ଇରାନର ହୋର୍ମୁଜ ଦ୍ୱୀପରେ ଭୀଷଣ ବର୍ଷା ଯୋଗୁ ଏକଅଦ୍ଭୁତ ଓ ଭୟଙ୍କର ବିପତ୍ତି ସୃଷ୍ଟି କରିଛି । ଦ୍ୱୀପର ପ୍ରସିଦ୍ଧ ରେଡ୍ ବିଚ୍ ରକ୍ତିମ ହୋଇଛି । ସମୁଦ୍ର ଲହଡ଼ି ରକ୍ତ ଭଳି ଲାଲ୍ ପାଲଟିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ…
Category: ଦେଶ ବିଦେଶ
ପ୍ରଦୂଷଣ ନେଇ ଆଜିଠାରୁ ଦିଲ୍ଲୀରେ କଡ଼ା କଟକଣା
ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ଆଜିଠାରୁ କିଛି କଠୋର କଟକଣା ଲାଗୁ କରୁଛନ୍ତି। ଏହି କଟକଣା ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିପାରେ। ଗୁରୁବାର ଠାରୁ କେବଳ ବୈଧ PUC ପ୍ରମାଣପତ୍ର ଥିବା ଯାନଗୁଡ଼ିକ ଦିଲ୍ଲୀରେ ଡିଜେଲ/ପେଟ୍ରୋଲ ପାଇଁ ଉପଲବ୍ଧ ହେବ। ଏହାକୁ…
ଏଣିକି ଟୋଲ୍ ଟ୍ୟାକ୍ସ ଆଦାୟ କରିବ AI, ୨୦୨୬ ଶେଷ ସୁଦ୍ଧା ହେବ କାର୍ଯ୍ୟକାରୀ
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା । ସାରା ଦେଶରେ ମଲ୍ଟି-ଲେନ୍ ଫ୍ରି ଫ୍ଲୋ ଟୋଲ୍ ସିଷ୍ଟମ୍ ଏବଂ ଏଆଇ-ଚାଳିତ ରାଜପଥ ପରିଚାଳନା ୨୦୨୬ ଶେଷ ସୁଦ୍ଧା ଶେଷ ହେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟୋଲ୍ ପ୍ଲାଜାରେ ଏହି ପ୍ରଯୁକ୍ତିବିଦ୍ୟା…
ମିଆଁମାରରେ ଭୂକମ୍ପ ଝଟକା, ତୀବ୍ରତା ୪.୪
ମିଆଁମାରରେ ଭୂକମ୍ପ ଝଟକା । ଭୂକମ୍ପର ତୀବ୍ରତା ୪.୪ ରହିଛି । ଭୂକମ୍ପର କେନ୍ଦ୍ରସ୍ଥଳ ୧୦୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଏହା ପୂର୍ବରୁ ୧୩ ଡିସେମ୍ବରରେ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ୧୧୫ କିଲୋମିଟର ଗଭୀରତାରେ…
ମୋଦିଙ୍କ ନୂଆ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…
ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ (PNGRB) ଜାନୁଆରୀ ୧, ୨୦୨୬ ରୁ ଲାଗୁ ହେଉଥିବା ଶୁଳ୍କ ଯୁକ୍ତିଯୁକ୍ତକରଣ ଘୋଷଣା କରିଛି।…
ଘନ କୁହୁଡ଼ି ପାଇଁ ବିମାନ ଚଳାଚଳ ପ୍ରଭାବିତ
ଦିଲ୍ଲୀରେ ଘନ କୁହୁଡ଼ି ପାଇଁ ବିମାନ ଚଳାଚଳ ପ୍ରଭାବିତ ଆଶଙ୍କା । ଟ୍ରାଭେଲ ଆଡଭାଇଜରୀ ଜାରି କଲା ଏୟାର ଇଣ୍ଡିଆ । ଦିଲ୍ଲୀ ସମେତ ଉତ୍ତର ଓ ପୂର୍ବ ଭାରତରେ ଘନ କୁହୁଡ଼ି ଲାଗି ରହୁଛି । ବିଭିନ୍ନ ବିମାନବନ୍ଦରରେ ଦୃଶ୍ୟମାନ ଦୂର ହ୍ରାସ…
ପୁଣି ବିଷ ଓଗାଳିଲେ ପାକିସ୍ତାନୀ ରାଷ୍ଟ୍ରଦୂତ, ‘କାଶ୍ମୀର ନା କେବେ ଭାରତର ଥିଲା ନା ହେବ’…
ଜାତିସଂଘର ସୁରକ୍ଷା ପରିଷଦ (UNSC) ଭାରତ ଓ ପାକିସ୍ତାନ ଭିତରେ ରଣଭୂମି ପାଲଟିବାରେ ଲାଗିଛି। ଜମ୍ମୁ-କଶ୍ମୀରକୁ ନେଇ ଭାରତ ଉପରେ ଗମ୍ଭୀର ଅଭିଯୋଗ ଆଣିଛି ପାକିସ୍ତାନ। ଦିନକ ପୂର୍ବରୁ ଭାରତର ରାଷ୍ଟ୍ରଦୂତ ପାକିସ୍ତାନକୁ ଆତଙ୍କବାଦ ସୃଷ୍ଟି କରିଥିବା ଯୋଗୁଁ କଡା ଭର୍ତ୍ସନା କରିଥିଲେ। ଏହାର…
ଜର୍ମାନୀ ପଳାଇଲେ ରାହୁଲ, ରାହୁଲ-ପ୍ରିୟଙ୍କାଙ୍କ ଚାଲିଛି ବିବାଦ
କଂଗ୍ରେସରେ ଆରମ୍ଭ ହୋଇଛି ଅନ୍ତରୀଣ ବିବାଦ। ତେବେ ଏହି ବିବାଦ କୌଣସି ନେତାଙ୍କ ଭିତରେ ନୁହେଁ ବଂର ଭାଇ-ଭଉଣୀଙ୍କ ଭିତରେ। ସବୁବେଳେ କୁଲ୍ ଅନ୍ଦାଜରେ ଦେଖାଯାଉଥିବା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଭିତରେ ଚାଲିଛି ବିବାଦ। ଏବେ ଟିମ୍ ପ୍ରିୟଙ୍କା ବନାମ…
ଦିଲ୍ଲୀ ପ୍ରଦୂଷଣକୁ ନେଇ ଆଜି ଆସିବ ସୁପ୍ରିମ ରାୟ…
ବଢୁଥିବା ପ୍ରଦୂଷଣ ପାଇଁ ଦିଲ୍ଲୀ ସରକାର ନୂଆ କଟକଣା ଲାଗୁ କରିଛନ୍ତି । ପୂର୍ବରୁ ସରକାରୀ କାର୍ଯ୍ୟାଳୟର ୫୦% କର୍ମଚାରୀ ଘରୁ ରହି କାମ କରିବା ବା ୱାର୍କ ଫ୍ରମ ହୋମ୍ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ବର୍ତ୍ତମାନ ସମାନ କଟକଣା ଘରୋଇ…
ଦକ୍ଷିଣ ଆଫ୍ରିକାରେ ଗୌତମ ଅଦାନୀଙ୍କୁ ବିରୋଧ
ଦକ୍ଷିଣ ଆଫ୍ରିକାରେ କାରବାର କରିବେ ଗୌତମ ଅଦାନୀ । କ୍ଲିନ୍ ଚିଟ୍ ଦେଇଛନ୍ତି ସରକାର । କିନ୍ତୁ ସାଧାରଣ ଲୋକଙ୍କ ବିରୋଧ । ବିଦେଶୀ କମ୍ପାନୀ ହାତରେ ଦକ୍ଷିଣ ଆଫ୍ରିକାର ବିଭିନ୍ନ ସମ୍ବଳକୁ ଟେକିଦେବା ନିଷ୍ପତ୍ତିକୁ ଆଫ୍ରିକୀୟ ବିରୋଧ କରିଛନ୍ତି । ରିପୋର୍ଟ ଅନୁସାରେ,…
