Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

୨୭ରେ ରତ୍ନଭଣ୍ଡାର ସଂପର୍କିତ ବୈଠକ, ଜାନୁଆରୀରେ ଗଣତି ମଣତି

Posted on December 24, 2025

ଜାନୁଆରୀ ମାସ ଭିତରେ ପୁରୀ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ ହୋଇପାରେ । ଏଥିପାଇଁ ମୁକ୍ତି ମଣ୍ଡପ ପରାମର୍ଶ ନିଆଯିବ । ଗଣତି ମଣତି ପାଇଁ ଦର୍ଶନରେ ସମସ୍ୟା ହୋଇପାରେ । ତେଣୁ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ା । ପୁରୀ…

ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, କଂସଙ୍କ ରାଜ ଦରବାର ସମେତ ସଜେଇ ହୋଇଛି ରଂଗମହଲ

Posted on December 24, 2025

ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ସଜେଇ ହୋଇଛି କଂସଙ୍କ ରାଜ ଦରବାର ସମେତ ରଂଗମହଲ । ଚଳିତଥର ୭୮ ବର୍ଷରେ ପଦାର୍ପଣ କରିବ ବରଗଡ଼ ଧନୁଯାତ୍ରା। ଆଜିଠୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ଯାତ୍ରା। ଯାହାକୁ ନେଇ ସାରା…

କୋଣାର୍କ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା, ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ପ୍ରବେଶ ପାଇଁ ନିର୍ମାଣ ହେଲା ବ୍ୟାରିକେଟ୍‌ 

Posted on December 24, 2025

ବଡ଼ ଦିନ ଓ ନୂଆ ବର୍ଷରେ ସୂର୍ଯ୍ୟମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଧାଡିରେ ଶୃଙ୍ଖଳିତ ପ୍ରବେଶ ପାଇଁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ନିର୍ମାଣ ହେଲା ବ୍ୟାରିକେଟ୍‌ । ଭିଆପି ଓ ଭିନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ପର୍ଯ୍ୟଟନ ଋତୁକୁ ନେଇ…

ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

Posted on December 24, 2025

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଛି । ମରାମତି କାମ ସରିବା ପରେ ରତ୍ନଭଣ୍ଡାରକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଅପରପକ୍ଷରେ ରତ୍ନଭଣ୍ଡାରରୁ ଅଳଙ୍କାର କଢ଼ାଯାଇଛି କିନ୍ତୁ…

ସଜେଇ ହେଉଛି ଚର୍ଚ୍ଚ, ମଧ୍ୟରାତ୍ରରେ ଧରାବତରଣ କରିବେ ଯୀଶୁ

Posted on December 24, 2025

ଆସୁଛି ବଡ଼ ଦିନ । ସଜେଇ ହେଉଛି ଚର୍ଚ୍ଚ । କେଉଁଠି ଖ୍ରୀଷ୍ଟମାସ ଟ୍ରି ରଖିବା ଲାଗି ବ୍ୟବସ୍ଥା କରାଯାଉଛି ତ ଆଛ କେଉଁଠି ଲିଚୁମାଳ ଲାଗୁଛି । ଲିଚୁ ଆଲୋକରେ ଚର୍ଚ୍ଚ ପରିସର ହେଉଛି ରଙ୍ଗୀନ । ଖ୍ରୀଷ୍ଟଧର୍ମାବଲମ୍ବୀଙ୍କଠୁ ଆରମ୍ଭ କରି ଅନ୍ୟ…

ବଡ଼ଦିନରୁ ବନ୍ଦ ହାଇକୋର୍ଟ, ଜାଣନ୍ତୁ କେଉଁ ଦିନ ଖୋଲିବ କୋର୍ଟ…

Posted on December 24, 2025

ଓଡ଼ିଶା ହାଇକୋର୍ଟଙ୍କ ଶୀତ ଅବକାଶ ଆସନ୍ତା ୨୫ତାରିଖରୁ ଆରମ୍ଭ ହେଉଛି । ତେଣୁ ଆଜି କୋର୍ଟର ଶେଷ କାର୍ଯ୍ୟ ଦିବସ । ଜାନୁଆରୀ ୫ତାରିଖ ସୋମବାର କୋର୍ଟ ଖୋଲିବ । ଜାନୁଆରୀ ୨ତାରିଖ ଗୁରୁବାରକୁ ହାଇକୋର୍ଟ ପକ୍ଷରୁ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା କରାଯାଇଛି…

ଆହୁରି ବଢିବ ଜାଡ଼, ଥରିବ ପୂରା ଓଡ଼ିଶା

Posted on December 24, 2025

 ୨୫ ତାରିଖରୁ ରାଜ୍ୟରେ ଶୀତ ଆହୁରି ବଢ଼ିବ । ରାଜ୍ୟର ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହିବ । ଏହା ପ୍ରଭାବରେ ଥରିବ ପୂରା ଓଡ଼ିଶା । ଏଭଳି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ଥିଲା…

ଟ୍ୟୁଶନ ହେବେ ରାଜସ୍ବ ବାବୁ…

Posted on December 24, 2025

ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ ଓ ପାର୍ଟପ୍ଲଟ ବିକ୍ରି ଭଳି ୧୩ଟି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଗଲାଣି। ହେଲେ ତୃଣମୂଳସ୍ତରରେ ରାଜସ୍ବ ଅଧିକାରୀମାନେ କାର୍ଯ୍ୟ ସମ୍ପାଦନ…

 ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ଅଭିଯୁକ୍ତ ଗିରଫ 

Posted on December 24, 2025

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତକୁ ସତ୍ୟବ୍ରତ ଦାସକୁ ଗିରଫ କଲା ପୋଲିସ । ଜଗତସିଂହପୁରରେ ଶ୍ବଶୁର ଘରେ ଲୁଚି ରହିଥିଲା ଅଭିଯୁକ୍ତ । ପୋଲିସର ସ୍ବତନ୍ତ୍ର ଟିମ୍ ଚଢାଉ କରି ଗିରଫ କରିଛି । ଅଭିଯୁକ୍ତର…

ରାସ୍ତା କଡ଼ରୁ ୨ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Posted on December 24, 2025

ଦୁଇ ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ! । ତାଳଚେର ଲିଙ୍ଗରାକଟା ଗାଁ ଦେଇଯାଇଥିବା ପାଇପଲାଇନ ରାସ୍ତାକଡ଼ରୁ ୨ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେମାନଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଜଣେ…

Posts pagination

Previous 1 … 42 43 44 … 168 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme