ଢେଙ୍କାନାଳ କାମାକ୍ଷାନଗର ଥାନା କେନ୍ଦୁପଶି ଗ୍ରାମ ନିକଟରେ ଥିବା ସରକାରୀ ପିଡିଏସ୍ ଚାଉଳ ଗୋଦିମରେ ଗତ ୧୭ ତାରିଖ ବୁଧବାର ଦିନ ଚିଉଳ ଖାଲି ହେଊଥିବାବେଳେ କିଛି ଅସାମାଜିକ ଯୁବକ ପ୍ରୋକ୍ରମେଣ୍ଟ ଇନିସ୍ପେକ୍ଟରଙ୍କୁ ଆକ୍ରମଣ କରି ଟଙ୍କା ଛଡାଇ ନେଉଥିଲେ। ଏହି ସମୟରେ କେନ୍ଦୁପଶି…
Category: ରାଜ୍ୟ
ଢେଙ୍କା ଅଞ୍ଚଳରେ ବୁଲୁଛି ଦନ୍ତା ହାତୀ, ଭୟଭୀତ ସ୍ଥାନୀୟ ଲୋକ
ବିଲରେ ବୁଲୁଛି ଦନ୍ତା । ଭୟଭୀତ ସ୍ଥାନୀୟ ଲୋକ । ଆନନ୍ଦପୁର ଉପଖଣ୍ଡ ବିଦ୍ୟାଧରପୁର ଓ ଢେଙ୍କା ଅଞ୍ଚଳରେ ବୁଲୁଛି ହାତୀ । ଗତକାଲି ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ବୃଦ୍ଧଙ୍କୁ କଚାଡି ମାରିବା ପରେ ଏବେ ଆନନ୍ଦପୁରରେ ବୁଲୁଛି । ହାତୀକୁ ଘଉଡାଇବାକୁ…
ଅଜଣା ଗାଡିକୁ ଧକ୍କା ଦେଲା ବାଇକ୍, ଜଣେ ମୃତ
ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜ ସୁନାଖଳା ଫାଣ୍ଡି ଅନ୍ତର୍ଗତ 57 ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡିକୁ ମୋଟର ସାଇକେଲ ଧକ୍କା ଦେଇଛି। ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ…
ରାସ୍ତା ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
ରାସ୍ତା ସମସ୍ୟାର ସମାଧାନ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ। ଚନ୍ଦନ ଖଳା ନିକଟରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ୩୨୬/ଏ କୁ ଅବରୋଧ କରି ରଖିଛନ୍ତି। ପାଟିକଟା ଠାରୁ ଚନ୍ଦନ ଖଳା ପର୍ଯ୍ୟନ୍ତ ୮ କିମି ରାସ୍ତା ନିର୍ମାଣରେ ବାଧକ ସାଜୁଛି।…
ରାଜଧାନୀରେ ଡଗ୍ ସୋ’: ୮ ରାଜ୍ୟରୁ ଭାଗ ନେଲେ ୮୩ କୁକୁର
ଭଳିକି ଭଳି ଜର୍ମାନ ସେଫର୍ଡ । ନା ବି ସେମିତି, କାହାର ନାଁ ମାଇକଲ, କାହାର ନାଁ ରେଞ୍ଜ୍ ରୋଭର । କାହାର ନାଁ ଡାନିଭୋମ ସେନାଟୋ ତ କାହାର ନାଁ କିଙ୍ଗସ ୱେ ପିକ୍ସି । ସମସ୍ତେ କୌଶଳ ପ୍ରଦର୍ଶନରେ ମାହିର । ମାଷ୍ଟରଙ୍କ…
ସରୁନି ସଂଘର୍ଷ ; ୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା
ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ପଞ୍ଚାୟତର ବାଗଲପୁର ଗ୍ରାମରେ। ଗ୍ରାମର ଜଣେ ଗରିବ କଳାକାର ବଳିଆ ଦାସ ଦୀର୍ଘ ୧୨ ବର୍ଷ ଧରି ଖଣ୍ଡେ…
ଦାମୀ କାର ଭିତରେ ସିକ୍ରେଟ୍ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ…
ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା ଟାଉନଥାନା ପୋଲିସ। ବଲାଙ୍ଗୀର ଏସ୍ପି ଅଭିଳାଷ ଜି. ଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ଅବନୀ ସାହୁଙ୍କ ନେତୃତ୍ୱରେ ଏକ ସ୍ପେସିଆଲ…
ତାତିଲା ଯୁବ କଂଗ୍ରେସ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼…
ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ କଂଗ୍ରେସ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ଅଣ୍ଡାମାଡ଼ ହୋଇଛି। ଏହି ସମୟରେ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ…
ପୁଣି ଶିକ୍ଷାନୁଷ୍ଠାନରେ ରାଗିଂ ; ଜୁନିୟର ଛାତ୍ରଙ୍କୁ ସିନିୟରଙ୍କ ନିର୍ଯାତନା
ପୁଣି ଶିକ୍ଷାନୁଷ୍ଠାନରୁ ଆସିଲା ରାଗିଂ । ନବମ ଶ୍ରେଣୀ ଛାତ୍ରଙ୍କୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କ ନିସ୍ତୁକ ମାଡ଼ । ରାତି ତମାମ ନିର୍ଯାତନା ଅଭିଯୋଗ । ମାଲକାନଗିରି ଜିଲ୍ଲା ବାଲିମେଳା ଜବାହର ନବୋଦୟ ବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ । ସ୍କୁଲର…
ବାଲିଗୁଡ଼ା ବନଖଣ୍ଡରେ ଆତଙ୍କ ଖେଳାଉଛନ୍ତି ଦନ୍ତା…
ଶୀତରେ ମାତିଛନ୍ତି ଦନ୍ତା… କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡରେ ଖେଳାଉଛନ୍ତି ଆତଙ୍କ । ନଷ୍ଟ କରୁଛନ୍ତି ଫସଲ । ହାତୀପଲଙ୍କ ଉପରେ ନଜର ରଖିଛି ବନବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼, ତୁମୁଡିବନ୍ଧ ଓ ବେଲଘର ବନାଞ୍ଚଳରେ ହାତୀ ଆତଙ୍କ ।…
