Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ଶୀତରେ ଜନଜୀବନ ଅସ୍ତବ୍ୟସ୍ତ: ୧୦ ଡିଗ୍ରୀ ତଳେ ୧୫ ସ୍ଥାନର ପାରଦ, ୧୪ ତାରିଖ ଯାଏ କରିବ କଲବଲ

Posted on December 13, 2025

ଥରୁଛି ପୂରା ଓଡ଼ିଶା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ପାଖାପାଖି ରହିଛି । ୧୩ ଓ ୧୪ ତାରିଖରେ କିଛି ସ୍ଥାନରେ ଭୀଷଣ ଶୀତ ଲହରି ବହିପାରେ । ଅସମ୍ଭାଳ ଜାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇବ ।…

ଟ୍ରକ୍ ମାଲିକଙ୍କ ‘ଖଣି ବନ୍ଦ’ ଆନ୍ଦୋଳନ: MCL କର୍ମଚାରୀଙ୍କ ଉପରେ ଚୋରା କୋଇଲା ଚାଲାଣ ଅଭିଯୋଗ

Posted on December 12, 2025

ମହାନଦୀ କୋଇଲା କ୍ଷେତ୍ର (MCL) ଅଧୀନରେ ଥିବା ତାଳଚେରର ବଳରାମ କୋଇଲା ଖଣିରେ ଚୋରା କୋଇଲା ଚାଲାଣ ଏବଂ ‘ପ୍ରଥମେ ଆସ, ପ୍ରଥମେ ସେବା’ (First Come First Serve) ନିୟମ ଭାଙ୍ଗିବା ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଜଣେ MCL କର୍ମଚାରୀ…

ଚଞ୍ଚକତା କରି ଟ୍ରକ ହାତେଇଲା ଦାଦା ପୁଅ ଭାଇ। ହୃଦୟସ୍ପର୍ଶୀ ଭିଡିଓ କରି ଆତ୍ମହତ୍ୟା କଲେ ଦିବ୍ୟାଙ୍ଗ ଯୁବକ।

Posted on December 12, 2025

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବାମ ବନ୍ଧ କେନାଲ ନଂ -୨ର ବଡ଼ଝରା ଗାଁ ନିକଟରୁ ଶହ ଶହ ଟ୍ରିପ ମାଟି ଚୋରି ହୋଇଥିବା ଦେଖିବାକୁ ମିଳିଛି। ଜାତୀୟ ରାଜପଥ ନଂ- ୫୩ ବଡ଼ଝରା ଗାଁ ନିକଟରେ ଏକ ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ ମାଟି…

ଅଳିଆ ବୁହା ଗାଡି ଧକ୍କାରେ ଦୁଇ ବର୍ଷର ଶିଶୁ କନ୍ୟାର ମୃତ୍ୟୁ

Posted on December 12, 2025

ତାଳଚେର ପୌରପରିଷଦର ଅଳିଆ ବୁହା ଗାଡି ଧକ୍କାରେ ଦୁଇ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ମୃତ ଶିଶୁ କନ୍ୟା ହେଲେ ବାଘୁଆବୋଲ ଗଣେଶ ବିହାର ଅଞ୍ଚଳର ଅନ୍ୱେସା ରାୟ । ଅନ୍ୱେସା ଘର ଆଗରେ ଛିଡା ହୋଇଥିବା ବେଳେ ଅଳିଆ ବୁହା…

ପ୍ରସ୍ତୁତ ହେବ ଓଡ଼ିଶା ମାଷ୍ଟର ପ୍ଲାନ, BISAG-N ସହିତ ବୁଝାମଣାପତ୍ର ସ୍ୱାକ୍ଷର

Posted on December 12, 2025

ପ୍ରଧାନମନ୍ତ୍ରୀ ଗତି ଶକ୍ତି ଅଧୀନରେ ପ୍ରସ୍ତୁତ ହେବ ଓଡ଼ିଶା ମାଷ୍ଟର ପ୍ଲାନ। BISAG-N ସହିତ MOU ସ୍ୱାକ୍ଷର। ବାଣିଜ୍ୟ ଏବଂ ପରିବହନ ବିଭାଗ ମାଧ୍ୟମରେ ରାଜ୍ୟ ସରକାର ଭାସ୍କରାଚାର୍ଯ୍ୟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ସ୍ପେସ୍ ଆପ୍ଲିକେସନ୍ସ ଆଣ୍ଡ୍ ଜିଓ-ଇନଫର୍ମେଟିକ୍ସ (BISAG-N) ସହିତ ଏକ ବୁଝାମଣାପତ୍ର…

ରାଜଧାନୀ​‌ରେ ଲଜ୍ଜା: ଘରେ ପଶି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Posted on December 12, 2025

ରାଜଧାନୀରେ ଜଣେ ୧୧ ବର୍ଷର ନାବାଳିକା ଦୁଷ୍କର୍ମ ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳିକାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପାଇ ମହିଳା ଥାନା ପୁଲିସ ଏକ ମାମଲା ରୁଜୁକରି ଦୁଷ୍କର୍ମକାରୀକୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ କରିଦେଇଛି । ମିଳିଥିବା ଅଭିଯୋଗ…

ଆଜି ଛତିଶା ନିଯୋଗ ବୈଠକ

Posted on December 12, 2025

ଶ୍ରୀମନ୍ଦିରରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପହିଲି ଭୋଗ । ଏହି ପହିଲି ଭୋଗ ନୀତି ନିର୍ଦ୍ଧାରିତ ସମୟରେ ସମ୍ପାଦନ କରିବା ନିମନ୍ତେ ଶୁକ୍ରବାର ଛତିଶା ନିଯୋଗ ବୈଠକ ବସିବାକୁ ଯାଉଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି…

ବିଷ ଦେଇ ବାଘକୁ ମାରିଦେଲେ

Posted on December 12, 2025

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନ ବିଭାଗର ତାମରା ରେଞ୍ଜ କୁସୁମଡିହି ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘୁଣୀର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତ ବାଘୁଣୀର ବୟସ ପ୍ରାୟ ୧୨ ବର୍ଷ ବୋଲି ଜଣାଯାଇଛି। ମୃତ୍ୟୁର କାରଣ ବିଷକ୍ରିୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଘଟଣାସ୍ଥଳରେ ଆରସିସିଏଫ୍ ଓ ଡିଏଫ୍ଓ ପହଞ୍ଚି…

ଭିଡିଓ କରି ଆତ୍ମହତ୍ୟା କଲେ ଯୁବତୀ

Posted on December 12, 2025

ପ୍ରେମ ନେଲା ଜୀବନ । ଭିଡିଓ କରି ଆତ୍ମହତ୍ୟା କଲେ ଯୁବତୀ । ଝିଅକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ନେଇ ଥାନାରେ ଏତଲା ପରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ସାମ୍ନାକୁ ଆସିଛନ୍ତି ଯୁବତୀଙ୍କ ପରିବାର ଲୋକେ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ…

ମାଲକାନଗିରିରେ ପୁଣି ବଢ଼ିଲା ଇଣ୍ଟରନେଟ କଟକଣା, ରାତି ୧୨ଟା ପର୍ଯ୍ୟନ୍ତ ବଢିଛି କଟକଣା

Posted on December 12, 2025

ମାଲକାନଗିରିରେ ପୁଣି ବଢ଼ିଲା ଇଣ୍ଟରନେଟ କଟକଣା । ଆଜି ରାତି ୧୨ଟା ପର୍ଯ୍ୟନ୍ତ ବଢିଛି କଟକଣା । ଚତୁର୍ଥ ଥର ପାଇଁ କଟକଣା ବୃଦ୍ଧି କରିଛି ପ୍ରଶାସନ । ମାଲକାନଗିରି ଜିଲ୍ଲା ଏମଭି ୨୬ରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଜୋରଦାର ପ୍ରୟାସ ଚାଲିଛି…

Posts pagination

Previous 1 … 65 66 67 … 168 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme