ଭାରତ ଉପରେ ବଢିବ କି ଟାରିଫ୍ ? ପ୍ରଥମ ୨୫ ପ୍ରତିଶତ ଲଗାଇଲେ । ମନ ବୁଝିଲାନି ଆହୁରି ୨୫% ବଢାଇ ମୋଟ୍ ଶୁଳ୍କକୁ ୫୦ ପ୍ରତିଶତ କଲେ । ଏ ନେଇ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଆସିଲା । ଯାହା ଫଳରେ…
Category: ଦେଶ ବିଦେଶ
କୋଇଲା ଖଣି ସର୍ଭେ କାର୍ଯ୍ୟକୁ ନେଇ ସପକ୍ଷ ବାଦୀ ଓ ବିପକ୍ଷ ବାଦୀ ମୁହାଁମୁହିଁ
ତାଳଚେର : ତାଳଚେର ଭୁବନେଶ୍ବରୀ କୋଇଲା ଖଣି ଦ୍ବାରା ଅରଖପାଳ ଗ୍ରାମକୁ ଏମ୍ସିଏଲ୍ ଦ୍ବାରା ହେବାକୁ ଥିବା ସର୍ଭେ କାର୍ଯ୍ୟକୁ ଆଜି ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମର ସପକ୍ଷ ବାଦୀ ଓ ବିପକ୍ଷ ବାଦୀ ଦୁଇଟି ଗୋଷ୍ଠୀ ମଧ୍ୟରେ ଖଣି କାର୍ଯ୍ୟ ସର୍ଭେକୁ ନେଇ…
ବ୍ୟାନ୍ ହେଲା ସୋସିଆଲ ମିଡିଆ, ପିଲାଙ୍କ ଉପରେ ସୋସିଆଲ ମିଡିଆ କଟକଣା ଲାଗୁ
ଅଷ୍ଟ୍ରେଲିଆ ପରେ ଏବେ ଫ୍ରାନ୍ସରେ ପିଲାଙ୍କ ଉପରେ ସୋସିଆଲ ମିଡିଆ କଟକଣା ଲାଗୁ। ଅର୍ଥାତ୍ ୧୫ ବର୍ଷରୁ କମ୍ ବୟସର ପିଲାମାନେ ଫେସବୁକ୍, ଟୁଇଟର,ହ୍ୱାଟସ୍ଆପ୍, ଇନଷ୍ଟାଗ୍ରାମ,ୟୁଟ୍ୟୁବ,ସ୍ନାପଚାଟ, ଟିକଟକ ଓ ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ପ୍ଳାଟଫର୍ମ ଆଉ ବ୍ୟବହାର କରିପାରିବେ ନାହିଁ । ଏଥିପାଇଁ…
ବନ୍ଦ ହୋଇଯିବ ନାସାର ସବୁଠୁ ବଡ଼ ଲାଇବ୍ରେରୀ
ମେରିଲ୍ୟାଣ୍ଡର ଗ୍ରୀନ୍ବେଲ୍ଟରେ ଥିବା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ସର୍ବବୃହତ ପାଠାଗାର ଶୁକ୍ରବାରଠାରୁ ସ୍ଥାୟୀ ଭାବେ ବନ୍ଦ ହୋଇଯିବ । ୧୯୫୯ ମସିହାରେ ସ୍ଥାପିତ ଏହି ପାଠାଗାର ବୈଶ୍ୱିକ ସ୍ପେସ୍ ଏଜେନ୍ସିର ଏକ ବଡ଼ ଗବେଷଣା କେନ୍ଦ୍ର । ଏଥିରେ ୧ ଲକ୍ଷରୁ…
୩୦ ବର୍ଷ ପରେ ଗାଁରେ ପ୍ରଥମ ସନ୍ତାନ ଜନ୍ମ
ଇଟାଲିର ଏକ ପାହାଡ଼ିଆ ଗାଁରେ ଏକ ସନ୍ତାନ ଜନ୍ମ ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଅବ୍ରୁଜୋ ଅଞ୍ଚଳରେ ସ୍ଥିତ ମାଉଣ୍ଟ୍ ଗିରିଫାଲ୍କୋର ପାଦଦେଶରେ ରହିଛି ଛୋଟ ଗାଁ ପଗ୍ଲିଆରା ଦେଇ ମାର୍ସି । ଅନେକ ବର୍ଷ ହେଲା ଲୋକେ ଗାଁ…
ପ୍ରଦୂଷଣ ମଧ୍ୟରେ କୁହୁଡ଼ିର ଆତଙ୍କ, ୧୪୮ ଫ୍ଲାଇଟ୍ ବାତିଲ , ଟ୍ରେନ୍ ବି ବିଳମ୍ୱିତ
