Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରେଳ ଯାତ୍ରୀଙ୍କ ପାଇଁ ଆଶ୍ବସ୍ତିର ଖବର, ଟିକେଟ୍‌ରେ ବଦଳାଇ ହେବ ଯାତ୍ରା ତାରିଖ

Posted on October 8, 2025

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ବସ୍ତିର ଖବର । ସଂରକ୍ଷିତ ଟିକେଟ୍‌ରେ ବଦଳାଇ ହେବ ଯାତ୍ରା ତାରିଖ । କନଫର୍ମ୍ ହୋଇସାରିଥିବା ଟ୍ରେନ୍ ଟିକେଟ୍‌ରେ ବି ଯାତ୍ରା ତାରିଖ ବଦଳାଇ ହେବ । ଏଥିପାଇଁ କୌଣସି ଅଧିକ ଦେୟ ଦେବାକୁ ପଡ଼ିବନି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆସନ୍ତାବର୍ଷ ଜାନୁଆରିରୁ ଟ୍ରେନ୍ ଯାତ୍ରୀଙ୍କୁ ଏହି ନୂଆ ସୁବିଧା ମିଳିବ । ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଆଗୁଆ ଟ୍ରେନ୍ ଟିକେଟ୍ କରିସାରିବା ପରେ ବଦଳାଉଛନ୍ତି କି ଯାତ୍ରା ତାରିଖ ?
ଅଚାନକ ପୂର୍ବ ଯୋଜନା ବାତିଲ କରି ଅନ୍ୟ ଦିନରେ ଯିବାକୁ ଯୋଜନା ଅଛି କି ?
ଏଭଳି କ୍ଷେତ୍ରରେ ହଇରାଣ ହେବା ସହ ଖର୍ଚ୍ଚାନ୍ତ ହୁଅନ୍ତି ଅନେକ ରେଳଯାତ୍ରୀ 
ପୂର୍ବ ଟିକେଟ୍ କ୍ୟାନସେଲ୍ କରି ନୂଆ ତାରିଖ ପାଇଁ ପୁଣି ଟିକେଟ୍ କରିବାକୁ ପଡ଼େ  
ଶେଷ ମୁହୂର୍ତ୍ତରେ ଟିକେଟ୍ ବାତିଲ କଲେ ପୂରା ଟଙ୍କା ଫେରସ୍ତ ମିଳେନାହିଁ  
ରେଳଯାତ୍ରୀଙ୍କ ସୁବିଧା ପାଇଁ ଏଣିକି ନୂଆ ନିୟମ ଲାଗୁ ହେବାକୁ ଯାଉଛି 
ଜାନୁଆରିରୁ ନୂଆ ନିୟମ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି
କନଫର୍ମ ହୋଇସାରିଥିବା ସଂରକ୍ଷିତ ଟିକେଟରେ ବଦଳାଇହେବ ଯାତ୍ରା ତାରିଖ
ଅନଲାଇନରେ ବିନା କୌଣସି ଅତିରିକ୍ତ ଦେୟରେ ଏହି ସେବା ମିଳିବ 
ତେବେ ନୂଆ ତାରିଖରେ ସିଟ୍ ଉପଲବ୍ଧ ନଥିଲେ ମିଳିନପାରେ କନଫର୍ମ୍ ଟିକେଟ୍ 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme