Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ଠିକାଦାରଙ୍କ ଦ୍ୱାରା ନିର୍ଯାତିତ ହେଉଥିଲେ ଶ୍ରମିକ, ୨୫ ଶ୍ରମିକଙ୍କୁ ଉଦ୍ଧାର କରି ଗାଁକୁ ପଠାଇଲା ପୁଲିସ

Posted on October 8, 2025

ବାହାର ଜିଲ୍ଲାରୁ କାମ କରିବାକୁ ଆସି ଠିକାଦାରଙ୍କ ଦ୍ୱାରା ନିର୍ଯାତିତ ହେଉଥିଲେ ଶ୍ରମିକ। ଅଭିଯୋଗ ପାଇବା ପରେ ୨୫ ଶ୍ରମିକଙ୍କୁ ଉଦ୍ଧାର କରି ନିଜେ ଗାଡି ଭଡ଼ା କରି ଗାଁକୁ ପଠାଇଲା ପୁଲିସ। ଗାଁକୁ ଫେରିବା ବେଳେ ନିର୍ଯାତିତ ଶ୍ରମିକଙ୍କ ଖୁସି କହିଲେ ନ…

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ବଡ଼ ବାବୁ। ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଓଏଏସ ଅଧିକାରୀ 

Posted on October 8, 2025

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ବଡ଼ ବାବୁ। ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଓଏଏସ ଅଧିକାରୀ । ଗଞ୍ଜାମ ବେଲଗୁଣ୍ଠା ଏନଏସି ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଧରା ପଡ଼ିଛନ୍ତି । ବକେୟା ଦରମା କରାଇ ଦେବା ପାଇଁ ଏହି…

ବାଲେଶ୍ୱର ଷ୍ଟେସନରେ ଯୁବତୀଙ୍କୁ ନିସ୍ତୁକ ମାଡ଼,କିଏ ଓ କାହିଁକି ମାରୁଛି ତାହା ଅସ୍ପଷ୍ଟ

Posted on October 8, 2025

ବାଲେଶ୍ୱର ରେଲୱେ ଷ୍ଟେସନରେ ଏକ ଭୟଙ୍କର ଘଟଣା ଘଟିଛି। ଜଣେ ଯୁବତୀଙ୍କୁ ୨–୩ ଜଣ ଯୁବକ ଘେରି ରହିଥିବା ସମୟରେ ନିସ୍ତୁକ ମାଡ଼ ମାରୁଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଜଣେ ଯୁବକ ତାଙ୍କ ପେଟ ଓ ଛାତିକୁ ଗୋଇଠା ମାରୁଛି। ଆକ୍ରମଣରେ ଶିକାର ହେଉଥିବା…

ରେଳ ଯାତ୍ରୀଙ୍କ ପାଇଁ ଆଶ୍ବସ୍ତିର ଖବର, ଟିକେଟ୍‌ରେ ବଦଳାଇ ହେବ ଯାତ୍ରା ତାରିଖ

Posted on October 8, 2025

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ବସ୍ତିର ଖବର । ସଂରକ୍ଷିତ ଟିକେଟ୍‌ରେ ବଦଳାଇ ହେବ ଯାତ୍ରା ତାରିଖ । କନଫର୍ମ୍ ହୋଇସାରିଥିବା ଟ୍ରେନ୍ ଟିକେଟ୍‌ରେ ବି ଯାତ୍ରା ତାରିଖ ବଦଳାଇ ହେବ । ଏଥିପାଇଁ କୌଣସି ଅଧିକ ଦେୟ ଦେବାକୁ ପଡ଼ିବନି । ରେଳ…

ରାସ୍ତା କଡରୁ ହାତୀର ମୃତଦେହ ଠାବ, ବିଦ୍ୟୁତ ଆଘାତରୁ ମୃତ୍ୟୁ ସନ୍ଦେହ…

Posted on October 8, 2025

ରାସ୍ତା କଡରେ ହାତୀ ମୃତଦେହ । ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ରେଙ୍ଗଲବେଡା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଉଁସି ତଇଲା ଗାଁ ରାସ୍ତା କଡରୁ ହାତୀର ମୃତଦେହ ଠାବ ହୋଇଛି । ରାସ୍ତା କଡ଼ରେ ହାତୀ ମରପଡିଥିବା ଦେଖିବା ପରେ ଗ୍ରାମବାସୀ ରିଆମାଳ ବନବିଭାଗକୁ…

ବ୍ରହ୍ମପୁର ଘଟଣା ପ୍ରତିବାଦରେ ଆଜି ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ

Posted on October 8, 2025

ବ୍ରହ୍ମପୁରରେ ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି ମାରି ହତ୍ୟା ଘଟଣା ପ୍ରତିବାଦରେ ଆଜି ସାରା ଓଡ଼ିଶାରେ ଆଇନଜୀବୀମାନେ କଲମ ଛାଡ଼ ଆନ୍ଦୋଳନ କରୁଛନ୍ତି। ବାର୍ କାଉନସିଲ ଏହି ହତ୍ୟାକୁ ଦୃଢ ନିନ୍ଦା କରିଥିବା ସହ ସ୍ବତନ୍ତ୍ର ତଦନ୍ତ ପାଇଁ SIT…

ନଦୀ ପାର ହେବାବେଳେ ଅଘଟଣ, ପାଣିରେ ଭାସିଗଲେ ଚାଷୀ

Posted on October 8, 2025

ଗଞ୍ଜାମ ଜିଲ୍ଲା ଘୋଡାହାଡ଼ ନଦୀରେ ଅଘଟଣ । ବିଲକୁ ଯିବା ବେଳେ ନଦୀରେ ଭାସିଗଲେ ଯୁବକ । ନଦୀ ପାର ହେଲା ବେଳେ ଗୋଡ଼ ଖସି ଭାସିଗଲେ ନୂଆଗଡ଼ ଗାଁର ଅରକ୍ଷିତ ପ୍ରଧାନ । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି…

କଟକରେ ଫେରିଲା ଶାନ୍ତି, ହଟିଲା କର୍ଫ୍ୟୁ ଓ ଇଣ୍ଟରନେଟ ନିଷେଧ

Posted on October 8, 2025

ଭାଇଚାରାର ସହର କଟକ ଏବେ ପୁଣି ଶାନ୍ତି ଓ ସ୍ବାଭାବିକ ଜୀବନରେ ଫେରିଆସିଛି। ୪୮ ଘଣ୍ଟା ପରେ ସହରରେ ଇଣ୍ଟରନେଟ ଓ ସୋସିଆଲ ମିଡିଆ ସେବା ସ୍ବାଭାବିକ ହୋଇଯାଇଛି। ସୋସିଆଲ ମିଡିଆ ଉପରୁ ଲାଗିଥିବା ନିଷେଧ ମଧ୍ୟ ହଟାଇ ଦିଆଯାଇଛି। ୫ ତାରିଖ ସଂଧ୍ୟା…

ମା ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରଲର: ଘଟଣାସ୍ଥଳରେ ମା ମୃତ, ପୁଅ ଗୁରୁତର

Posted on October 8, 2025

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଗଡ଼ପୋଷରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏହି ଦୁର୍ଘଟଣାରେ ମାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। କୁତ୍ରା ଥାନା ଗଡ଼ପୋଷ ଛକ ନିକଟରେ ରାଉରକେଲାରୁ ବାଇକରେ ଫେରୁଥିବା ବେଳେ ମା ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରଲର।…

ଗ୍ରାନାଇଟ୍ ପଥର ଖାଦାନରେ ବିସ୍ଫୋରଣ, ତିନି ଶ୍ରମିକଙ୍କ ମୃତ୍ୟୁ

Posted on October 8, 2025

ଗ୍ରାନାଇଟ୍ ପଥର ଖାଦାନରେ ବିସ୍ଫୋରଣ । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଗୁରୁତର ହୋଇଛନ୍ତି । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଜଙ୍ଗଲପାଡୁ ସୀମାନ୍ତ ଆନ୍ଧ୍ରର ଏକ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ ହୋଇଛି । ମୃତକ ହେଲେ ବିହାରର…

Posts pagination

Previous 1 … 136 137 138 … 152 Next

Recent Posts

  • ଟ୍ରେନ୍ ଟ୍ରାକ୍‌ରେ ମଦୁଆର ହାଇଡ୍ରାମା, ଅଟକାଇ ଦେଲା ଟ୍ରେନ୍‌
  • ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ, କେଶର ମଧ୍ୟରେ ଶୋଭା ପାଇବେ ଶ୍ରୀମୁଖ
  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ୨୫ରେ ମାଘ ସପ୍ତମୀ ବୁଡ଼: ଅର୍କକ୍ଷେତ୍ରକୁ ଛୁଟି ଆସିବେ ଶ୍ରଦ୍ଧାଳୁ, ଜଗିବେ ୩୪ ପ୍ଲାଟୁନ୍‌ ଫୋର୍ସ
  • ରାତି ୮ଟା ୩ ମିନିଟ୍, ୭ ସେକେଣ୍ଡରେ ଶ୍ମଶାନରେ ପରିଣତ ହେବ ଜନବସତି

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,516)
  • ସ୍ପେଶାଲ୍ ରିପୋର୍ଟ (266)
©2026 JBR Samachar | Design: Newspaperly WordPress Theme