ତାଳଚେର : ଏମ୍ସିଏଲ୍ ତାଳଚେର ଅନନ୍ତ କୋଇଲା ଖଣିରେ ମାଟି କୋଇଲା ପରିବହନ କାମ କରୁଥିବା ଜେଆରଟି କମ୍ପାନୀର କର୍ମଚାରୀଙ୍କୁ ବୋନସ ସହିତ ଇପିଏଫ ଟଙ୍କା ଦେଉନଥିବାରୁ ଆଜି କର୍ମଚାରୀମାନେ କମ୍ପାନୀ ସମ୍ମୁଖରେ ବିକ୍ଷୋଭ କରିବା ସହିତ ତାଲା ପକାଇ ଦେଇଥିଲେ। ସୂଚନା ମୁତାବକ, ଜେଆରଟି…
Category: ଅପରାଧ
ଜୁଆ ଆଡ୍ଡା ଟଙ୍କା ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ଯୁବକ ମୃତ
ଜୁଆ ଆଡ୍ଡା ଟଙ୍କା ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ରେଡ୍ଡୀ ଦାମୋଦର ପଲ୍ଲୀ ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ କାଳିଆ ରେଡ୍ଡୀ ବୋଲି ଜଣାପଡ଼ିଛି। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ,…
ପୁତୁରାର ଖଣ୍ଡା ଚୋଟରେ ଚାଲିଗଲା ଦାଦାର ଜୀବନ
ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ସରିଖି ଗାଁରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ। ପୁତୁରା ପରେଶ୍ ସ୍ୱାଇଁର ଖଣ୍ଡା ଚୋଟରେ ଦାଦା ମନୋଜ ସ୍ୱାଇଁଙ୍କ ଚାଲିଗଲା ଜୀବନ। ପୁଲିସ ଅଭିଯୁକ୍ତ ପରେଶ୍କୁ ଥାନାକୁ ଉଠାଇ ନେଇ ତନାଘନା ଆରମ୍ଭ କରିଛି। ଜମିବାଡ଼ି ବିବାଦକୁ ନେଇ…
ବସ୍ତିରେ ଆତଙ୍କ ଖେଳାଇ ଭାଇ-ଭଉଣୀ ଗିରଫ
ବସ୍ତିରେ ଆତଙ୍କ ଖେଳାଇଲେ । ଜଣଙ୍କ ଘରେ ପଶି ଛୁରି ଭୁସିବା ସହ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କଲେ । ଥାନାରେ ଅଭିଯୋଗ ପରେ ସହିଦନଗର ଥାନା ପୁଲିସ ଭାଇ-ଭଉଣୀଙ୍କୁ ଗିରଫ କରିଛି । ସେମାନେ ହେଲେ ସହିଦନଗର ବାୟାବାବା ମଠ ବସ୍ତିରେ…
ଅସୁରକ୍ଷିତ ରାଜଧାନୀ, ମୁଖା ପିନ୍ଧା ଦୁର୍ବତ୍ତଙ୍କ ୪ ରାଉଣ୍ଡ ଫାୟାରିଂ
ରାଜଧାନୀରେ ଗର୍ଜିଲା ବନ୍ଧୁକ । ମଠ ସାମ୍ନାରେ ଆଖିବୁଜା ଗୁଳିମାଡ଼ । ଭୁବନେଶ୍ବର ଉପକଣ୍ଠ ଇନଫୋଭାଲି ଥାନା ଅଞ୍ଚଳର ଦେଉଳିଆ ପାଟଣା ଭାଇ ଭାଇ ମଠ ନିକଟରେ ହୋଇଛି ଗୁଳିମାଡ଼ । ଦୁଇ ଦୁର୍ବୃତ୍ତ ମୁଖା ପିନ୍ଧି ୪ ରାଉଣ୍ଡ ଫାୟାରିଂ କରିଛନ୍ତି ।…
ସାପ କାମୁଡାରେ ନାବାଳକ ମୃତୁ
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ସାଙ୍କୋବାହାଲ୍ ଠାରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ ଅନ୍ତର୍ଗତ ସାଙ୍କୋବାହାଲ୍ ଗ୍ରାମର ଭୀମସେନ୍ ଟୋପ୍ପୋଙ୍କ ପୁଅ ପ୍ରଦୀପ ଟୋପ୍ପୋ (୧୫)…
ଟ୍ରକ ବସ ମୁହାଁମୁହିଁ ଧକ୍କା, ଚାଳକ ମୃତ, ୨୦ରୁ ଅଧିକ ଆହତ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ମୈଦଲପୁର ଖଡକା ନିକଟରେ ଟ୍ରକ ଓ ବସ ମଧ୍ୟରେ ଧକ୍କା ହୋଇଛି । ଫଳରେ ଟ୍ରକ ଡ୍ରାଇଭର ମୃତ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି…
ଠିକା ଶ୍ରମିକଙ୍କ ନିଯୁକ୍ତି ନେଇ ବୈଠକ
ତାଳଚେର: ତାଳଚେର ଭରତପୁର କ୍ଷେତ୍ରର ମହାପ୍ରବନ୍ଧକଙ୍କ କାର୍ଯ୍ୟଳୟ ପରିସରରେ ଆଜି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସହିତ ମହାନଦୀ କୋଲଫିଲଡ଼ କଣ୍ଟ୍ରାକ୍ଟଚୁଆଲ ଟ୍ରାନ୍ସପୋର୍ଟ ୱାର୍କର ୟୁନିଅନର ସମ୍ପାଦକ ନରହରୀ ସାହୁ, ଭରତପୁର କ୍ଷେତ୍ରର ମହାପ୍ରବନ୍ଧକ, ପ୍ରକଳ୍ପ ଅଧିକାରୀଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ…
ବାଣ ଫୁଟି ନାବାଳକ ଗୁରୁତର
ତାଳଚେର: ଦଶହରା ଉପଲକ୍ଷେ ତାଳଚେର ସାଉଥବଲଣ୍ଡା ଠାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ବର୍ଷା ପାଇଁ ସଠିକ ଭାବରେ ବାଣ ଫୁଟି ନଥିବା ବେଳେ ଏକ ଅଫୁଟା ବାଣ ଫୁଟି ଜଣେ ନାବାଳକ ଗୁରୁତର ହୋଇଛି । ସୂଚନା ଅନୁସାରେ…
୩୦ ଫୁଟ୍ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ, ଡ୍ରାଇଭର ଗୁରୁତର
କୋରାପୁଟ : କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ପେଟା ଘାଟିର ତିନି ବାଙ୍କରେ ଭାରସାମ୍ୟ ହରାଇ ଏକ ଟ୍ରକ୍ ୩୦ ଫୁଟ୍ ତଳକୁ ଖସି ପଡ଼ିଛି। ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ୧୨ଟା ବେଳେ…
