Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅଳିଆ ବୁହା ଗାଡି ଧକ୍କାରେ ଦୁଇ ବର୍ଷର ଶିଶୁ କନ୍ୟାର ମୃତ୍ୟୁ

Posted on December 12, 2025

ତାଳଚେର ପୌରପରିଷଦର ଅଳିଆ ବୁହା ଗାଡି ଧକ୍କାରେ ଦୁଇ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ମୃତ ଶିଶୁ କନ୍ୟା ହେଲେ ବାଘୁଆବୋଲ ଗଣେଶ ବିହାର ଅଞ୍ଚଳର ଅନ୍ୱେସା ରାୟ । ଅନ୍ୱେସା ଘର ଆଗରେ ଛିଡା ହୋଇଥିବା ବେଳେ ଅଳିଆ ବୁହା ଗାଡିଟି ତାଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ ଘଟିଥିଲା । ସୂଚନା ଅନୁସାରେ ସକାଳେ ବିଧାନ ଚନ୍ଦ୍ର ରାୟ ଘରର ଅଳିଆ ପକେଇବାକୁ ଘର ବାହାରକୁ ଯାଇଥିବାବେଳେ ତାଙ୍କର ଏକମାତ୍ର ଶିଶୁ କନ୍ୟା ତାଙ୍କ ପାଖରେ ଛିଡାହୋଇଥିଲା । ତେବେ ପୋୖରପରିଷଦର ଅଳିଆ ବୁହା ଗାଡିଟି ବେପରୁଆଭାବେ ଚଳାଇ ଶିଶୁକନ୍ୟାଟିକୁ ଧକା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଶିଶୁକନ୍ୟାଟିର ମୃତୁ ଘଟିଥିଲା । ତେବେ ଘଟଣା ସ୍ଥଳରେ ତାଳଚେର କଲିୟରୀ ପୋଲିସ ପହଞ୍ଚି ଧକା ଦେଇଥିବା ଗାଡିକୁ ଜବତକରି ଅଧିକ ତଦନ୍ତ ଜାରିରଖିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme