ବିଳମ୍ୱିତ ରାତିରେ ଦମ୍ପତିଙ୍କୁ ତାଲା ପକାଇ ଦେଢ଼ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା । ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ସାପୋଇନାଳି ଗ୍ରାମ ବେହେରା ସାହିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗାଁର କଲ୍ୟାଣ ବେହେରା ଏବଂ ତାଙ୍କ ସ୍ତ୍ରୀ ଛବି…
Category: ରାଜ୍ୟ
ଜଗିଥିଲା AI କ୍ୟାମେରା , ଧରାପଡ଼ିଲେ ତିନି ଶିକାରୀ
ଶିକାରୀଙ୍କୁ ଧରାଇଦେଲା AI କ୍ୟାମେରା । ୩ ଜଣ ଶିକାରୀ ଓ ୫ ଦେଶୀ ବନ୍ଧୁକ ଜବତ l କିଛି ଦିନ ତଳେ ବାଘ ଗଣନା ପାଇଁ କୁଳଡିହା ଅଭାୟରଣ୍ୟ ଅଧୀନ ବେତେଇ ଜଙ୍ଗଲରେ ବନବିଭାଗ ପକ୍ଷରୁ ଗଛ ଉପରେ AI କ୍ୟାମେରା ଲଗାଯାଇଥିଲା…
ନବମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ବନ୍ଧୁକ ଜବତ
କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀ ଥାନା ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ଏକ ବନ୍ଧୁକ ଜବତ କରିଛି ପୁଲିସ। ବିଦ୍ୟାଳୟକୁ ବନ୍ଧୁକ ନେଇ ଯାଇଥିବା ବେଳେ ପୁଲିସକୁ ଖବର ଦେଲେ ଶିକ୍ଷକ। ପୁଲିସ ବନ୍ଧୁକ ଜବତକରି ଫରେନସିକ୍ ଟେଷ୍ଟପାଇଁ ପଠାଇବା ସହିତ ଆରମ୍ଭ କରିଛି ତଦନ୍ତ।…
ଭୁବନେଶ୍ୱରରେ ଆଦିବାସୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, କେନ୍ଦୁଝରରେ ତାତି
ଭୁବନେଶ୍ଵର ସ୍ଥିତ ଏକ ଘରୋଇ ସ୍କୁଲରେ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ ନେଇ କେନ୍ଦୁଝରରେ ତାତି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା। ମୃତଦେହ ରଖି ପରିବାର ଓ ଗ୍ରାମବାସୀଙ୍କ ଧାରଣା। ମୃତକ ଜଣଙ୍କ ହେଲେ କେନ୍ଦୁଝର ଟାଉନ୍ ଥାନା ଟିକର ଘୁମୁରାର ରଘୁନାଥ ମୁଣ୍ଡାଙ୍କ…
ରାସ୍ତାକଡ଼ରୁ ଶିଶୁର ମୃତଦେହ ଉଦ୍ଧାର ; ତଦନ୍ତ ଆରମ୍ଭ କଲା ପୁଲିସ
ଶିଳ୍ପନଗରୀ ଝାରସୁଗୁଡ଼ାରେ ପୁଣି ଥରେ ମାନବିକତାକୁ ଲଜ୍ଜିତ କଲା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ ସହରର ଜନଗହଳିପୂର୍ଣ୍ଣ ମଙ୍ଗଳବଜାର ଅଞ୍ଚଳରୁ ଏକ ଅପରିପକ୍ୱ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ସ୍ଥାନୀୟ ଲୋକମାନେ ମଙ୍ଗଳବଜାର…
ଇଣ୍ଟରନେଟ୍ କଟକଣା ବୃଦ୍ଧି: MV-26 ଗାଁରେ ଫେରୁଛି ଶାନ୍ତି
ମାଲକାନଗିରି ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣକୁ ଆସୁଥିଲେ ମଧ୍ୟ ଇଣ୍ଟରନେଟ୍ ସେବା ଉପରେ କଟକଣାର ଅବଧି ଆଉ ୨୪ ଘଣ୍ଟା ପାଇଁ ବଢ଼ାଇ ଦିଆଯାଇଛି। ଗତକାଲି (ଡିସେମ୍ବର ୧୨) ରାତିରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଆଜି ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଜିଲ୍ଲା…
ବାଲି ଚୋରା ଚାଲାଣକୁ ନେଇ ଦୁର୍ବୃତ୍ତଙ୍କ ଫାଙ୍କା ଗୁଳିଚାଳନା, ୩ ଅଟକ
ବାଲି ଚୋରା ଚାଲାଣକୁ ନେଇ ଗୁଳିମାଡ଼ । ଜଳେଶ୍ବର ସିଂଲା ଥାନା ଗିଲାଯୋଡ଼ି ଗାଁରେ ଗୁଳିମାଡ଼ । ପୂର୍ବ ଶତ୍ରୁତା ଓ ବାଲି ଚୋରାଲାଣକୁ ନେଇ ଗଣ୍ଡଗୋଳ । ଗଣ୍ଡଗୋଳ ବେଳେ ଦୁର୍ବୃତ୍ତଙ୍କ ଫାଙ୍କା ଗୁଳିଚାଳନା କରିଥିଲେ । ୨ଟି କାର୍ ସହ ୩…
ଧନୁ ସଂକ୍ରାନ୍ତିରୁ ଆରମ୍ଭ ହେବ ପହିଲି ଭୋଗ ନୀତି
ଆସନ୍ତା ୧୬ ତାରିଖ ତଥା ଧନୁ ସଂକ୍ରାନ୍ତି ଠାରୁ ନିତି ମାସକ ଯାଏ ସଅଳ ଉଠି ସଅଳ ଖାଇବେ ଏକାମ୍ର ଆରାଧ୍ୟ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ଏହି ଅବସରରେ ମନ୍ଦିର କାର୍ଯ୍ୟାଳୟ ତରଫରୁ ପହିଲି ଭୋଗ ସମ୍ପର୍କିତ ନୀତି ନିର୍ଘଣ୍ଟ ବାବଦରେ ସ୍ୱତନ୍ତ୍ର ବିଜ୍ଞପ୍ତି…
ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ, ଜଳିଗଲା ୬ ଗାଡ଼ି
ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଗତକାଲି ବିଳମ୍ବିତ ରାତିରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି | ନିଆଁ ଲାଗି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇ ଯାଇଛି | ବାଲିଅନ୍ତା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଗାଡ଼ିରେ…
ରାସ୍ତା କଡ଼ରୁ ମିଳିଲା ଅଲୋଡ଼ା ଶିଶୁ
ଆଜି ସକାଳୁ ଝାରସୁଗୁଡା ସହରର ମଙ୍ଗଳ ବଜାରର ସମବାୟ ବ୍ୟାଙ୍କ ସମ୍ମୁଖରୁ ଏକ ଅପରିପକ୍ୱ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁଟି ଗର୍ଭବସ୍ଥାରେ ୪-୫ ମାସ ଥିବା ମଧ୍ୟରେ ହିଁ ପ୍ରସବ କିମ୍ବା ଗର୍ଭପାତ ହୋଇଥିବା ଆଶଙ୍କା କରାଯାଉଛି। ଶିଶୁଟିକୁ କେହି ବ୍ୟକ୍ତି ଧଳା ରଙ୍ଗର କପଡ଼ାରେ ଘୋଡାଇ…
