ରାହାମା: ଜଗତସିଂହପୁର ଜିଲ୍ଲା କୃଷ୍ଣାନନ୍ଦପୁର ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଷଣ୍ଡ ମଣ୍ଡପ କେଉଟ ସାହି ଦିନ ୧୨ ଘଟିକା ସମୟରେ ପାଇକା ନଦୀର କୂଳରେ ୬ ଜଣ ଯୁବକ ଗାଧୋଇ ଥିବା ବେଳେ ପ୍ରଖର ଜଳ ୩ଜଣ…
Category: ରାଜ୍ୟ
ବାଇକ ଦୁର୍ଘଟଣାରେ ଜଣେ ମୃତ
ବିନିକା: ଗତକାଲି ରାତିରେ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି। ସୁଚନା ଅନୁସାରେ ମଙ୍ଗଳବାର ରାତିରେ ବାଇକ୍ ରେ ବିନିକା ଏନ୍ଏସି ଅଧିନସ୍ତ ଭମରପାଲି ଯୁଦ୍ଧମନ୍ୟୁ ଦୁଆରୀ ପିତା ହୃଷୀକେଶ ଦୁଆରୀ (୨୮) ଘରୁ ଵାହାରି କମଭୁମି ମିଲକୁ କାର୍ଯ୍ୟ କରିବାକୁ ଯାଉଥିବା…
ଅଗ୍ନିକାଣ୍ଡରେ ଜଳିଗଲା ଗାର୍ମେଂଟ ଦୋକାନ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ
ରାୟଗଡା : ରାୟଗଡା ଜିଲ୍ଲା ଗୁଣପୁର ସହର ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଥିବା ଏକ ଗାର୍ମେଂଟ ଦୋକାନରେ ବିଳମ୍ବିତ ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ଆୟାପା ଡ୍ରେସସ୍ ନାମକ ଏକ ଦୋକାନ ରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ…
କପିଲାଭଟା ରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବ
ଭାଲୁମୁଣ୍ଡା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମ ରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି ଓ ମାଁ ସାହାଜି ଯୁବକ ସଂଘ କପିଲାଭଟା ର ମିଳିତ ଆନୁକୂଲ୍ୟରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି…
୪ଅଭିଯୁକ୍ତ ଗିରଫ , ୨ ବାଇକ ସହ ମାରଣାସ୍ତ୍ର ଜବତ
ଡକାୟତି ଯୋଜନା ପଣ୍ଡ ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଗଜପତିନଗର ରେ ଡକାୟତି ଯୋଜନା କରୁଥିବା ଅଭିଯୋଗ ରେ ପୁଲିସ ୪ ଜଣ ଙ୍କୁ ଗିରଫ କରିଛି।ଅଭିଯୁକ୍ତ ମାନେ ହେଲେ କାଳୀନଗର ର ଆଶିଷ ବେହେରା(୧୯),ଖଲିଆକାନୀ ର ଅଭିଷେକ ଭୋଇ (୨୨)କାଳୀନଗରର…
କଲେଜ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
ରାୟଗଡା: ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡିଗ୍ରୀ ଫାଇନାଲ ବର୍ଷ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି Iମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ଜଣଙ୍କ ହେଲେ ଲିଜା ପୀଡିକାକା (୨୦) I ତାଙ୍କ ଘର ମୁନିଗୁଡା ଥାନା ନିଆଳି ଗ୍ରାମ ବୋଲି ଜଣାପଡିଛି I…
ସାପ କାମୁଡାରେ ମହିଳା ର ମୃତ : ଝଡାଫୁଙ୍କା ପରେ ବି ବଂଚିଲାନି ଜୀବନ
ବିଷମ କଟକ :ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡା ଗ୍ରାମ ପଂଚାୟତ ର ଘଂଟିଖାଲ ଗ୍ରାମ ର ଜଣେ ବୃଦ୍ଧା ଙ୍କ ବିଷଧର ସାପ କାମୁଡାରେ ମୃତ୍ୟୁ ହୋଇଯାଇଛି । ଖବର ନେବାରୁ ଜଣାଯାଇଛି ଯେ ଗତ ରବିବାର ଦିନ ସାଲା…
ତୁମକେଲା ଘାଟରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
ରାଉରକେଲା: ସେକ୍ଟର-୧୫ ଥାନା ଅଞ୍ଚଳସ୍ଥ ତୁମକେଲା ଘାଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିନଥିବାବେଳେ ବୟସ ପ୍ରାୟ ୨୫ରୁ ୩୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ ମୃତଦେହର ପଞ୍ଚନାମା କରି ଆର୍ଜିଏଚ୍ ମର୍ଗକୁ…
ବେଆଇନ ବାଲି ଚାଲାଣ, ୪ ଟ୍ରାକ୍ଟର ଜବତ
ରାଉରକେଲା: ବ୍ରାହ୍ମଣୀ ନଦୀର ମଲଙ୍ଗା ଘାଟରୁ ବେଆଇନ ବାଲି ଚାଲାଣ କରୁଥିବାବେଳେ ୪ଟି ଟ୍ରାକ୍ଟର ଜବତ ହୋଇଛି। ଭୋର ୪ଟାରେ ଘାଟରୁ ବାଲି ବୋଝେଇ ହୋଇ ବାହାରୁଥିବାବେଳେ ଗାଡ଼ିଗୁଡ଼ିକୁ ବନବିଭାଗ ଜବତ କରିଥିଲା। ସୂଚନାନୁଯାୟୀ, ପାନପୋଷ ବନାଞ୍ଚଳ ଅଧୀନ ଲାଠିକଟା ବ୍ଲକ୍ର ମଲଙ୍ଗା ଗ୍ରାମରୁ…
ବନ୍ଧାହେଲେ ୪ ଜୁଆଡ଼ି
ରାଉରକେଲା: ଦୀର୍ଘଦିନ ହେଲା ରେଳଷ୍ଟେସନର ଦ୍ବିତୀୟ ପ୍ରବେଶପଥ ପାଖରେ ଜୁଆ ଖେଳୁଥିଲେ। ଶେଷରେ ଏମାନଙ୍କ ଉପରେ ପ୍ଲାଣ୍ଟ୍ସାଇଟ୍ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜୁଆଖେଳରେ ମାତିଥିବାବେଳେ ପୁଲିସ ଅତର୍କିତ ଚଢଉକରି ୪ ଜଣଙ୍କୁ ଗିରଫ କରିଛି। ଏହାସହ ନଗଦ ୨୨ ଶହ ଟଙ୍କା ଓ…
