ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର କଇଁବିଲି ଗାଁ ଛକ ନିକଟ ଗାଡ଼ିଆରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦେହଟି ପ୍ରାୟ ୩ ରୁ ୪ ଦିନର ହେବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଲୋକମାନେ…
Category: ରାଜ୍ୟ
ଅନୁଗୋଳରେ ହାତୀପଲଙ୍କ ଆତଙ୍କ । ଧାନ ଫସଲ ନଷ୍ଟ, ଗ୍ରାମବାସୀ ଭୟଭୀତ।
ଅନୁଗୋଳ ବ୍ଲକ୍ ଅନ୍ତର୍ଗତ ନୂଆସାହି, କାଙ୍ଗୁଲା ଓ ଗୋପୀନାଥପୁର ଅଞ୍ଚଳରେ ହାତୀପଲ ଆତଙ୍କ ସୃଷ୍ଟି କରିଛନ୍ତି। ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇ ଆସିଥିବା ପ୍ରାୟ ୪୦ରୁ ଅଧିକ ହାତୀ ଏବେ ଧାନ ଫସଲକୁ ଦଳାଚକଟା କରି ଚାଷୀମାନଙ୍କ ଧାନ ବିଲକୁ ନଷ୍ଟ କରୁଛନ୍ତି…
ନିୟୋଜିତ ହେବେ ଅଧିକ ସୁରକ୍ଷାକର୍ମୀ, ବଢ଼ିବ ସର୍ଭିଲାନ୍ସ କ୍ଷମତା
ସରିଲା ଶ୍ରୀମନ୍ଦିର ସବ୍ କମିଟି ବୈଠକ। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଡ. ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଏଣିକି ଶ୍ରୀମନ୍ଦିରକୁ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବାରଣ କରାଯିବ। କୌଣସି ପୁଲିସ କିମ୍ବା ସେବାୟତ ମନ୍ଦିରକୁ…
ଆସିଲା ଦୀପାବଳି କଟକଣା: କେବଳ ୨ ଘଣ୍ଟାରେ ସୀମିତ ରହିବ ବାଣଫୁଟା
ଦୀପାବଳି ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟେଇବା ଲାଗି ସମୟ ବି ନିର୍ଦ୍ଧାରିତ ହୋଇଛି। ଏଥର କେବଳ ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା। ଏହି ନିୟମକୁ ସମସ୍ତେ ମାନିବାକୁ ଅନୁରୋଧ…
ବେଧଡ଼କ ଚାଲିଥିଲା ବାଲି ଚୋରା ଚାଲାଣ, ତିନି ଟ୍ରାକ୍ଟର ଜବତ
ମହଙ୍ଗା ପଡ଼ିଲା ବାଲି ମାଫିଆଙ୍କ ଔଦ୍ଧତ୍ୟ । ବାଲି ଚୋରାଚାଲାଣ ବେଳେ ଚଢାଉ କଲା ମାଇନିଂ ଡିପାର୍ଟମେଣ୍ଟ। ପାଟଣାଗଡ଼ରେ ବେଧଡ଼କ ଚାଲିଥିଲା ବାଲି ଚୋରା ଚାଲାଣ । ଧରିଲା ମାଇନିଂ ଡିପାର୍ଟମେଣ୍ଟ । ତିନି ଟ୍ରାକ୍ଟର ଜବତ କଲା ମାଇନିଂ ଡିପାର୍ଟମେଣ୍ଟ । ବଲାଙ୍ଗିର…
ବ୍ରହ୍ମପୁର ଏମକେସିଜିରେ ଇଣ୍ଟର ମେଡିକ୍ସ କାର୍ଯ୍ୟକ୍ରମରେ ଗଣ୍ଡଗୋଳ
ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଚାଲୁଥିବା ଇଣ୍ଟର ମେଡିକ୍ସ କାର୍ଯ୍ୟକ୍ରମ ବେଳେ ଗଣ୍ଡଗୋଳ ହୋଇଛି। ୱେଲକମ୍ ସେରେମୋନି ସମୟରେ କୌଣସି ଘଟଣାକୁ ନେଇ ବୁର୍ଲା ଭୀମସାର, କଟକ ଏସସିବି ଓ ବ୍ରହ୍ମପୁର ଏମକେସିଜିର ଛାତ୍ରମାନଙ୍କ ମଧ୍ୟରେ ତିବ୍ର ପାଟିତୁଣ୍ଡ ଘଟିଛି। ଠେଲାପେଲା ବେଳେ କିଛି…
ପ୍ୟାକିଂ ବେଳେ ରେଡ୍ ; ୪୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ
ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଲାବଣ୍ୟ ଗଡ଼ ପାହାଡ ତଳେ ଚାଲିଥିଲା ଗଞ୍ଜେଇ ଚାଲାଣ। ସିକ୍ରେଟ୍ ଚାମ୍ଵର କରି ଗଞ୍ଜେଇ ପ୍ୟାକିଂ କରୁଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। କଣ୍ଟେନରରୁ ୪୫ ଲକ୍ଷ ୧୦ ହଜାର ଟଙ୍କାର ଗଞ୍ଜେଇ ଜବତ। ୨…
ବିଚ୍ ରାସ୍ତାରେ ବୃଦ୍ଧାଙ୍କୁ ମାରିଦେଲା ଭାଲୁ
ପତ୍ର ତୋଳିବାକୁ ଯିବା ବେଳେ ଆକ୍ରମଣ କଲା ଭାଲୁ। ଚାଲିଗଲା ବୃଦ୍ଧାଙ୍କ ଜୀବନ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ମୁଣ୍ଡାଗୁଡା ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ ମୁଣ୍ଡାଗୁଡା ଗ୍ରାମର ମିଟିକି ଅମନାତ୍ୟ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ବୋରିଗୁମ୍ମା ବ୍ଲକ ମୁଣ୍ଡାଗୁଡା ଗ୍ରାମର…
ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ବିଚ୍ ରାସ୍ତାରେ ପଡ଼ିଛି ମୃତଦେହ
ରାତି ଅଧରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ଅଭିଯୋଗ। ବିଚ୍ ରାସ୍ତାରେ ପଡ଼ିଛି ମୃତଦେହ। ମଙ୍ଗଳବାର ସକାଳେ ବରଗଡ଼ ସହର ଉପକଣ୍ଠ ପାଣିଛତ୍ର-ଜମୁର୍ଡା ରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ମଙ୍ଗଳବାର…
ନୂଆପଡ଼ା ଉପ ନିର୍ବାଚନ ପାଇଁ ମନୋଜ ମିଶ୍ର ହେବେ କି ବିଜେଡି ପ୍ରାର୍ଥୀ ?
ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡିରୁ କିଏ ହେବେ ପ୍ରାର୍ଥୀ । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ଜଣାପଡିଛି । ମନୋଜ ମିଶ୍ର ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି କୌଣସି ନିଷ୍ପତ୍ତି…
