ବିସ୍ତୀର୍ଣ୍ଣ ପରିବେଶ ଏବଂ ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଗୁଣ୍ଡିଚାଘାଗି ଜଳପ୍ରପାତ ମା’ତାରିଣୀ ମନ୍ଦିରରୁ କେବଳ ୧୨ କି.ମି. ଦୂରରେ ଅବସ୍ଥିତ। ପ୍ରତିଦିନ ଅନେକ ପର୍ଯ୍ୟଟକ ଏଠାରେ ବଣଭୋଜି ଓ ପ୍ରାକୃତିକ ସୌନ୍ଦର୍ୟ ଉପଭୋଗ କରୁଥିବା ସତ୍ତ୍ୱେ ଏଠାରେ ବହୁ ବିପଦପୂର୍ଣ୍ଣ ସ୍ଥାନ ଥିବାରୁ ଅସାବଧାନତା…
Category: ରାଜ୍ୟ
ପୋଲିସ ଏସଆଇ ଚାକିରି ଦୁର୍ନୀତି ମାମଲାରେ ‘ବଣିକ’ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ…
ପୋଲିସ ଏସଆଇ ଚାକିରି ଦୁର୍ନୀତି ମାମଲାରେ ବଡ଼ ଖୁଲାସା ହେଉଛି। ‘ବଣିକ’ କୋଚିଂ ସେଣ୍ଟର ସହ ସନ୍ଦିଗ୍ଧ ଲିଙ୍କ୍ ଥିବା ଅଭିଯୋଗରେ ଗତକାଲି କ୍ରାଇମବ୍ରାଞ୍ଚ ଦଳ ଉକ୍ତ କୋଚିଂ ସେଣ୍ଟରରେ ରେଡ କରିଥିଲା। ରେଡ ପରେ ‘ବଣିକ’ର ତିନି ଜଣ ଅଧିକାରୀଙ୍କୁ ନୋଟିସ ଜାରି…
ସମୁଦ୍ରରେ ବୁଡ଼ିଲା ବୋଟ୍, ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ । ତାରିଣୀ -୨ ବୋଟ୍ ଟି ଦୁର୍ଘଟଣା ଘଟି ବୁଡ଼ିଯାଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ବୋଟଟି ଭଦ୍ରକ ଅଞ୍ଚଳର…
ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ: ଏକାଧିକ ହତ୍ୟା, ଲୁଟ୍ ମାମଲାରେ ଉଭୟଙ୍କ ସମ୍ପୃକ୍ତି
ଝାଡ଼ଖଣ୍ଡ ପୁଲିସ୍ର ମୋଷ୍ଟୱାଣ୍ଟେଡ୍ ତାଲିକାଭୁକ୍ତ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ରାଉରକେଲା ଷ୍ଟେସନରୁ ଗିରଫ କରାଯାଇଛି । ସେମାନେ ହେଲେ ଅବଦେଶ କୁମାର ଓ ଉପେନ୍ଦ୍ର ଯାଦବ। ଆର୍ପିଏଫ୍ ପକ୍ଷରୁ ଉଭୟଙ୍କୁ ଝାଡ଼ଖଣ୍ଡ ପୁଲିସ୍କୁ ଆରପିଏଫ୍ ହସ୍ତାନ୍ତର କରାଯାଇଛି । ଗୁରୁବାର ଅପରାହ୍ଣରେ ପ୍ଲାଟ୍ ଫର୍ମ…
ଆସନ୍ତା ୨-୩ ଦିନ ଭିତରେ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ ବାୟୁ
ରାଜ୍ୟରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା କେତେକ ସ୍ଥାନରେ ହୋଇପାରେ । ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । କିନ୍ତୁ, ଏହାପରଠାରୁ ବର୍ଷା ପ୍ରାୟତଃ କମିଯିବ । କାଁ ଭାଁ ଘଡ଼ଘଡ଼ି ସହ…
ତାଳଚେରରେ ଟ୍ରକ ଲୋଡିଙ୍ଗକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ମାଡ଼ପିଟ
ଟ୍ରକ ଲୋଡିଙ୍ଗକୁ ନେଇ ତାଳଚେର ଟ୍ରକ ମାଲିକ ସଙ୍ଘର ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଦେଖାଯାଇଛି ।ଯାହାକୁ ନେଇ ଉଭୟ ଗୋଷ୍ଠିଙ୍କ ପକ୍ଷରୁ ତାଳଚେର ଥାନାରେ ଅଭିଯୋଗ ହୋଇଛି ।ସୂଚନା ଅନୁସାରେ ଗୋଟିଏ ଗୋଷ୍ଠିର କିଛି ଟ୍ରକ ମାଲିକ ଲିଙ୍ଗରାଜ କୋଇଲା ଖଣିକୁ କୋଇଲା…
ତାଳଚେରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ…
ତାଳଚେର ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ଏହି ପଦଯାତ୍ରା ଅନୁଷ୍ଠିତ ହୋଇଛି ।ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ବିଜେଡି କର୍ମୀ ଏକତ୍ରିତ ହୋଇ ବସ୍…
୧୯ ଓପିଏସ ଅଧିକାରୀଙ୍କ ବଦଳି, ବ୍ରହ୍ମପୁର ଅତିରିକ୍ତ ଏସପି ହେଲେ ଆଲୋକ କୁମାର ଜେନା
ରାଜ୍ୟ ସରକାର ଆଜି ମୋଟ ୧୯ ଓଡ଼ିଶା ପୋଲିସ ସେବା (ଓପିଏସ) ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସୂଚନା ଜାରି କରାଯାଇଛି । ସୂଚନା ଅନୁସାରେ, ବ୍ରହ୍ମପୁର ଅତିରିକ୍ତ ଏସପି ସୀମା ସ୍ବାଇଁଙ୍କୁ ବଦଳି କରି ତାଳଚେରର ଆଡିସନାଲ ଏଏସପି ଭାବେ ନିଯୁକ୍ତ କରାଯାଇଛି।…
ଠେଙ୍ଗାରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ…
ଠେଙ୍ଗାରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୋଛା ପଞ୍ଚାୟତ ସ୍ଵର୍ଗଦ୍ଵାର ଗାଁ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ଠେଙ୍ଗାରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ । ମୃତକ ହେଲେ ସିଙ୍ଗିପୁର ଗାଁର ଶିଶିର ମୁନୀ ।…
ପାଗଳ କୁକୁର କାମୁଡାରେ ୨୦ରୁ ଉର୍ଦ୍ଧ୍ବ ଆହତ
ଗୁରୁବାର ସକାଳେ ମାହାଙ୍ଗା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ନାହାଙ୍ଗ, ପୋଡ଼ାମରାଇ ଓ ହଳଦିଆ ପଞ୍ଚାୟତର ୨୦ରୁ ଉର୍ଦ୍ଧ୍ବ ଲୋକ ଓ ୩ ଗାଈଙ୍କୁ ଏକ ପାଗଳ କୁକୁର ଗୋଡ଼ାଇ ଗୋଡ଼ାଇ କାମୁଡିଛି । ଏମାନଙ୍କ ମଧ୍ୟରୁ କିଛି ଆହତ ହୋଇ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଲାଇନ ଲଗାଇଥିବା ବେଳେ ବାକି ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏବେବି ପାଗଳ କୁକୁରର ଆକ୍ରମଣ କରୁଛି । ଯାହା ଫଳରେ ବାନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
