Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଦେଶ ବିଦେଶ

ଟ୍ରାକ୍‌ରୁ ଖସିଲା ଟ୍ରେନ୍, ଚାଲିଗଲା ୧୩ ଜୀବନ

Posted on December 29, 2025

ମେକ୍ସିକୋରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ଟ୍ରେନ୍ ହଠାତ୍ ଲାଇନଚ୍ୟୁତ ହୋଇଛି । ବଗିଗୁଡ଼ିକ ଓଲଟି ପଡ଼ିବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୯୮ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି…

ତାଇୱାନରେ ପ୍ରଳୟଙ୍କରୀ ଭୂମିକମ୍ପ, ୭.୦ ତୀବ୍ରତାରେ ଥରିଲା ରାଜଧାନୀ ତାଇପେଇ

Posted on December 28, 2025

ଶନିବାର ବିଳମ୍ବିତ ରାତିରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରିଉଠିଛି ଦ୍ୱୀପରାଷ୍ଟ୍ର ତାଇୱାନ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଛି। ରାଜଧାନୀ ତାଇପେଇ ସମେତ ସମଗ୍ର ଉତ୍ତର-ପୂର୍ବ ଉପକୂଳ ଅଞ୍ଚଳରେ ଏହି କମ୍ପନ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ୟିଲାନ୍ ଜିଲ୍ଲାରୁ…

ସୋମବାର ଆରାବଳୀ ମାମଲାର ଶୁଣାଣି

Posted on December 28, 2025

ସୁପ୍ରିମକୋର୍ଟ ଆରାବଳି ପାହାଡ଼ ମାମଲାର ସ୍ୱତଃସ୍ପୃତ ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଥିବା ଏକ ଖଣ୍ଡପୀଠ ସୋମବାରଠାରୁ ଏହି ମାମଲାର ଶୁଣାଣି କରିବେ। ସମ୍ପ୍ରତି ଆରାବଳି ପାହାଡ଼ ସମ୍ପର୍କରେ ଅନେକ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ତଥାପି, କେନ୍ଦ୍ର…

ଭାରତୀୟଙ୍କୁ ନିର୍ବାସନ ମାମଲା: ଆମେରିକାକୁ ଟପିଗଲା ସାଉଦି ଆରବ

Posted on December 28, 2025

ଚଳିତ ବର୍ଷ ସାଉଦି ଆରବ ଭାରତୀୟଙ୍କୁ ନିର୍ବାସିତ କରାଇବାରେ ଆମେରିକାକୁ ପଛରେ ପକାଇ ପ୍ରଥମ ସ୍ଥାନରେ ପହଞ୍ଚିଛି। ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ସାଉଦି ଆରବରୁ ୩୩,୪୩୦ ଜଣ ଭାରତୀୟଙ୍କୁ ନିର୍ବାସିତ କରାଯାଇଛି, ଯାହା ଆମେରିକାରୁ ନିର୍ବାସିତ ହୋଇଥିବା ଭାରତୀୟଙ୍କ ସଂଖ୍ୟାଠାରୁ ଅଧିକ। ସରକାରଙ୍କ ତଥ୍ୟ…

ଚୀନ୍ ତିଆରି କଲା ବିଶ୍ୱର ଦ୍ରୁତତମ ମ୍ୟାଗ୍ଲେଭ୍ ଟ୍ରେନ୍

Posted on December 28, 2025

ଚୀନ୍‌ର ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ଡିଫେନ୍ସ ଟେକ୍ନୋଲୋଜି ବିଶ୍ୱର ସବୁଠାରୁ ଦ୍ରୁତତମ ମ୍ୟାଗ୍ଲେଭ୍ ଟ୍ରେନ୍ ନିର୍ମାଣ କରିଛି, ଯାହାକି ମାତ୍ର ୨ ସେକେଣ୍ଡରେ ଧରିବ ଘଣ୍ଟା ପ୍ରତି ୭୦୦ କିଲୋମିଟର ସ୍ପିଡ୍। ଏହି ଅଲ୍ଟ୍ରା-ହାଇ-ସ୍ପିଡ୍ ଟେକ୍ନୋଲୋଜି ଭବିଷ୍ୟତର ଯାତ୍ରା, ହାଇପରଲୁପ୍ ସିଷ୍ଟମ୍ ଏବଂ ଦୂର ସହରଗୁଡ଼ିକୁ ମାତ୍ର…

ଶିକାରୀ ଫାଶରେ ପଡ଼ିଲା ବାଘ

Posted on December 28, 2025

ଓଡ଼ିଶା-ଛତିଶଗଡ଼ ସୀମାନ୍ତ କୋକୋଡ଼ି ଗାଁ ନିକଟ ଜଙ୍ଗଲରେ ଶିକାରୀ ଫାଶରେ ଏକ କଲରାପତରିଆ ବାଘ ପଡ଼ିଯାଇଥିଲା। ସାତଦିନ ପରେ ଛତିଶଗଡ଼ ବନବିଭାଗ ତାକୁ ଉଦ୍ଧାର କରିଛି। ଶିକାର ଆଶାରେ ଜଙ୍ଗଲ ଭିତରେ ଶିକାରୀମାନେ ମଟରସାଇକେଲର କ୍ଲଚ୍‌ୱେର୍‌ରେ ଫାଶ ତିଆରି କରି ବିଛାଇଥିଲେ। ଏହି ଫାଶରେ କଲରାପତରିଆଟି…

କୋଟିପତି ହେବେ ମା’ ହୋଇଥିବା ମହିଳା

Posted on December 27, 2025

ଟେଲିଗ୍ରାମର ମାଲିକ ପାଭେଲ ଡୁରୋଭ୍ ନିଜର ଦାନ କରିଥିବା ଶୁକ୍ରାଣୁରୁ ମା’ ହେଉଥିବା ମହିଳାଙ୍କୁ ସମ୍ପତ୍ତିରେ ଭାଗ ଦେବାକୁ ଘୋଷଣା କରିଛନ୍ତି । ପାଭେଲଙ୍କ ଉଚ୍ଚ-ଗୁଣବତ୍ତା ସମ୍ପନ୍ନ ଶୁକ୍ରାଣୁକୁ ମସ୍କୋର ଏକ ପ୍ରସିଦ୍ଧ ପ୍ରଜନନ କ୍ଲିନିକରେ ସୁରକ୍ଷିତ ରଖାଯାଇଛି । ତାଙ୍କ ଅଫର୍ ପରେ ତାଙ୍କ ଶୁକ୍ରାଣୁ…

ବିଶ୍ୱର ସବୁଠୁ ଥଣ୍ଡା ସ୍ଥାନ, ପାରଦ -୫୬ ଡିଗ୍ରୀ

Posted on December 27, 2025

ରୁଷ୍‌ର ୟାକୁତିଆରେ ଥଣ୍ଡା ରେକର୍ଡ ଭାଙ୍ଗିଛି । ଏଠାରେ ତାପମାତ୍ରା ବିଯୁକ୍ତ ୫୬ ଡିଗ୍ରୀ ସେଲ୍‌ସିୟସ୍‌କୁ ଖସିଛି, ଯାହା ବର୍ତ୍ତମାନ ପୃଥିବୀର ସବୁଠୁ କମ୍ ତାପମାତ୍ରା । ଏଭଳି ଥଣ୍ଡାରେ ଖୋଲା ସ୍ଥାନରେ ମାତ୍ର କିଛି ମିନିଟ୍‌ରେ ଶରୀର ଜଡ଼ ହେବାର ଆଶଙ୍କା ରହିଛି । ୟାକୁତିଆର ଟିକସୀ…

ଯାନବାହନ ବଢ଼ାଉଛି ୪୦ ପ୍ରତିଶତ ପ୍ରଦୂଷଣ, ଲୋକଙ୍କ ସ୍ୱାସ୍ଥ୍ୟ ଓ ଅର୍ଥ ବ୍ୟବସ୍ଥା ଉପରେ ପକାଇବ ପ୍ରଭାବ

Posted on December 27, 2025

ଭାରତରେ କୋଭିଡ-୧୯ ପରେ ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ଭାବେ ଉଭା ହୋଇଛି ବାୟୁ ପ୍ରଦୂଷଣ। ବ୍ରିଟେନରେ କାର୍ଯ୍ୟରତ ଭାରତର ଅନେକ ବରିଷ୍ଠ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଭଳି ଦାବି କରିଛନ୍ତି । ସେମାନେ କହିଛନ୍ତି, ଆଗାମୀ ଦିନରେ ଏହି ପ୍ରଦୂଷଣ ଲୋକଙ୍କ…

 

Posted on December 26, 2025

ଓଲା, ଉବର ଆପ୍‌ରେ ରହିବ ଜେଣ୍ଡର ଚଏସ୍‌, ଫିମେଲ୍‌ ଡ୍ରାଇଭର ବାଛିପାରିବେ ମହିଳା ଯାତ୍ରୀ ଏବେ ଓଲା, ଉବର ଆପ୍‌ରେ ରହିବ ଜେଣ୍ଡର ଚଏସ୍‌ ବିକଳ୍ପ। କ୍ୟାବ୍‌ ରାଇଡ୍‌ ବୁକ୍‌ କରିବା ବେଳେ ଫିମେଲ୍‌ ଡ୍ରାଇଭର ବାଛିପାରିବେ ମହିଳା। ଟ୍ରିପ୍‌ ଶେଷ ହେବା ପରେ…

Posts pagination

Previous 1 … 8 9 10 … 51 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme