Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ପାଣିକୋଇଲି ପୁରୁଣା ଟୋଲଗେଟ୍ ଛକ ନିକଟରେ ବସ୍ ଦୁର୍ଘଟଣା, ୩ ଗୁରୁତର

Posted on September 27, 2025

    ଯାଜପୁର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥ ପାଣିକୋଇଲି ପୁରୁଣା ଟୋଲଗେଟ୍ ଛକ ନିକଟରେ ବସ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତ୍ରିରେ ପାଣିକୋଇଲି ଥାନା ପୁରୁଣା ଟୋଲଗେଟ୍ ଛକ ନିକଟରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ,  ଜିଲ୍ଲାକୁ ରେଡ୍ ଆଲର୍ଟ

Posted on September 27, 2025

  ଶନିବାର ଦକ୍ଷିଣ ଓଡ଼ିଶାରେ  ନିର୍ଧୁମ ବର୍ଷା ହୋଇପାରେ । ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନୂଆପଡ଼ାରେ  ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ  ବହିପାରେ ।…

ଚତୁର୍ଥ ପ୍ରୟାସରେ ସଫଳତା, କଙ୍କିଳିର ପୁଅକୁ ଚାରିଆଡୁ ମିଳୁଛି ଶୁଭେଚ୍ଛା

Posted on September 27, 2025

ପ୍ରକାଶ ପାଇଲା OPSC ରେଜଲ୍ଟ ଯେଉଁଥିରେ ତାଳଚେର କଙ୍କିଳି ଗ୍ରାମର ଶଶାଙ୍କ ଶେଖର ସାମଲ ୧୫୧ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । କଙ୍କିଳି ଗ୍ରାମର ସୁଧାକର ସାମଲ ଓ ପ୍ରଗତି ସାମଲଙ୍କ ବଡ଼ ପୁଅ ଶଶାଙ୍କ ଶେଖର ସାମଲ ଚତୁର୍ଥ ଥରରେ ଏହି…

ନକଲି ଆଇପିଏସକୁ ବାନ୍ଧିଲା ଅସଲି ପୁଲିସ

Posted on September 26, 2025

 ନକଲି ପୁଲିସ ସିନା, ଆଉ ସବୁ ଥିଲା ଅସଲି । ଆଇପିଏସ ଲୋଗୋ ସହ ଟୋପି, ଷ୍ଟାର ଚିହ୍ନ ବି ଓଡ଼ିଶା ପୋଲିସର ଅବିକଳ। କେବଳ ପୁଲିସ ପୋଷାକ ନୁହେଁ, ଆର୍ମି ସହ ଅନେକ ସିଆରପି ପୋଷାକ, ସିଆଇଏସଏଫ ଭଳି ପୋଷାକ ଦେଖି ପୁଲିସ ତାଜୁବ…

ତାଳସାରୀ ବେଳାଭୂମିରୁ ୧୫୬ ଲିଟର ବିଦେଶୀ ମଦ ଜବତ; ୨ ବେପାରୀ ଫେରାର୍

Posted on September 26, 2025

ବାଲେଶ୍ଵର ଜିଲ୍ଲା ଭୋଗରାଇର ତାଳସାରୀ ବେଳାଭୂମିରେ ବଙ୍ଗୀୟ ନିଶା ବେପାରୀଙ୍କ ଦୌରାତ୍ମ୍ୟ। ଖୁଲମଖୁଲା କରୁଥିଲେ ନିଶା ବେପାର। ଚଢାଉ କଲା ସାମୁଦ୍ରିକ ଥାନା ପୁଲିସ। ତାଳସାରୀ ବେଳାଭୂମିରୁ ବିପୁଳ ପରିମାଣର ମଦ ଜବତ ହୋଇଛି। ୨ଟି ସ୍ଥାନରେ ଚଢାଉ କରି ୧୫୬ ଲିଟର ବିଦେଶୀ…

ଏବେ ‘ଆମ ସାଥି’ରେ ସରକାରୀ ସେବା, ହ୍ୱାଟ୍ସଆପ୍‌ରେ ସମସ୍ୟା ଜଣାଇପାରିବେ ଜନସାଧାରଣ

Posted on September 26, 2025

ଏଣିକି ହାତ ପାହାନ୍ତରେ ମିଳିବ ସରକାରୀ ସେବା। ହ୍ୱାଟ୍ସଆପ୍‌ରେ ସମସ୍ୟା ଜଣାଇପାରିବେ ଜନସାଧାରଣ। ମିଳିବ ସମାଧାନ ବାଟ। ‘ଆମ ସାଥି’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ଲୋକାର୍ପଣ କଲେ ମୁଖ୍ୟ ଶାସନ ସଚିବ। ଏଣିକି ଜନ୍ମ ମୃତ୍ୟୁ ପ୍ରମାଣପତ୍ର ହେଉକି ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ, ଆୟ…

ବେଆଇନ ବାଣ ଗୋଦାମରେ ପୁଲିସର ଚଢାଉ, ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ

Posted on September 26, 2025

ସୁନ୍ଦରଗଡ ସହରରେ ଥିବା ଏକ ବାଣ ଗୋଦାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି । ରାଜଗାଙ୍ଗପୁର ପୁଲିସ ସହରର ବଗିଚାପଡ଼ାରେ ଚଢଉ କରି ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଛି। ସୂଚନା ମୁତାବକ, ସହରରେ ବେଆଇନ ବାଣ ମହଜୁଦ ରଖାଯାଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ରାଜଗାଙ୍ଗପୁର ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରୀ…

ଖଟିଆରେ ୨କିଲୋମିଟର ବୁହା ହୋଇ ନଈ ପାର ହେଲେ ଗର୍ଭବତୀ।

Posted on September 26, 2025

ପୁଣି ଖଟିଆରେ ବୁହା ହୋଇ ଉଛୁଳା ନଈ ପାର ହେଲେ ଗର୍ଭବତୀ। ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଗୁଣ୍ଡିଚାନାଳୀ କଳାମାଟି ସାହିର। ସାହିର କର୍ମୀ ମୁର୍ମୁଙ୍କ ଅସହ୍ୟ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ସମ୍ପର୍କୀୟ ମାନେ ଏକ ଖଟିଆରେ ଧରି…

ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ସଫେଇ କର୍ମୀ, ୨୦ ପ୍ରତିଶତ ବୋନସ ଦାବି

Posted on September 26, 2025

 ବିଭିନ୍ନ ଦାବି ନେଇ ଶୁକ୍ରବାର ଠାରୁ ଝାଡୁ ଛାଡ଼ ଆନ୍ଦୋଳନକୁ ଓହ୍ଲାଇବେ ସଫେଇ କର୍ମଚାରୀ ।  ଫଳରେ ସହରରେ ସଫେଇ କାମ ଠପ୍‌ ହୋଇଯିବ । ଆଗକୁ  ପୂଜା ଥିବା ବେଳେ ସଫେଇ କର୍ମୀଙ୍କ ଏଭଳି ଆନ୍ଦୋଳନ  ଡକରାକୁ ନେଇ ଚିନ୍ତାରେ ବିଏମ୍‌ସି ।…

ଦକ୍ଷିଣରେ ପ୍ରବଳ ବର୍ଷା ଆଶଙ୍କା;୧୮ ଜିଲ୍ଲାକୁ ସତର୍କ କରାଇଲେ ଏସ୍‌ଆରସି

Posted on September 26, 2025

ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇସାରିଛି । ଶୁକ୍ରବାରକୁ ଏହା ଘନୀଭୂତ  ହୋଇ ଅବପାତ ରୂପ ନେଇପାରେ । ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର  ଉପକୂଳ ଅତିକ୍ରମ କରିବ । ପ୍ରବଳ ବର୍ଷିବ ଦକ୍ଷିଣ  ଓଡ଼ିଶା ଏବଂ ଉପକୂଳରେ । ସମ୍ଭାବ୍ୟ ବର୍ଷାକୁ ନେଇ  ସ୍ୱତନ୍ତ୍ର ରିଲିଫ…

Posts pagination

Previous 1 … 87 88 89 … 91 Next

Recent Posts

  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା
  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (905)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme