଳି ଠାରେ ରେଙ୍ଗାଳି ବାମ ବନ୍ଧ କେନାଲ ବିଭାଜନ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମୟରେ ହୋ-ହାଲ୍ଲା ଦେଖିବାକୁ ମିଳିଛି। ଯାହାକୁ ନେଇ ବିନା ଚାଷୀରେ ପାଣି ପଞ୍ଚାୟତ ପକ୍ଷ ପାଳନକୁ ଯୋଗୁଁ ସଭା ମଞ୍ଚରୁ…
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଘାଇକୁ ଖସିଲା ଜିପ୍, ଛଅ ମୃତ
ନେପାଳର ମକୱାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଇକୁ ଖସିଲା ଜିପ୍ । ଫଳରେ ଦୁଇ ଜଣ ଭାରତୀୟଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମ ରିପୋର୍ଟ…
ଭୁବନେଶ୍ୱର ଏୟାରପୋର୍ଟରୁ ବିଦେଶୀ ସିଗାରେଟ୍ ଜବତ
ଭୁବନେଶ୍ୱର ଏୟାରପୋର୍ଟରୁ ବିଦେଶୀ ସିଗାରେଟ୍ ଜବତ । ବିଦେଶୀ ସିଗାରେଟ୍ ସହ ୫ ଜଣଙ୍କୁ ଧରିଲା DRI। ସେମାନଙ୍କ ପାଖରୁ ୧୦ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ୍ ଜବତ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଉତ୍ତରପ୍ରଦେଶ ଓ ରାମପୁରର ଅଞ୍ଚଳର। ସେମାନଙ୍କଠାରୁ ଦୁଇ ଦାମୀ…
ହଜିଗଲେ ଯାତ୍ରା ଜଗତର ‘ ରାଉଡି ରାକା’ଅଭିନେତା ଜ୍ଞାନ ସାହୁଙ୍କ ପରଲୋକ।
ଯାତ୍ରା ଜଗତରେ ଖଳନାୟକ ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ବରିଷ୍ଠ କଳାକାର ଜ୍ଞାନ ରଞ୍ଜନ ସାହୁଙ୍କର ସୋମବାର ରାତି ପ୍ରାୟ 9.30ରେ ପରଲୋକ ହୋଇଛି। ତାଙ୍କୁ 45 ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନରୁ ଜଣ୍ଡିସରେ ଆକ୍ରାନ୍ତଥିଲେ। ହଠାତ…
ବଢ଼ିଲା ବିପଦ, ମାଡ଼ି ଆସୁଛି ଲଘୁଚାପ
ମାଡ଼ି ଆସୁଛି ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ପୂର୍ବ ବଙ୍ଗୋପସାଗର ଭାରତ ମହାସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି। ତେଣୁ କେତେ ଘନୀଭୂତ ହେବ…
ବିଜେପି କାର୍ଯ୍ୟାଳୟରେ ବଡ଼ ହଲଚଲ୍: ଆଜି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ବଡ଼ ଘୋଷଣା
ଓଡ଼ିଶା ରାଜନୀତିରେ ଆଜି ଏକ ବଡ଼ ଧରଣର ଗତିବିଧି ଦେଖିବାକୁ ମିଳିଛି। ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସ୍ ମିଟ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ରାଜ୍ୟ ସଭାପତି…
କାଲୁଆ କଲା କୋହଲା ପବନ: ରାତି ତାପମାତ୍ରା ୪ ଡିଗ୍ରୀ ହ୍ରାସ
ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ କମିପାରେ । ଏଥିପାଇଁ ଶୀତ ବଢ଼ିବ । ଢେଙ୍କାନାଳ,ନୟାଗଡ଼, ଗଞ୍ଜାମ, କଟକ, ଗଜପତି ଓ କନ୍ଧମାଳରେ ଘନ କୁହୁଡ଼ି ମଧ୍ୟ ଦେଖାଦେବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ…
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୭,୪୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜାଭିଷେକ ନୀତି
ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜାଭିଷେକ ନୀତି । ଶ୍ରୀନହର ପରିସରରେ ଆଜି ଗଜପତି ମହାରାଜଙ୍କ ରାଜାଭିଷେକ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁସାରେ ପୁଷ୍ୟା ନକ୍ଷତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ସହ ଅଭିଷେକ ନୀତି କରାଯାଏ ।…
