ଇଣ୍ଡିଗୋ ଏୟାରଲାଇନ ବର୍ତ୍ତମାନ ସମୟରେ ସଙ୍କଟ ଦେଇ ଗତି କରୁଛି । ଡିସେମ୍ବର ୪ ତାରିଖରେ ସମଗ୍ର ଦେଶରେ ଇଣ୍ଡିଗୋ ଉଡ଼ାଣ ଉପରେ ପ୍ରଭାବ ପଡିଥିଲା । ଏପରି ସ୍ଥଳେ ଦିଲ୍ଲୀରୁ ଆସି ସବୁ ବିମାନ ଉଡ଼ାଣ ବାତିଲ ହୋଇଛି । ଇଣ୍ଡିଗୋ ଦିଲ୍ଲୀ…
Month: December 2025
ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ। ଗଞ୍ଜାମ ପୁରୁଣାବନ୍ଧ ଋଷିକୂଲ୍ୟା ମୁହାଣରେ ଖଲ୍ଲିକୋଟ ବନ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଦୁଇ ଆନ୍ଧ୍ର ଟ୍ରଲର ଜବତ କରିଛି। ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରି ମତ୍ସ୍ୟଜୀବୀମାନେ ଧରା ପଡ଼ିଛନ୍ତି। ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ଉପକୂଳରେ…
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନକୁ ଆସିବେ ଆଫ୍ରିକୀୟ ଚିତା
ବନ୍ୟଜୀବ ପ୍ରେମୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରଥମ ଥର ପାଇଁ ଆଫ୍ରିକୀୟ ଚିତାଆଣିବାକୁ ପ୍ରସ୍ତୁତି ଚଳାଇଛି। ଏହି ବିରଳ ଓ ଦ୍ରୁତଗାମୀ ପ୍ରାଣୀଙ୍କ ଆଗମନ ନନ୍ଦନକାନନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ଏବଂ ଏହା…
ରାଜଧାନୀରେ ଦୁର୍ବୃତ୍ତ ଆତଙ୍କ,ବାଇକ୍ ଆସି ଫଳ ଦେକାନୀକୁ ଗୋଡ଼ାଇ ହାଣିଲେ ୩ ରୁ ୪ ଜଣ ଯୁବକ
ପଟିଆ ରେଳଷ୍ଟେସନସ୍ଥିତ ବିଜୁନଗର ଅଞ୍ଚଳରେ ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଆତଙ୍କ ଖେଳାଇଛନ୍ତି । ସେମାନେ ଜଣେ ଫଳଦୋକାନୀକୁ ଗୋଡ଼ାଇ ହାଣିଛନ୍ତି । ଆକ୍ରମଣରେ ଫଳଦୋକାନୀ ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାମ ରାଜକୁମାର ସ୍ୱାଇଁ । ତାଙ୍କ ମୁଣ୍ଡ, କାନ୍ଧ…
ଖସିଲା ପାରଦ, ବଢ଼ିବ ଜାଡ଼: ଦୁଇ ଦିନରେ ୨ରୁ ୩ ଡିଗ୍ରୀ କମିବ ରାତି ତାପମାତ୍ରା
ରାଜ୍ୟରେ ବଢ଼ିବ ଶୀତ ପ୍ରକୋପ । ରାତି ତାପମାତ୍ରା ୨ଦିନ ଭିତରେ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ବର୍ତ୍ତମାନ ପାଗ ମୁଖ୍ୟତଃ ଶୁଖିଲା ରହିବ । କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁରରେ ଘନ କୁହୁଡ଼ି ନେଇ ଭୁବନେଶ୍ୱର ପାଣିପାଗ…
ଭୁବନେଶ୍ବରରେ ଅକ୍ଷୟ କୁମାର, ବିମାନବନ୍ଦରରେ ନଜର ଆସିଛନ୍ତି ଖିଲାଡ଼ି
ଭୁବନେଶ୍ବରରେ ଖିଲାଡ଼ି କୁମାର । ବିମାନବନ୍ଦରରେ ନଜର ଆସିଛନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର । ତାଙ୍କ ଫଟୋ ଉଠାଇବାକୁ ଖଚାଖଚ ଭିଡ ହୋଇଥିଲା । ରାଜସ୍ଥାନ ଯୋଧପୁରରୁ ଭିଏତନାମକୁ ଯାଉଥିଲେ ଅକ୍ଷୟ କୁମାର । ତେବେ ସ୍ପେଶାଲ କନେକ୍ଟିଂ ପ୍ଲାଇଟ୍ ଭୁବନେଶ୍ବରରୁ ଥିବାରୁ…
ଯାତ୍ରୀଙ୍କୁ କ୍ଷମା ମାଗିଲା ଇଣ୍ଡିଗୋ, କ୍ୟାନସେଲ ହୋଇପାରେ ଆହୁରି ଅଧିକ ବିମାନ
ଯାତ୍ରୀଙ୍କୁ କ୍ଷମା ମାଗିଲା ଇଣ୍ଡିଗୋ । ଟଳୁନି ଇଣ୍ଡିଗୋ ସଂକଟ । ଗତକାଲି ଗୋଟିଏ ଦିନରେ ୫୫୦ ଇଣ୍ଡିଗୋ ଫ୍ଲାଇଟ ବାତିଲ ହୋଇଛି । ଏହି ବ୍ୟାଘାତ ପାଇଁ କ୍ଷମା ପ୍ରାର୍ଥନା କରିଛି ଏୟାରଲାଇନ । ବିମାନ ସେବା ବ୍ୟାଘାତ ପାଇଁ ଦିଲ୍ଲୀ, ମୁମ୍ବାଇ,…
ଧନୁଯାତ୍ରାକୁ ଏକ କୋଟି ଅନୁଦାନ, ଏଲଇଡି ମାଧ୍ୟମରେ ହେବ ମୁକ୍ତାକାଶ ରଙ୍ଗମଞ୍ଚରୁ ସିଧାପ୍ରସାରଣ
ବରଗଡ଼ ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ନିଷ୍ପତ୍ତି । ଚଳିତ ବର୍ଷ…
୧୮୦ରୁ ଅଧିକ ବିମାନ ଉଡାଣ ବାତିଲ: ଖସିଲା ଇଣ୍ଡିଗୋର ସେୟାର, ଆକ୍ସନରେ ଡିଜିସିଏ
ବିମାନ କମ୍ପାନୀ ଇଣ୍ଡିଗୋ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି। ବିମାନ ଉଡାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଦୁଇ ଦିନରେ ୩୦୦ ରୁ ଅଧିକ ବିମାନ ବାତିଲ ହୋଇସାରିଲାଣି। ଗୁରୁବାର ୨୦୦ ବିମାନ ଏବଂ ଗୁରୁବାର ୧୮୦ ବିମାନ ବାତିଲ ହେବା ଫଳରେ…
ଲୁଟ୍ ହେଉଛି ଖଣିଜ ସମ୍ପଦ, ତିନି ବର୍ଷରେ ୧୨୬ କୋଟି ଟଙ୍କା ଜରିମାନା ଆଦାୟ
ରାଜ୍ୟରେ ଲୁଟ୍ ହେଉଛି ଲଘୁ ଖଣିଜ ସମ୍ପଦ । ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ କୋଟି କୋଟି ଜରିମାନା ଆଦାୟ କଲେଣି ରାଜ୍ୟ ସରକାର। ଜାନୁଆରୀ ୨୦୨୨ରୁ ଅକ୍ଟୋବର ୨୦୨୫ ୩ ବର୍ଷରେ ପ୍ରାୟ ୧୨୬ କୋଟି ଜରିମାନା ଆଦାୟ । ବିଧାୟକ ଗୌତମ…
