Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ଇଣ୍ଡିଗୋ ଫ୍ଲାଇଟ୍ ବିଭ୍ରାଟ: ବିମାନ ବାତିଲ ଯୋଗୁ ଯାତ୍ରୀ ହନ୍ତସନ୍ତ

Posted on December 6, 2025

ଇଣ୍ଡିଗୋ ଫ୍ଲାଇଟ୍ ବିଭ୍ରାଟ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ବିମାନ ବାତିଲ ଏବଂ ଉଡ଼ାଣରେ ବିଳମ୍ବ ଯୋଗୁ ଏକାଧିକ ବିମାନ ବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଆଜି ମଧ୍ୟ ଅନେକ ବିମାନ ବାତିଲ ହୋଇଛି, ଯେଉଁଥିରେ ଗତକାଲି ବାତିଲ ହୋଇଥିବା…

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

Posted on December 6, 2025

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ହସପିଟାଲ ସୁଇପର ଅଫିସରେ ଅଗ୍ନିକାଣ୍ଡ । ସଫେଇ ପାଇଁ ରଖାଯାଇଥିବା ଏସିଡରୁ ନିଆଁ ଲାଗିଥିବା ସୂଚନା । ରୁମ ଭିତରେ ଫିନାଇଲ, କପଡ଼ା, ସ୍ପିରିଟ, ହସ୍ପିଟାଲରେ ବ୍ୟବହୃତ ସାମଗ୍ରୀ ଷ୍ଟକ୍ ରହିଥିଲା । ସକାଳେ ରୁମ…

ଥରୁଛି ସାରା ଓଡ଼ିଶା: ଦାରିଙ୍ଗିବାଡ଼ିରେ ପାଲଟିଲା ସବୁଠୁ ଥଣ୍ଡା ଅଞ୍ଚଳ

Posted on December 6, 2025

ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ରହିବ । ଅନ୍ୟ ସ୍ଥାନରେ ବି ଅସମ୍ଭାଳ ଶୀତ ହେବ । ଦେହ, ହାତ ଥରିଯିବ । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ…

ମହଙ୍ଗା ପଡ଼ିଲା ଥାନାରେ ହାତାହାତି, ଥାନାଧିକାରୀଙ୍କ ସମେତ ଏଏସ୍‌ଆଇଙ୍କୁ ବଦଳି

Posted on December 5, 2025

ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନାରେ ଥାନାଧିକାରୀ ଓ ଏଏସ୍ଆଇଙ୍କ ମଧ୍ୟରେ ହାତାହାତି ଘଟଣାର ଭିଡିଓ ଭାଇରାଲ ପରେ ଦୁଇ ଅଧିକାରୀଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏସ୍‌ପି ୟଶପ୍ରତାପ ଶ୍ରୀମାଲ ପତ୍ର ସଂଖ୍ୟା ୨୫୯୭/୪.୧୨.୨୫ରେ ଥାନାଧିକାରୀ ଇନ୍ସପେକ୍ଟର ଦେବାଶିଷଳ ଶତପଥୀ ଓ ଏଏସ୍ଆଇ…

ବୃଦ୍ଧି ପାଇବାରେ ଲାଗିଛି ଚୋରଙ୍କ ଦୌରାତ୍ମ୍ୟ, ଖଲିଆବଗିଚା ସ୍କୁଲରୁ ଚୋରି

Posted on December 5, 2025

ବୌଦ୍ଧ ସହରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରଙ୍କ ଦୌରାତ୍ମ୍ୟ। ହେଲେ ଟେର୍ ପାଉନି ପୁଲିସ। କିଛି ଦିନ ତଳେ ଜିଲ୍ଲା ମୁଖ୍ୟ ଡାକଘରୁ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ହୋଇଥିବା ବେଳେ ଆଜି ସହରର ଜନଗହଳିପୂର୍ଣ୍ଣ ସ୍ଥାନ ବାଘଗୁଡା ଛକ…

ଜବତ ଗଞ୍ଜେଇ ହେରଫେର ଅଭିଯୋଗ, ଥାନା ଅଧିକାରୀ ନିଲମ୍ବିତ

Posted on December 5, 2025

ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକ । ରାଜ୍ୟ ଗୃହ ବିଭାଗ ଏହି ନିଲମ୍ବନ ଆଦେଶ ଜାରି କରିଛି । ଆଦେଶ ଅନୁଯାୟୀ, ବର୍ତ୍ତମାନ ସେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜିଙ୍କ…

ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ

Posted on December 5, 2025

ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ। ଗଞ୍ଜାମ ପୁରୁଣାବନ୍ଧ ଋଷିକୂଲ୍ୟା ମୁହାଣରେ ଖଲ୍ଲିକୋଟ ବନ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଦୁଇ ଆନ୍ଧ୍ର ଟ୍ରଲର ଜବତ କରିଛି। ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରି ମତ୍ସ୍ୟଜୀବୀମାନେ ଧରା ପଡ଼ିଛନ୍ତି। ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ଉପକୂଳରେ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନକୁ ଆସିବେ ଆଫ୍ରିକୀୟ ଚିତା

Posted on December 5, 2025

ବନ୍ୟଜୀବ ପ୍ରେମୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରଥମ ଥର ପାଇଁ ଆଫ୍ରିକୀୟ ଚିତାଆଣିବାକୁ ପ୍ରସ୍ତୁତି ଚଳାଇଛି। ଏହି ବିରଳ ଓ ଦ୍ରୁତଗାମୀ ପ୍ରାଣୀଙ୍କ ଆଗମନ ନନ୍ଦନକାନନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ଏବଂ ଏହା…

ରାଜଧାନୀରେ ଦୁର୍ବୃତ୍ତ ଆତଙ୍କ,ବାଇକ୍‌ ଆସି ଫଳ ଦେକାନୀକୁ ଗୋଡ଼ାଇ ହାଣିଲେ ୩ ରୁ ୪ ଜଣ ଯୁବକ

Posted on December 5, 2025

ପଟିଆ  ରେଳଷ୍ଟେସନସ୍ଥିତ ବିଜୁନଗର ଅଞ୍ଚଳରେ ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଆତଙ୍କ  ଖେଳାଇଛନ୍ତି । ସେମାନେ ଜଣେ  ଫଳଦୋକାନୀକୁ ଗୋଡ଼ାଇ ହାଣିଛନ୍ତି ।  ଆକ୍ରମଣରେ ଫଳଦୋକାନୀ ଜଣକ  ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାମ  ରାଜକୁମାର ସ୍ୱାଇଁ । ତାଙ୍କ ମୁଣ୍ଡ, କାନ୍ଧ…

ଖସିଲା ପାରଦ, ବଢ଼ିବ ଜାଡ଼: ଦୁଇ ଦିନରେ ୨ରୁ ୩ ଡିଗ୍ରୀ କମିବ ରାତି ତାପମାତ୍ରା

Posted on December 5, 2025

ରାଜ୍ୟରେ ବଢ଼ିବ ଶୀତ ପ୍ରକୋପ । ରାତି ତାପମାତ୍ରା ୨ଦିନ ଭିତରେ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ବର୍ତ୍ତମାନ ପାଗ ମୁଖ୍ୟତଃ ଶୁଖିଲା ରହିବ । କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁରରେ ଘନ କୁହୁଡ଼ି ନେଇ ଭୁବନେଶ୍ୱର ପାଣିପାଗ…

Posts pagination

Previous 1 … 72 73 74 … 168 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme