Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ପ୍ରେମିକାର ଘର ନିକଟରୁ ପ୍ରେମିକଙ୍କ ମୃତ ଦେହ ଉଦ୍ଧାର…

Posted on December 20, 2025

ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ ପୋଲିସ ଝୁଲନ୍ତା ଅବସ୍ଥାରେ ଜବତ କରିଛି। ମୃତକ ହେଲେ କଟକ ଜିଲା ସାଲେପୁର ଥାନା ଗଙ୍ଗେଶ୍ୱର ଦେଉଳି ଗ୍ରାମର ମନୋଜ ଦାସଙ୍କ…

ଗୋଟିଏ ଦିନରେ ୪ ମନ୍ଦିରରୁ ଚୋରି, ବିପୁଳ ରୁପା ଗହଣା ଲୁଟିଲେ ଦୁର୍ବୃତ୍ତ

Posted on December 20, 2025

ଏକା ଦିନକେ ୪ ମନ୍ଦିରରୁ ଚୋରି ।  ବିପୁଳ ରୁପା ଗହଣା ଲୁଟିଲେ ଦୁର୍ବୃତ୍ତ ।  ଛତ୍ରପୁର ଥାନା ଅଧୀନ ୪ ମନ୍ଦିରରୁ ଚୋରି ହୋଇଛି ।  ଛତ୍ରପୁର ନୂଆ ପୋଲିସ ଲାଇନ ସ୍ଥିତ ସିରିଡି ସାଇ ମନ୍ଦିର ଓ ନିକଟରେ ଥିବା ଗଣେଶ…

୧୧ କେଭି ତାର ଛିଣ୍ଡି ଜଳିଗଲା ଧାନ ଫସଲ…

Posted on December 20, 2025

୧୧ କେଭି ତାର ଛିଣ୍ଡି ଜଳିଗଲା ଧାନ । ୫ ଏକର ଜମିରେ ଗଚ୍ଛିତ ଥିବା ଧାନ ଫସଲ ପୋଡି ପାଉଁଶ । ୧୧ କେଭି ବିଦ୍ୟୁତ ତାର ଛିଣ୍ଡିବାରୁ ଧାନଗଦା ପୋଡ଼ି ପାଉଁଶ ।  ସୋର ବାହାନଗା ବ୍ଳକ ତାଳପଦା ଅଞ୍ଚଳରେ ଅଘଟଣ…

ସୂଚନା ଫଳକ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

Posted on December 20, 2025

ମୟୂରଭଞ୍ଜଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡ ଭୁଣ୍ଡୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ବଡ଼ ଅଘଟଣ ଘଟିଯାଇଛି। ବିଦ୍ୟାଳୟ ପରିସରରେ ଥିବା ସୂଚନା ଫଳକ ପଡ଼ି ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବରଣ କରିଥିବା ଛାତ୍ର ଜଣକ ହେଲେ ତିରିଂ ଥାନା ଅନ୍ତର୍ଗତ ବଡ଼ ଭୁଣ୍ଡୁ ଗ୍ରାମର…

ବିଦ୍ୟୁତ୍ ଆଘାତରେ ଆଖିବୁଜିଲା ହାତୀ ଛୁଆ

Posted on December 20, 2025

ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗଦାଶିଳା ସେକ୍ସେନ ଅଧୀନ ମହାଦିଆ ଗ୍ରାମ ଠାରେ ଗତକାଲି ରାତିରେ ଏକ ହାତୀ ଛୁଆର ବିଦ୍ୟୁତ୍ ଆଘାତରେ ଜୀବନ ଚାଲି ଯାଇଥିଵା ଜଣାପଡିଛି।  ହାତୀପଲ ବିଲରୁ ଧାନ ଫସଲ ଖାଇବା ଉଦ୍ଦେଶ୍ୟରେ ହାତୀ ପଲ ମଠରଗଡ଼ି ଜଙ୍ଗଲରୁ ବାହାରି ବିଲକୁ ଯିବା ସମୟରେ…

୨୬ କିଲୋ ଗଞ୍ଜେଇ ଜବତ, ଦୁଇ ମାଫିଆ ଗିରଫ

Posted on December 20, 2025

 ଗଜପତିଜିଲ୍ଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର ସହ ୨୬ କିଲୋ ଗଞ୍ଜେଇ ଜବତ। ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଗିରଫ କରାଯାଇଛି। ଗିରଫ ଦୁଇଜଣ ହେଲେ ମଧ୍ୟପ୍ରଦେଶର ରାଜ୍ୟର ବିକାଶ କାଠୁଆଶ ଓ ରୀତୁ ମିନା । ଏନେଇ ଥାନା ଅଧିକାରୀ ସୂଚନା…

ଦଶମଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ବନ୍ଧା ହେଲା ଅଭିଯୁକ୍ତ

Posted on December 20, 2025

 ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ବୀରମିତ୍ରପୁର ପୁଲିସ ଗିରଫକରି ସୁନ୍ଦରଗଡ଼ ପୋକ୍ସୋ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଉଛନ୍ତି କୁମଝରିଆ ଅଞ୍ଚଳର କୁଲଦୀପ ହାଁସଦା। ସୂଚନା ଅନୁଯାୟୀ, ଅଭିଯୁକ୍ତ କୁଲଦୀପ ନାବାଳିକା ଛାତ୍ରୀଙ୍କୁ ଫେସ୍‌ବୁକ୍‌ ମାଧ୍ୟମରେ ନିଜ ପ୍ରେମଜାଲରେ ଫସାଇଥିଲେ। ଜୁନ୍‌ମାସରେ ଛାତ୍ରୀଙ୍କୁ…

ପ୍ରେମ ବିବାହର କରୁଣ ପରିଣତି: ଯୌତୁକ ପାଇଁ ବଳି ପଡ଼ିଲେ ନବବଧୂ, ସ୍ୱାମୀ ଗିରଫ

Posted on December 20, 2025

ପୁଣି ଥରେ ଯୌତୁକ ନିଆଁରେ ଜଳିଯାଇଛି ଜଣେ ନବବଧୂଙ୍କ ଜୀବନ। ବାହାଘରକୁ ବର୍ଷେ ନପୂରୁଣୁ ପ୍ରେମ ବିବାହର କରୁଣ ଅନ୍ତ ଘଟିଛି। କଟକ ଜିଲ୍ଲା ନେମାଳ ଥାନା ଅଧୀନ ମାଣିକପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ହେଲେ ନେମାଳ ପଞ୍ଚାୟତ…

ଭିଜିଲାନ୍ସ ଜାଲରେ ରାହାମା ରେଞ୍ଜର, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ

Posted on December 20, 2025

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲ୍ଲା ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ। ରାଜେନ୍ଦ୍ରଙ୍କ ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକାସାଙ୍ଗରେ ୪ଟି ସ୍ଥାନରେ ରେଡ୍ ହୋଇଛି। ବହୁ…

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ, ଆହୁରି ୨ରୁ ୩ ଡିଗ୍ରୀ ଖସିପାରେ ରାତିର ପାରଦ

Posted on December 20, 2025

ଆସନ୍ତା ୨୪ ତାରିଖ ଯାଏ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ହେବ। ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍ ଶୀତ ରହିବ । ଶନିବାର କୋରାପୁଟ, ଫୁଲବାଣୀ, ବୌଦ୍ଧ, ଭବାନୀପାଟଣା, ଝାରସୁଗୁଡ଼ା ଓ ଅନୁଗୁଳରେ ପ୍ରବଳ ଶୀତ ହୋଇପାରେ । ପାଣିପାଗ ବିଭାଗ…

Posts pagination

Previous 1 … 49 50 51 … 168 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme