Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ଟାୱାର ଉଡ଼ାଇଦେଲେ ମାଓବାଦୀ, ଲଗାଇଲେ ଧମକପୂର୍ଣ୍ଣ ପୋଷ୍ଟର 

Posted on October 14, 2025

ରାଉରକେଲାରେ ଉପସ୍ଥିତି ଜାହିର କଲେ ମାଓବାଦୀ। ଛୋଟାନାଗରା ଥାନା ଅନ୍ତର୍ଗତ ବହଦା ଗ୍ରାମରେ ଉଡ଼ାଇଦେଲେ ଏୟାରଟେଲ୍ ଟାୱାର। ଲଗାଇଲେ ମାଓ ପୋଷ୍ଟର। ଗତ ୨ ଦିନ ତଳେ ମାଓବାଦୀମାନେ ଜରେଇକେଲା ଥାନା ଅନ୍ତର୍ଗତ କୋଲବଙ୍ଗାରେ ଏକ ମୋବାଇଲ ଟାୱାର ଉଡ଼ାଇ ଦେଇଥିଲେ। ଏହି ଘଟଣାର…

ଆସନ୍ତା ୨ରୁ ୩ ଦିନରେ ସମ୍ପୂର୍ଣ୍ଣ ବିଦାୟ ନେବ ମୌସୁମୀ, ବୁଧବାର ଯାଏ ବର୍ଷା ଆଲର୍ଟ

Posted on October 14, 2025

ଫେରୁଛି ମୌସୁମୀ । ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ଫେରିଯିବା ପାଇଁ ପାଗ ଅନୁକୂଳ ରହିଛି । ଏ ସମୟରେ ଗଞ୍ଜାମରେ ଚାଲିଛି ବର୍ଷା । ଆସନ୍ତା ୨ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ମେଘୁଆ ପାଗ, ଘଡ଼ଘଡ଼ି, ବିଜୁକି ସହ ବର୍ଷା ହେବାର…

ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି ଆଜି, ନଭେମ୍ବର ୧୧ରେ ଭୋଟ

Posted on October 13, 2025

ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିବ। ଏହା ପରେ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା, ଯାହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୧ ତାରିଖରେ ନାମାଙ୍କନ ଯାଞ୍ଚ ଏବଂ ୨୩ ତାରିଖ ସୁଦ୍ଧା ପ୍ରତ୍ୟାହାର…

ଗୁଣପୁରର ସାର୍ବଜନୀନ ସ୍ଥାନରେ ମଦ୍ୟପାନ ନେଇ ଉପଜିଲ୍ଲାପାଳଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ

Posted on October 13, 2025

ଗୁଣପୁର ସବଡିଭିଜନର ସେଫାଳି ପାହାଡ଼ କେନ୍ଦୁଗୁଡ଼ା ଡ୍ୟାମ୍, ବ୍ଲକ କଲୋନି, ମା ମାଣିକେଶ୍ୱରୀ ମନ୍ଦିର ଓ ଆଖପାଖ ଅଞ୍ଚଳରେ ମଦ୍ୟପାନ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଓ ଅଶାନ୍ତିଜନକ ଆଚରଣ ହେଉଥିବା ଅଭିଯୋଗ ପରେ ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦୁଧାଲ ଦୃଢ କାର୍ଯ୍ୟାନୁଷ୍ଠାନ ପଦକ୍ଷେପ…

ପୀତବାସ ପଣ୍ଡା ମର୍ଡର ମିଷ୍ଟ୍ରି ;ଏବେବି ଅପରାଧୀଙ୍କ ନିକଟରେ ପହଞ୍ଚିପାରିନି ପୋଲିସ

Posted on October 13, 2025

ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାକୁ ୮ ଦିନ ହେଲେ ମଧ୍ୟ ଅଭିଯୁକ୍ତ ଧରାପଡିନାହାନ୍ତି। ପୋଲିସର ତିନୋଟି ଟିମ ଖଲ୍ଲିକୋଟ, ପୋଲସରା, ପାଟପୁର ଓ କବିସୂର୍ଯ୍ୟନଗର ଅଞ୍ଚଳରେ ଚଢ଼ାଉ କରିଛି। ପାଟପୁର ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ ହେଉଛି ଓ ଅନେକ ଜଣଙ୍କୁ…

ବାଇକ୍‌କୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର; ଯୁବକଙ୍କ ମୃତ୍ୟୁ

Posted on October 13, 2025

ତେଲ ବୋଝେଇ ଟ୍ୟାଙ୍କର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ତାରା ସିଂ ଥାନା ଗାଲେରୀ ନିକଟ ରଙ୍ଗା ମେରୁ ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୋମବାର ସକାଳ ପ୍ରାୟ ୧୦ଟାରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତକ…

ଶରୀରରେ ଷ୍ଟିକର ମାରି ନେଉଥିଲେ ଗଞ୍ଜେଇ, ମାଡ଼ି ବସିଲା ପୁଲିସ

Posted on October 13, 2025

ନୂଆ ଷ୍ଟାଇଲରେ ଗଞ୍ଜେଇ ଚାଲାଣ । ଦେହ ସାରା ଷ୍ଟିକର ମାରି କରୁଥିଲେ ଗଞ୍ଜେଇ ଚାଲାଣ । ଖବର ପାଇ ମାଡ଼ି ବସିଲା ପୁଲିସ । ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଉଛନ୍ତି ଆରିପିଏଫ ମଧ୍ୟପ୍ରଦେଶର ଗଜାନନ ବହଲେରାଓ, ସଞ୍ଜୁ ଶର୍ମା, ରାହୁଲ…

ହବିଷ୍ୟାଳିଙ୍କ ଗହଳି ଚହଳିରେ ପୁରି ଉଠୁଛି ଶ୍ରୀକ୍ଷେତ୍ର

Posted on October 13, 2025

ଚାଲିଛି ପୁଣ୍ୟର ମାସ କାର୍ତ୍ତିକ । ହବିଷ୍ୟାଳୀଙ୍କ ଗହଳି ଚହଳିରେ ପୁରି ଉଠୁଛି ଶ୍ରୀକ୍ଷେତ୍ର। ଏକ ମାସ ଧରି ଚାଲିବାକୁ ଥିବା ବ୍ରତଧାରୀଙ୍କ ପୂଜା ରେ ଗୁଞ୍ଜରିତ ହେଉଛି ପବିତ୍ର ପୁରୀ । ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ରହିଥିବାରୁ ଶ୍ରୀମନ୍ଦିର ସମେତ…

ସିଭିଲ ଠିକାଦାର ସଙ୍ଘ ପକ୍ଷରୁ ୬ଦଫା ଦାବି ନେଇ ଏକ ଦାବିପତ୍ର MCL ର ଜଗନ୍ନାଥ ମହାପ୍ରବନ୍ଧକଙ୍କୁ ପ୍ରଦାନ

Posted on October 13, 2025

ତାଳଚେର ଆଞ୍ଚଳିକ ସିଭିଲ ଠିକାଦାର ସଙ୍ଘ ପକ୍ଷରୁ ୬ଦଫା ଦାବି ନେଇ ଏକ ଦାବିପତ୍ର MCL ର ଜଗନ୍ନାଥ ମହାପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି ।ଠିକାଦାର ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଶତାଧିକ ଠିକାଦାର ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ଦାବିପତ୍ର…

ରାଜଧାନୀରେ ଗର୍ଜିଲା ବନ୍ଧୁକ;ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

Posted on October 13, 2025

ଭୁବନେଶ୍ୱର ସରକାନ୍ତରାରେ ଏମ୍ସରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ଖବର ମିଳିଛି । ଏମ୍ସରେ କାମ କରୁଥିବା ସୁଧାଂଶୁ ଖୁଣ୍ଟିଆଙ୍କ ଉପରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାଯାଇଛି। ସ୍କୁଟିରେ ଦୁର୍ବୃତ୍ତ ଆସି ଗୁଳି ମାରିଛି । ଜଣେ ଦୁର୍ବୃତ୍ତ…

Posts pagination

Previous 1 … 145 146 147 … 168 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme