Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଅପରାଧ

ମଦ ପିଇ ପୁଲିସକୁ ଆକ୍ରମଣ; ୨ ଯୁବକ ଥାନାରେ ଅଟକ

Posted on October 8, 2025

ମହଙ୍ଗା ପଡ଼ିଲା ପୁଲିସକୁ ଆକ୍ରମଣ । ଗୋପ ଥାନା ସବ୍ ଇନ୍ସପେକ୍ଟର ବୁଲୁ ସେଠୀଙ୍କୁ ମାଡ଼ ମାରିବା ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି । ଉଭୟଙ୍କୁ ଥାନାରେ ଅଟକ ରଖି ଜେରା କରୁଛି । ସୂଚନା ମୁତାବକ, ମଙ୍ଗଳବାର ରାତିରେ ଗୋପ…

ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

Posted on October 7, 2025

ଭଞ୍ଜନଗର: ନଦୀରେ ଗାଧୋଇବା ବେଳେ ଭାସି ଯାଇଥିଲେ। ଦିନକ ପରେ ଉଦ୍ଧାର ହେଲା ମୃତଦେହ। ଭଞ୍ଜନଗର ବ୍ଲକ ହରିଗଡ ପଞ୍ଚାୟତ ବଦାଙ୍ଗୀ ଗ୍ରାମର ବିଜୟ କୁମାର ସାହୁ(୫୦) ସୋମବାର ସନ୍ଧ୍ୟାରେ ବାରନାଳିଆ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ। ଆଜି ସକାଳୁ ଭଞ୍ଜନଗର ଦମକଳ…

ନାଗାବଳୀ ନଦୀରେ ଭାସି ପୁଣି ଜଣେ ନିଖୋଜ

Posted on October 7, 2025

ରାୟଗଡା : ରାୟଗଡା ସଦର ବ୍ଲକ ଗୁରୁମଗୁଡା ଗ୍ରାମରେ ଜଣେ ଯୁବକ ନIଗIବଳୀ ନଦୀରେ ଭାସି ନିଖୋଜ ହୋଇଯାଇଥିବା ଜଣାପଡିଛି I ରାୟଗଡ଼ା ସହର ନିକଟସ୍ଥ ଗୁରୁମ୍ଗୁଡ଼ା ଗ୍ରାମର ସୀନୁ ବ।ଡୁ ୩୮,ଗତକାଲି ସନ୍ଧ୍ୟାରେ ନଦୀକୁ ଶୌଚ ହେବାକୁ ଯାଇଥିଲେ I କିନ୍ତୁ ନଦୀର…

ଜାମୁ ଝାଡ଼ି ତାରିଣୀ ପୋଲ ନିକଟରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା

Posted on October 7, 2025

୨୦ ଆହତ ସିମୁଳିଆ : ପୁରୀରୁ ମେଦିନପୁର ଯାଉଥିବା ତୀର୍ଥ ଯାତ୍ରୀ ବସଜାମୁ ଝାଡ଼ି ତାରିଣୀ ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ୨୦ରୁ ଉର୍ଦ୍ଧ ଯାତ୍ରୀଆହତ, ୫ ଗୁରୁତର ଅବସ୍ଥା ରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ପୁରୀ ଜଗନ୍ନାଥ ଦର୍ଶନ ସାରି ରୁ…

ଭାଇ ଓ ଭାଉଜଙ୍କୁ ଫାର୍ସାରେ ହାଣି ହତ୍ୟା କଲା ସାନ ଭାଇ

Posted on October 7, 2025

ଜମି ବିବାଦରୁ ଡବଲ ମର୍ଡର ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍‌ର ମୋନକୋ ପଞ୍ଚାୟତ ଅନ୍ତର୍ଗତ ଚିରୁବେଡ଼ା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗାଁର ନାମଜାଙ୍ଗ ମୁଣ୍ଡା (୩୫) ତାର ନିଜ ବଡ଼ଭାଇ ଏନ.ଏମ. ମୁଣ୍ଡା (୫୭) ଓ ଭାଉଜ ଶୋଭା ମୁଣ୍ଡା (୫୦)ଙ୍କୁ…

ନାବାଳିକା ଆତ୍ମହତ୍ୟା ଘଟଣା : ୨ ଗିରଫ

Posted on October 7, 2025

ରାଉରକେଲା : ରାଉରକେଲା ସରକାରୀ ହସ୍ପିଟାଲରେ ଜଣେ ନାବାଳିକା(୧୫)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ରଘୁନାଥପାଲି ପୁଲିସ। ଅଭିଯୁକ୍ତ ହେଲେ ‌ସେକ୍ଟର-୫ ଗୋଲଘର ଅଞ୍ଚଳର ଡକ୍ଟର ମୁଣ୍ଡା(୨୮) ଓ ପତ୍ନୀ ସବିନା ମୁଣ୍ଡା(୨୭)। ଉଭୟଙ୍କୁ ଆଜି ପୋକ୍ସୋ କୋର୍ଟ ଚାଲାଣ…

ବ୍ରହ୍ମପୁରରେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା, ଦୁର୍ବୃତ୍ତ ଫେରାର….

Posted on October 7, 2025

ସୋମବାର ରାତି ପ୍ରାୟ ୧୦ଟା ସମୟରେ ବ୍ରହ୍ମପୁରରେ ଦୁଇ ଅଜ୍ଞାତ ଦୁର୍ବୃତ୍ତ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରିଛନ୍ତି। ଘଟଣା ସମୟରେ ତାଙ୍କ ଘର ନିକଟରୁ ଦୁଇ ରାଉଣ୍ଡ ଗୁଳି ମାରି ଫେରାର ହୋଇଥିଲେ ଦୁର୍ବୃତ୍ତ ।…

ପାକିସ୍ତାନର କ୍ବେଟାରେ ଜାଫର ଏକ୍ସପ୍ରେସରେ ବୋମା ବିସ୍ଫୋରଣ, ୭ ଆହତ

Posted on October 7, 2025

ପାକିସ୍ତାନର କ୍ବେଟାରେ ଜାଫର ଏକ୍ସପ୍ରେସକୁ ପୁଣି ଥରେ ଟାର୍ଗେଟ୍ କରାଯାଇଛି । ବର୍ତ୍ତମାନ ଟ୍ରେନକୁ ଟାର୍ଗେଟ୍ କରି ବୋମା ବିସ୍ଫୋରଣ କରାଯାଇଛି ।  ଏହି ଆକ୍ରମଣରେ ଟ୍ରେନ୍ ଲାଇନଚ୍ୟୁତ ହେବା ସହ ସାତ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ବଲୁଚ୍…

ଯାଜପୁରର ଏନସି କଲେଜ ଲୁଟ ଘଟଣା

Posted on October 6, 2025

୬ ଲୁଟେରାଙ୍କ ସମେତ ବ୍ୟାପକ ସାମଗ୍ରୀ ଜବତ ଯାଜପୁର: ମାସକ ତଳେ ଯାଜପୁରର ଏନସି ସ୍ବୟଂଶାସିତ ମହାବିଦ୍ୟାଳୟରୁ ଜଣେ ଲ‌ୁଟେରା ସ୍ପଷ୍ଟ ଦିବାଲୋକରେ ୪ ମହଲା କୋଠାର ଝରଣାରେ ଓହଳି ଏସି କପର ତାର ଚୋରି କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ…

ଟ୍ରେନରେ କଟି ଜଣେ ମୃତ

Posted on October 6, 2025

ତାଳଚେର: ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଜଗନ୍ନାଥ କୋଇଲା ଖଣି ଅଞ୍ଚଳରେ ଆଜି ଜଣେ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ସୂଚନା ମୁତାବକ, ଲାଲ ହଟିଂ ଅଞ୍ଚଳର ରାମ ମିଲନ ସିଂ ଯାଦବ(୪୫) ଆଜି ତ‌ାଳଚେର ଷ୍ଟେସନ ପାଖରୁ ବଳରାମ ରେଳ ଷ୍ଟେସନ…

Posts pagination

Previous 1 … 17 18 19 … 22 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme