ବରଗଡ଼ ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ନିଷ୍ପତ୍ତି । ଚଳିତ ବର୍ଷ…
Category: ରାଜ୍ୟ
୧୮୦ରୁ ଅଧିକ ବିମାନ ଉଡାଣ ବାତିଲ: ଖସିଲା ଇଣ୍ଡିଗୋର ସେୟାର, ଆକ୍ସନରେ ଡିଜିସିଏ
ବିମାନ କମ୍ପାନୀ ଇଣ୍ଡିଗୋ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି। ବିମାନ ଉଡାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଦୁଇ ଦିନରେ ୩୦୦ ରୁ ଅଧିକ ବିମାନ ବାତିଲ ହୋଇସାରିଲାଣି। ଗୁରୁବାର ୨୦୦ ବିମାନ ଏବଂ ଗୁରୁବାର ୧୮୦ ବିମାନ ବାତିଲ ହେବା ଫଳରେ…
ଲୁଟ୍ ହେଉଛି ଖଣିଜ ସମ୍ପଦ, ତିନି ବର୍ଷରେ ୧୨୬ କୋଟି ଟଙ୍କା ଜରିମାନା ଆଦାୟ
ରାଜ୍ୟରେ ଲୁଟ୍ ହେଉଛି ଲଘୁ ଖଣିଜ ସମ୍ପଦ । ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ କୋଟି କୋଟି ଜରିମାନା ଆଦାୟ କଲେଣି ରାଜ୍ୟ ସରକାର। ଜାନୁଆରୀ ୨୦୨୨ରୁ ଅକ୍ଟୋବର ୨୦୨୫ ୩ ବର୍ଷରେ ପ୍ରାୟ ୧୨୬ କୋଟି ଜରିମାନା ଆଦାୟ । ବିଧାୟକ ଗୌତମ…
ହାତୀ ଆକ୍ରମଣରେ ବୃଦ୍ଧ ମୃତ, ମହିଳାଙ୍କ ମୃତୁ
ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ସିନ୍ଦୁରପାଳ ଗାଁ ନିକଟରେ ଯୋରାଡଙ୍ଗା ରେ ହାତୀ ଆକ୍ରମଣରେ ବୃଦ୍ଧ ଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳାଙ୍କ ମଧ୍ୟ ମୃତୁ ଘଟିଛି । ବୃଦ୍ଧ ଜଣେ ହେଲେ ଦେବଗଡ଼ ଜିଲ୍ଲା ଯୋରାଡଙ୍ଗା ଗାଁର ଚେରୁ ଦେହୁରୀ ଓ…
ମହାନଦୀ ଜଳ ବିବାଦ ମାମଲା, ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ
ମହାନଦୀ ଜଳ ବିବାଦ ମାମଲା । ଆସନ୍ତାକାଲି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । କାଲି ଉଭୟ ରାଜ୍ୟ ଜଏଣ୍ଟ ଟେକ୍ନିକାଲ ଟିମ୍ ମଧ୍ୟରେ ବୈଠକ ବସିବ । ଗତ ନଭେମ୍ବର ୧୦ ତାରିଖରେ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ବସିଥିଲା । ଉଭୟ…
ମା’ଙ୍କ ଦେହରେ ନିଆଁ ଲଗାଇଦେଲା ପୁଅ
ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ। ମା’ଙ୍କ ଦେହରେ ନିଆଁ ଲଗାଇଦେଲା। ଆଜି ସକାଳ ୮ଟା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତ ଗଳଗଣ୍ଡ ଗାଁରେ। ଅଭିଯୁକ୍ତ ହେଲା ଦେବାଶିଷ ନାୟକ ଓ ମାଆ ହେଲେ ଜ୍ୟୋତ୍ସ୍ନାରାଣୀ…
ଜାତୀୟ ଉଦ୍ୟାନରେ ପଡ଼ିରହିଛି ୫୦ରୁ ଅଧିକ ହରିଣ ଶିଙ୍ଗ, ବେଧଡ଼କ ଶିକାର ଆଶଙ୍କା
ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ପଡ଼ିରହିଛି ୫୦ରୁ ଅଧିକ ହରିଣ ଶିଙ୍ଗ। ଅଧିକାଂଶ ଶିଙ୍ଗ ହରିଣ ଦେହରୁ ଓପଡ଼ା ଯାଇଥିବା ଜଣାପଡ଼ୁଛି। ଜାତୀୟ ଉଦ୍ୟାନର ଗୋଟିଏ ସ୍ଥାନକୁ ଏତେ ସଂଖ୍ୟାରେ ହରିଣ ଶିଙ୍ଗ କେଉଁଠୁ ଆସିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ବେଳେ ଭିତରକନିକରେ ଜୀବଜନ୍ତୁଙ୍କ…
କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ
କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ । ଜିଆରପି ଥାନାରେ ବିଧାୟକଙ୍କ ଏତଲା । ଗତକାଲି ବିଳମ୍ବିତ ରାତିରେ ରାୟପୁର- ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ ଗାଡିରେ ବେଆଇନ ଭାବେ ରାଜ୍ୟ ବାହାରକୁ ଦାଦନ ଚାଲାଣ ହେଉଥିଲା । ଏହି ସମୟରେ ବିଧାୟକ ଲକ୍ଷ୍ମଣ…
ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ
ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ । ଶନିବାର ଯାଏ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । କିଛି ଦିନ ପରେ ଶୀତ ପୁଣି…
ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ହେବାକୁ ମାଧୁରୀ ନେଇଛନ୍ତି ୧ କୋଟି ୬୦ ଲକ୍ଷ
ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ନେନେଙ୍କୁ ୨୦୨୫ ରେ ନିଯୁକ୍ତି କରାଯାଇଅଛି । ଏହି ନିଯୁକ୍ତି ପାଇଁ ଶ୍ରୀମତୀ ନେନେଙ୍କୁ ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ତାଙ୍କ ପାଇଁ ଯିବା…