ଦିଲ୍ଲୀ-ଏନସିଆରରେ ବୁଧବାର ସକାଳେ ଘନ କୁହୁଡ଼ି ଛାଇ ଯିବାରୁ ଭିଜିବିଲିଟି ଖୁବ୍ କମ୍ ହୋଇଛି। ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପରିଚାଳନା ସମ୍ୱନ୍ଧୀୟ ସମସ୍ୟା କାରଣରୁ ୧୪୮ଟି ବିମାନକୁ ବାତିଲ କରି ଦିଆ ଯାଇଛି, ଯେଉଁଥିରେ ୭୦ ପ୍ରସ୍ଥାନ ଓ ୭୮ ଆଗମନ ସାମିଲ…
ଅଧାରେ ରହିଲା ନବଦମ୍ପତିଙ୍କ ହନିମୁନ୍,କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…
ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍ଭିଙ୍କୁ ବିବାହ କରିଥିଲେ। ଗତ ଗୁରୁବାର ଗାନ୍ଭି ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ। ସୂରଜ ବେଙ୍ଗାଲୁରୁରୁ ମହାରାଷ୍ଟ୍ରର ନାଗପୁର ଯାଇ ଶନିବାର ସେଠାରେ ଆତ୍ମହତ୍ୟା…
ରାଜଧାନୀରେ ଜିରୋ ଭିଜିବିଲିଟି, ଟ୍ରେନ୍-ଫ୍ଲାଇଟ୍ ସେବା ବାଧାପ୍ରାପ୍ତ
ବିଗୁଡ଼ୁଛି ଦିଲ୍ଲୀ ବାୟୂ । ପ୍ରଦୂଷଣ ସହ ଘନ କୁହୁଡ଼ି ବଳୟରେ ରାଜଧାନୀ । ଦିଲ୍ଲୀ-ଏନସିଆର ସମେତ ଅନେକ ସ୍ଥାନ ଗତକାଲି ରାତିରୁ କୁହୁଡ଼ି ଚାଦର ଘୋଡାଇ ହୋଇଛି । ଦିନ ରାତିର ଭ୍ରମ ସୃଷ୍ଟି କରୁଛି । ଅନେକ ଅଞ୍ଚଳରେ AQI ୪୦୦…
ବଢିବାରେ ଲାଗିଛି ମଦ୍ୟାପାନ ନିଶା, ପ୍ରତି ୧୧ ଜଣରେ ଜଣଙ୍କର ମୃତ୍ୟୁର କାରଣ ମଦ୍ୟପାନ
ୟୁରୋପର ଲୋକଙ୍କର ବଢିବାରେ ଲାଗିଛି ମଦ୍ୟାପାନ ନିଶା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ଏହାର ମାରାତ୍ମକ ପ୍ରଭାବ ବିଷୟରେ ଏକ ଗମ୍ଭୀର ଚେତାବନୀ ଜାରି କରିଛି। ଡବ୍ଲୁଏଚଓ ଅନୁଯାୟୀ, ମଦ୍ୟପାନ ସମ୍ବନ୍ଧୀୟ ରୋଗ ଏବଂ ଦୁର୍ଘଟଣା ଯୋଗୁଁ ପ୍ରତିବର୍ଷ ପ୍ରାୟ ୮ ଲକ୍ଷ ଲୋକଙ୍କ…
ଭାରି ପଡିଲା ଟାରିଫ ନୀତି, ଆମେରିକାରେ ଅନେକ କମ୍ପାନୀ ଦେବାଳିଆ ଘୋଷିତ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ନିଜର ଟାରିଫ୍ ନୀତିକୁ ସବୁବେଳେ ଠିକ୍ ବୋଲି ବାରମ୍ବାର ଦାବି କରି ଆସୁଛନ୍ତି। ତାଙ୍କ ମତରେ ଏହାଦ୍ବାରା ଆମେରିକାର ରେଭିନ୍ୟୁରେ ବୃଦ୍ଧି ହୋଇଛି। ତେବେ ବାସ୍ତବିକରେ ଏହା କିନ୍ତୁ ପୁରା ଓଲଟା। ରିପୋର୍ଟ ଅନୁସାରେ, ଆମେରିକାର କମ୍ପାନୀ ଦେବାଳିଆ…
