Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅସୁରକ୍ଷିତ ପର୍ଯ୍ୟଟକ, ଗୋଟିଏ ଦିନରେ ୪ଜଣଙ୍କ ଠାରୁ ଚୋରି

Posted on January 3, 2026

ଅସୁରକ୍ଷିତ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ। ଗୋଟିଏ ଦିନରେ ୪ଜଣ ପର୍ଯ୍ୟଟକଙ୍କ ଠାରୁ ଚୋରି ହୋଇଛି ୪ଟି ମୋବାଇଲ। ଏନେଇ କୋଣାର୍କ ଥାନାରେ ଅଭିଯୋଗ । ତେବେ ଛତିଶଗଡ଼ର ଜଣେ ପର୍ଯ୍ୟଟକଙ୍କ ଠାରୁ ଚୋରି ହୋଇଥିବା ଆଇଫୋନ ଧରାପଡିଥିବା ବେଳେ ୩ ଜଣ ଅଣଓଡ଼ିଆ…

ଚୋରି ସନ୍ଦେହରେ ଯୁବକଙ୍କୁ ପେଚକସରେ ଆକ୍ରମଣ କରି ହତ୍ୟା, ତଦନ୍ତ କରୁଛି ପୋଲିସ

Posted on January 3, 2026

ତାଳଚେର ଥାନା ନିକଟରେ ଜଣେ ବ୍ୟକ୍ତିଙ୍କ ବେକକୁ ପେଚକସରର ଆକ୍ରମଣ କରି ହତ୍ୟା କରାଯାଇଛି  । ମୃତକ ଜଣକ ହେଲେ ତାଳଚେର ଟାଉନ ଅଞ୍ଚଳର ସନ୍ତୋଷ ମହାପାତ୍ର । ହତ୍ୟାକାରୀ ଚଗଲା ଅମାନ୍ତଙ୍କୁ ତାଳଚେର ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି…

ଖସିଲା ସୁନା ଓ ରୁପା ଦର

Posted on January 3, 2026

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ…

ବଢ଼ିଛି ଅଣ୍ଡାଦର, ଦର ବଢ଼ିବା ପରେ ପ୍ରଭାବିତ ହୋଇଛି ଖାଉଟିଙ୍କ ସହ ସୁଷମ ଖାଦ୍ୟ ଯୋଗାଣ

Posted on January 3, 2026

ବଜାରରେ ବଢ଼ିଛି ଅଣ୍ଡାଦର । ଗୋଟା ୭ଟଙ୍କା ୫୦ ପଇସାରେ ବିକ୍ରି ହେଉଛି । ଦର ବଢ଼ିବା ପରେ ସାଧାରଣ ଖାଉଟିଙ୍କ ସହ ସ୍କୁଲର ମଧ୍ୟାହ୍ନଭୋଜନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ ସୁଷମ ଖାଦ୍ୟ ଯୋଗାଣ ପ୍ରଭାବିତ ହୋଇଛି । ଅନ୍ୟପକ୍ଷରେ ଦୁଇ ବର୍ଷ ହେଲା…

ଦନ୍ତା ଆକ୍ରମଣରେ ଶ୍ରମିକ ଗୁରୁତର

Posted on January 3, 2026

ଢେଙ୍କାନାଳ ବନଖଣ୍ଡ ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଖଟୁଆହତା ଗାଁ ନିକଟରେ ଇଟା ଫାକ୍ଟ୍ରି ଶ୍ରମିକକୁ ଶୁଣ୍ଢରେ କଚାଡି ଦେଲା ଦନ୍ତା। ଗୁରୁତର ଶ୍ରମିକ ଜଣଙ୍କ କାମାକ୍ଷାନଗର ଥାନା ବିଜାଡ଼ିହି ଗାଁର ରେଞ୍ଚା ବେହେରା। ରେଞ୍ଚା ଶୌଚ ପାଇଁ ଯାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡି…

ଘରେ ସ୍ମାର୍ଟ ମିଟର ଲଗାଇବେ ସରକାର , କ୍ୟାବିନେଟ ନିଷ୍ପତ୍ତି ପରେ ଗାଇଡଲାଇନ ଆଣିଲା ଶକ୍ତି ବିଭାଗ

Posted on January 3, 2026

ଲୋକଙ୍କ ଘରେ ସ୍ମାର୍ଟ ମିଟର ଲଗାଇବେ ସରକାର। କ୍ୟାବିନେଟ ନିଷ୍ପତ୍ତି ପରେ ଗାଇଡଲାଇନ ଆଣିଲା ଶକ୍ତି ବିଭାଗ। ଏନେଇ ରାଜ୍ୟ ସରକାର ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨ କିଲୋ ୱାଟ ପର୍ଯ୍ୟନ୍ତ ଥିବା ୮ ଲକ୍ଷ…

ତାଳଚେର ପାଲଟିଛି ଦେଶର ସବୁଠାରୁ ପ୍ରଦୂଷିତ ସହର, ୧୦ଟି ବାୟୁ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ ସହର

Posted on January 3, 2026

ଦିଲ୍ଲୀ, ଗାଜିଆବାଦ କି ନୋଏଡ଼ା ନୁହେଁ, ବାୟୁ ପ୍ରଦୂଷଣରେ ଓଡ଼ିଶା ବର୍ତ୍ତମାନ ଏକ ନମ୍ବର । ଦେଶର ୧୦ଟି ବାୟୁ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ଟି ସହର । ଶୁକ୍ରବାର ସ୍ଥିତି ଏୟା । ତାଳଚେର ପାଲଟିଛି ଦେଶର ସବୁଠାରୁ ପ୍ରଦୂଷିତ ସହର,…

ଦୃଶ୍ୟମାନ ହେବ ବର୍ଷର ପ୍ରଥମ ସୁପରମୁନ୍

Posted on January 3, 2026

ଚଳିତ ବର୍ଷ ୩ଟି ସୁପରମୁନ୍ ଓ ମାଇକ୍ରୋମୁନ୍ ଦୃଶ୍ୟମାନ ହେବ । ଚଳିତ ବର୍ଷ ଏହି ମହାଜାଗତିକ ସୁପରମୁନ୍ ପ୍ରଥମ ଥର ଦୃଶ୍ୟମାନ ହେବାକୁ ଯାଉଛି । ଯାହାକୁ ଖାଲି ଆଖିରେ ରାତି ସାରା ଦେଖାଯାଇ ପାରିବ । ଜ୍ୟୋତିଷ ରିଚାର୍ଡ ନଲ୍‌ଙ୍କ ଭାଷାରେ ଯଦି…

ଆଜି ଶ୍ରୀମନ୍ଦିରରେ ଦେବାଭିଷେକ ନୀତି, ଶ୍ରୀବିଗ୍ରହଙ୍କ ସୁନାବେଶ

Posted on January 3, 2026

ଆଜି ପୌଷପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି । ଏହି ଅବସରରେ ଶ୍ରୀବିଗ୍ରହଙ୍କ ସୁନାବେଶ ହେବ । ରତ୍ନସିଂହାସନରେ ଠାକୁରଙ୍କ ଅଭିଷେକ ନୀତି ସମ୍ପନ୍ନ ହେବ । ଏହି ପବିତ୍ର ତିଥିରେ ରାମଚନ୍ଦ୍ର ବନବାସରୁ ଫେରି ରାଜା ହୋଇଥିଲେ । ସେଥିପାଇଁ ଶ୍ରୀମନ୍ଦିର ପରମ୍ପରା…

କମିବ ଶୀତ ଲହରୀ, ଆସନ୍ତା ୧୦ରୁ ୧୩ ଯାଏ କାଁ ଭାଁ ବର୍ଷା ଆଶଙ୍କା

Posted on January 3, 2026

ମାଡ଼ି ଆସିବ ଭୀଷଣ କୁହୁଡ଼ି । ଅତି ଘନ କୁହୁଡ଼ିର ବହଳ ଆସ୍ତରଣ ଆକାଶକୁ ଘୋଡ଼ାଇ ଦେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିପାରେ । ଏ ସମୟରେ ଯାତାୟାତ କରିବା ମୁସ୍କିଲ ହୋଇଯିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି…

Posts pagination

Previous 1 … 44 45 46 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme