Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ରାସ୍ତା ନଥିବାରୁ ବାଇକରେ ଶବ ବୁହା ଘଟଣା, ଆଲୋଡନ ବୌଦ୍ଧରେ

Posted on October 24, 2025

ବୌଦ୍ଧ ଜିଲ୍ଲା ଆଡେଣିଗଡ଼ ପଞ୍ଚାୟତର କାଚପାଜୁ ଗ୍ରାମରେ ଦୁଃଖଦ ଘଟଣା ଘଟିଛି । ରାସ୍ତା ନଥିବାରୁ ଜଣେ ମହିଳାଙ୍କ ଶବକୁ ପରିବାର ଲୋକେ ବାଇକରେ ବୋହି ୬ କିମି ଦୂରରୁ ଗାଁକୁ ନେଇଛନ୍ତି । ସୂଚନା ଅନୁଯାୟୀ, ଦୁତିଆ ବେହେରାଙ୍କ ପତ୍ନୀ ସୁନାମତି ବେହେରା…

ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ପାଇଁ ୪୪ ଓକିଲ

Posted on October 24, 2025

ପୀତବାସ ପଣ୍ଡା ହତ୍ୟା ମାମଲା ନେଇ ନୂଆ ତଥ୍ୟ ଆସିଛି । ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ପକ୍ଷରେ ୪୪ ଜଣ ଓକିଲ କୋର୍ଟରେ ଓକିଲାତିନାମା ଦାଖଲ କରିଛନ୍ତି । ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ସୁଦର୍ଶନ ଜେନା ଆତ୍ମସମର୍ପଣ ପରେ ପଚରାଉଚରା ହେବା ପରେ…

ମା’ କାଳୀଙ୍କ ମେଢ ବୁଲିଲେ ମୁଖ୍ୟମନ୍ତ୍ରୀ

Posted on October 24, 2025

କାଳୀ ମେଢ ବୁଲି ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ସନ୍ଧ୍ୟାରେ କେନ୍ଦୁଝର ସହରର ମାଧପୁର କାଳୀ ମନ୍ଦିରକୁ ଯାଇଥିଲେ ।  ସେଠାରେ ମା କାଳୀଙ୍କୁ ଆଳତି କରି ପୁଷ୍ପାଞ୍ଜଳି ଦେଇ ଆଶୀର୍ବାଦ ନେଇଥିଲେ ।  ମନ୍ଦିର…

ବେକରେ ଜୋତାମାଳ ପିନ୍ଧାଇ ବୁଲାଇବା ପଡିଲା ମହଙ୍ଗା, ୪ ଜଣଙ୍କୁ ବାନ୍ଧିଲା ପୁଲିସ

Posted on October 24, 2025

ଆନନ୍ଦପୁର ଥାନା ଷଡ଼ଙ୍ଗୀ  ଗ୍ରାମରେ ପୁଅ ଝିଅଙ୍କ  ବେକରେ ଜୋତମାଳ ପିନ୍ଧାଇ  ଗାଁ ଦାଣ୍ଡରେ ବୁଲାଇବା ଭିଡିଓ  ଭାଇରାଲ ହେଉଛି । ଏହାକୁ  ନେଇ ଥାନାରେ ଅଭିଯୋଗ ପରେ ଆନନ୍ଦପୁର ପୁଲିସ  ୨୮୬/୨୫ ରେ ଏକ ମାମଲା ରୁଜୁ କରି ଷଡ଼ଙ୍ଗୀ ଗ୍ରାମର ମିନତୀ…

ଉଠା ଦୋକାନୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ନିୟମ

Posted on October 24, 2025

ଉଠା ଦୋକାନୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ନିୟମ। ଏଣିକି ମନ ଇଚ୍ଛା ରାସ୍ତାକଡ଼ରେ ବ୍ୟବସାୟ କରିପାରିବେନି ଉଠା ଦୋକାନୀ। ନିର୍ଦ୍ଧିଷ୍ଟ ସମୟରେ ଚକ ଥିବା ଟ୍ରଲିରେ ଜିନିଷ ରଖି ବେପାର କରିବେ। ସମୟ ସରିଲେ ରାସ୍ତା ଉପରେ ଆଉ ଠେଲା ଗାଡ଼ିକୁ ରଖିପାରିବେନି ବୋଲି କଡ଼ା ଚେତାବନୀ…

ଡାଲି ଚାଷରେ ଆତ୍ମନିର୍ଭର ଅଭିଯାନ: ଓଡ଼ିଶା ହେବ ‘ବିହନ ହବ’

Posted on October 24, 2025

ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ଅଭିଯାନରେ ଓଡ଼ିଶାକୁ ‘ବିହନ ହବ’ ଭାବେ ଗଢ଼ି ତୋଳାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଘନ କୃଷି ବୈଠକରେ ବିଲୁପ୍ତପ୍ରାୟ ଖାଦ୍ୟ ଓ ଡାଲି ଫସଲ ପୁନରୁଦ୍ଧାର ଉପରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କ…

୧୯ ଜିଲ୍ଲାର ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ୫ କେଜି ଚାଉଳ

Posted on October 24, 2025

ଅଗାମୀ ତିନି ମାସ ପାଇଁ ରାଜ୍ୟର ୧୯ଟି ଜିଲ୍ଲାର ହିତାଧିକାରୀଙ୍କୁ ପ୍ରତି ପରିବାରକୁ ଅତିରିକ୍ତ ୫ କେଜି ଚାଉଳ ମିଳିବ । ଏହି ଘୋଷଣା କରିଛି ଖାଦ୍ୟ, ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ । ନଭେମ୍ବର ୧୦ ମଧ୍ୟରେ ବଣ୍ଟନ ସମ୍ପୂର୍ଣ୍ଣ କରିବାକୁ…

ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Posted on October 24, 2025

ଫାର୍ମ ହାଉସରୁ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସରେ ଥିବା କେବିଏନ୍ ଫାର୍ମ ହାଉସ୍ ଭିତରୁ ଗୁରୁବାର ଜଣେ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପଶ୍ଚିମବଙ୍ଗ ହାୱଡା ଜିଲ୍ଲାର ଶେଖ ମେହବୁବ ଉଦ୍ଦିନ ବୋଲି ଜଣାପଡ଼ିଛି। ସେ…

ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ଦିଆଯିବ…

Posted on October 24, 2025

ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ଫଳ ଦିଆଯିବ। ପିଏମ୍‌ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଯେଉଁ ପିଲାମାନେ ବିଦ୍ୟାଳୟରେ ଅଣ୍ଡା ଖାଉନାହାନ୍ତି କିମ୍ବା ନିରାମିଷ ଖାଉଥିବା ପିଲାଙ୍କୁ ଅଣ୍ଡା ମୂଲରେ ଫଳ ଖାଇବାକୁ ଦିଆଯିବ। ଏନେଇ ପୁଣି ଥରେ ସମସ୍ତ…

ପୁଣି ଦାନା ବାନ୍ଧୁଛି ଲଘୁଚାପ, ୨୬ରେ ଅବପାତ

Posted on October 24, 2025

ପୁଣି ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ  ଦକ୍ଷିଣ ଆଣ୍ଡାମାନ ସାଗର ଉପରେ  ଏକ ଘୂର୍ଣ୍ଣିବଳୟ ରହିଛି । ଶୁକ୍ରବାରକୁ ଦକ୍ଷିଣ ପୂର୍ବ ଓ ପାର୍ଶ୍ବବର୍ତ୍ତୀ ପୂର୍ବ  କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା  ଲଘୁଚାପ ରୂପ ନେବା ସମ୍ଭାବନା ଅଛି…

Posts pagination

Previous 1 … 132 133 134 … 168 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme