Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅସୁରକ୍ଷିତ ଅବସ୍ଥାରେ ଗୁଣ୍ଡିଚାଘାଗି ଜଳ ପ୍ରପାତ, ଯେଉଁଥିପାଇଁ ଏବେ ବିପଦରେ ପର୍ଯ୍ୟଟକ

Posted on October 10, 2025

ବିସ୍ତୀର୍ଣ୍ଣ ପରିବେଶ ଏବଂ ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଗୁଣ୍ଡିଚାଘାଗି ଜଳପ୍ରପାତ ମା’ତାରିଣୀ ମନ୍ଦିରରୁ କେବଳ ୧୨ କି.ମି. ଦୂରରେ ଅବସ୍ଥିତ। ପ୍ରତିଦିନ ଅନେକ ପର୍ଯ୍ୟଟକ ଏଠାରେ ବଣଭୋଜି ଓ ପ୍ରାକୃତିକ ସୌନ୍ଦର୍ୟ ଉପଭୋଗ କରୁଥିବା ସତ୍ତ୍ୱେ ଏଠାରେ ବହୁ ବିପଦପୂର୍ଣ୍ଣ ସ୍ଥାନ ଥିବାରୁ ଅସାବଧାନତା ଯୋଗୁ ଘଟୁଥିବା ଦୁର୍ଘଟଣା ବଢିଛି।

ବର୍ତ୍ତମାନ ପର୍ଯ୍ୟଟକଙ୍କ ଦାୟିତ୍ୱହୀନତା, ପ୍ରଶାସନର ଅବହେଳା ଓ ସୁରକ୍ଷା ବ୍ୟବସ୍ଥାର ଅଭାବ ପାଇଁ ଗୁଣ୍ଡିଚାଘାଗି ଜଳପ୍ରପାତ ଏକ ସଙ୍କଟସ୍ଥଳୀରୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି। ଗତ ଏକ ମାସରେ ୨ ପର୍ଯ୍ୟଟକ ନିଖୋଜ ଓ ପରେ ମୃତଦେହ ମିଳିବା ଘଟଣା ଘଟିଛି।

ଏହି ଘଟଣା ପରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରଶ୍ନବାଚୀ ହୋଇଛି। ଯଦି ସମୟରେ ପ୍ରଶାସନ ଏଥିପ୍ରତି ଧ୍ୟାନ ନଦିଅନ୍ତି ତେବେ ଅକାଳରେ ଅନେକ ଜୀବନ ହାରାଇବାର ସମ୍ଭାବନା ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme