Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

 ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Posted on December 23, 2025

 ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ ରହିବେ। ଏନେଇ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ। ନିର୍ଦ୍ଦିଷ୍ଟ ସମୟ ଭିତରେ ଜିରୋ…

ବିଜେଡିରେ କିଏ ସେ ‘ଶକ୍ତି ନାନୀ’? ଶ୍ରୀମୟୀଙ୍କ କବିତାରେ ବଡ଼ ଖୁଲାସା!

Posted on December 23, 2025

ବିଜେଡିରୁ ବହିଷ୍କାର ହେବା ପରେ ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଏବେ ଓଡ଼ିଶା ରାଜନୀତିରେ ଏକ ନୂଆ ବିବାଦ ସୃଷ୍ଟି କରିଛି। ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଆକ୍ରମଣ ନକରି, ପୂର୍ବତନ ପ୍ରଶାସକ କାର୍ତ୍ତିକେୟ ପାଣ୍ଡିଆନ ଓ ତାଙ୍କ…

ବିଧାୟକଙ୍କ ଦରମା ବୃଦ୍ଧି ମାମଲା, ଆବେଦନକୁ ଗ୍ରହଣ କଲେନି ହାଇକୋର୍ଟ

Posted on December 23, 2025

ବିଧାୟକଙ୍କ ଦରମା ବୃଦ୍ଧି ମାମଲା। ହାଇକୋର୍ଟରେ ଗ୍ରହଣ ହେଲାନି ଆବେଦନ । AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ ଯୁକ୍ତି ପରେ ଗ୍ରହଣ କଲେନି ହାଇକୋର୍ଟ । ପ୍ରିମାଚ୍ୟୁର କହି ମାମଲାକୁ ଗ୍ରହଣ କଲେନି ହାଇକୋର୍ଟ । ବିଧିବଦ୍ଧ ବିଜ୍ଞପ୍ତି ହୋଇନଥିବା ଦର୍ଶାଇ ମାମଲା ଗ୍ରହଣୀୟ…

୮ରୁ ଭିତରକନିକାରେ କୁମ୍ଭୀର ଗଣନା, ପର୍ଯ୍ୟଟକଙ୍କ ପାଇଁ ୩ ଦିନ ବନ୍ଦ ରହିବ ଜାତୀୟ ଉଦ୍ୟାନ

Posted on December 23, 2025

ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୬ ମସିହା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ । ତେଣୁ ଏହି ତିନି ଦିନ ପାଇଁ ପର୍ଯ୍ୟଟକମାନଙ୍କ ନିମନ୍ତେ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକାର ସୂଚନା ଦେଇଛନ୍ତି…

୫୨ଟିକିଆ ହାତୀ କରୁଛନ୍ତି ଆତଙ୍କ : ରାତି ଉଜାଗର ରହି କ୍ଷେତ ଜଗିଛି ଚାଷୀ

Posted on December 23, 2025

ହାତୀ ଉପଦ୍ରବରେ ନିଆଁ ଜାଳି ରାତିଉଜାଗର ହୋଇ କ୍ଷେତ ଜଗିଛି ଚାଷୀ। କେନ୍ଦୁଝର ଚମ୍ପୁଆ ରେଞ୍ଜରେ ୫୨ଟିକିଆ ହାତୀ। ପୂର୍ବରୁ ୩୩ହାତୀ ଥିବା ବେଳେ ଗତକାଲି ମୟୁରଭଞ୍ଜରୁ ପୁଣି ଲେଉଟିଛନ୍ତି ୧୯ ହାତୀ। ଚାରି ଭାଗରେ ଭାଗହେଇ ଏହି ହାତୀପଲ ବ୍ୟାପକ କ୍ଷୟକ୍ଷତି କରୁଥିବାରୁ…

ଆତ୍ମସମର୍ପଣ କଲେ ୨୨ ମାଓବାଦୀ; ୯ଟି ବନ୍ଧୁକ, ୧୪ଟି ଟିଫିନ ବୋମା, ଗୁଳି, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟ ମାଓ ସାମଗ୍ରୀ ସହ ଆତ୍ମସମର୍ପଣ

Posted on December 23, 2025

ମାଲକାନଗିରି ଜିଲ୍ଲା ପୁଲିସ୍‌ ନିକଟରେ ୨୨ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୯ଟି ବନ୍ଧୁକ, ୧୪ଟି ଟିଫିନ ବୋମା, ଗୁଳି, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟ ମାଓ ସାମଗ୍ରୀ ସହ ମାଓବାଦୀମାନେ ପୁଲିସ୍‌ ଡିଜି ୱାଇ ବି ଖୁରାନିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଜିଲ୍ଲା…

ରାଜ୍ୟସ୍ତରୀୟ ଆମ୍ବୁଲାନ୍ସ ଉତ୍ସର୍ଗୀକୃତ ସମାରୋହ ; ୧୫୦ ନୂଆ ଆମ୍ବୁଲାନ୍ସ ଲୋକାର୍ପଣ

Posted on December 23, 2025

ସ୍ୱାସ୍ଥ୍ୟ ସେବାରେ ଆସିବ ଆହୁରି ଉନ୍ନତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ୧୫୦ ନୂଆ ଆମ୍ବୁଲାନ୍ସ । ୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ ନୂଆ ଆମ୍ବୁଲାନ୍ସ । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି…

ବ୍ୟାଙ୍କ ଅକ୍ସନ ଜମି ଜାଲିଆତି ମାମଲାରେ ସେଲ୍ସ ମ୍ୟାନେଜର ଗିରଫ…

Posted on December 23, 2025

ଧରାପଡ଼ିଲା ଧ୍ରୁତ ସେଲ୍ସ ମ୍ୟାନେଜର । ଘରୋଇ ଫାଇନାନ୍ସ କମ୍ପାନୀର ସେଲସ ମ୍ୟାନେଜର ରାମ ନାରାୟଣ ବଳ ଗିରଫ । ବ୍ୟାଙ୍କ ଅକ୍ସନ ଜମି ଜାଲିଆତି ମାମଲାରେ ଭଦ୍ରକ ନିଳାଦ୍ରୀ ବିହାରରୁ ରାମ ନାରାୟଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW ଟିମ୍ । ଅଭିଯୁକ୍ତକୁ…

ଫାଟିଲା ଗ୍ୟାସ୍ ସିଲିଣ୍ଡର, ଉଡ଼ିଲା ଛାତ ; ଜଣେ ଗୁରୁତର

Posted on December 23, 2025

ଫାଟିଲା ସିଲିଣ୍ଡର, ଉଡ଼ିଲା ଛାତ । ବ୍ରହ୍ମପୁର – ନିମଖଣ୍ଡି ଥାନା ବୋରିଗାଁର ବଡ଼ ବନ୍ଧସାହିରେ ଫାଟିଲା ଗ୍ୟାସ ସିଲିଣ୍ଡର । ଭାଙ୍ଗିଲା ୪ ଘରର କାନ୍ଥ, ଜଣେ ଗୁରୁତର । ବଡବନ୍ଧ ସାହିର ପ୍ରଫୁଲ୍ଲ ରାଉତ ଘରେ ଏକୁଟିଆ ଥିବା ସମୟରେ ଗ୍ୟାସରେ…

ସମୁଦ୍ରରେ ଗାଧୋଇବା ବେଳେ ବୁଡୁ ବୁଡୁ ବଞ୍ଚିଗଲେ ପଶ୍ଚିମବଙ୍ଗର ୪ ପର୍ଯ୍ୟଟକ…

Posted on December 23, 2025

ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ ଆସି ସମୁଦ୍ରରେ ସ୍ନାନ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ତେବେ ପ୍ରତ୍ୟେକ ଦିନ ପର୍ଯ୍ୟଟକ ମାନେ ବେଳାଭୂମିରେ ସ୍ନାନ କରିବା ସମୟରେ…

Posts pagination

Previous 1 … 43 44 45 … 168 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme