ଅଷ୍ଟ୍ରେଲିଆରେ ଆଜିଠାରୁ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ କଡା ପ୍ରତିବନ୍ଧକ ଲାଗୁ କରାଯାଇଛି। ସରକାରଙ୍କ ଏହି ନୂତନ ଆଇନ୍ କାର୍ଯ୍ୟକାରୀ ହେବା ବାଧ୍ୟତାମୂଳକ। ଏହି ପ୍ରତିବନ୍ଧକ ଅଧୀନରେ ଟିକଟକ୍, ୟୁଟ୍ୟୁବ୍, ମେଟାର ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଭଳି…
Month: December 2025
ବ୍ରହ୍ମପୁରରେ ଆୟୁଷ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି, ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ ବେଳେ ଦୁଇ ଛାତ୍ର ଗୁରୁତର
ଆୟୁଷ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି । ବ୍ରହ୍ମପୁରରେ ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ ବେଳେ ଦୁଇ ଛାତ୍ର ଗୁରୁତର । ୮ ଦଫା ଦାବି ନେଇ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଆମରଣ ଅନଶନ କରୁଛନ୍ତି ଛାତ୍ରଛାତ୍ରୀ । ବ୍ରହ୍ମପୁର ବିଜୁ ପଟ୍ଟନାୟକ…
ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ପରିବର୍ତ୍ତନ, ୨୩କୁ ଘୁଞ୍ଚିଲା ପରୀକ୍ଷା
ଆସନ୍ତା ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବ । ଏନେଇ ଗତ ୩ ତାରିଖରେ ପରୀକ୍ଷା ସୂଚୀ ପ୍ରକାଶ ପାଇଥିଲା । ଏହି ପରୀକ୍ଷା ସୂଚୀରେ ପରିବର୍ତ୍ତନ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ମାର୍ଚ୍ଚ ୧୧ରେ ଥିବା କଳା, ବିଜ୍ଞାନ, ବାଣିଜ୍ୟର…
ଆଜିଠୁ ଯୁକ୍ତ ଦୁଇ ଆବେଦନ, ଡ୍ରପ୍ ଆଉଟ୍ ପିଲାଙ୍କ ପାଇଁ ନାମଲେଖା ସୁଯୋଗ
ଅଧାରୁ ପାଠପଢ଼ା ଛାଡ଼ି ରହିଥିବା ପିଲାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଯୋଜନା । ଏକାଦଶ ଶ୍ରେଣୀରେ ନାମ ଲେଖାଇବାରୁ ବଞ୍ଚିତ ହୋଇଥିବା ପିଲାଙ୍କୁ ସୁଯୋଗ ପ୍ରଦାନ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ଯୁକ୍ତ ଦୁଇ ଚତୁର୍ଥ ପର୍ଯ୍ୟାୟରେ ନାମଲେଖାଇ ହେବ । ବୁଧବାରଠୁ…
ଆହୁରି ବଢ଼ିବ ଥଣ୍ଡା, ରାତିରେ ଖସିବ ପାରଦ
ବୁଧବାରଠାରୁ ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା । କିଛି ସ୍ଥାନରେ ରାତି ତାପମାତ୍ରା କମିବା ସହ ଅଧିକ ଥଣ୍ଡା ଅନୁଭୂତ ହେବ । ୧୦ରୁ ଅଧିକ ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିପାରେ । ଥଣ୍ଡାକୁ ନେଇ ପାଣିପାଗ ବିଭାଗ ଏଭଳି ଆକଳନ…
ଚାଉଳ ଉପର ଡବଲ ଶୁଳ୍କ
ବୁଝୁନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ । ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଦିବା ପରେ ବି ଆହୁରି ଲଗାଇବାକୁ କରୁଛନ୍ତି ଯୋଜନା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୂଚିତ କରିଛନ୍ତି ଯେ, ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡା…
ପୋଲ ତଳକୁ ଖସିଲା ବାଇକ୍, ଚାଲିଗଲା ୨ ଜୀବନ
ପୋଲ ତଳକୁ ଖସିଲା ବାଇକ୍। ଚାଲିଗଲା ୨ ଜୀବନ। ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ତୋରିଗାଡିଆ ନିକଟରେ ସୋମବାର ବିଳମ୍ଵିତ ରାତିରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଧଝୋଲା ଗ୍ରାମର ଫକିର ନାୟକ ଏବଂ ରାଜେନ୍ଦ୍ର ନାୟକ। ସୂଚନାନୁଯାୟୀ, ଫକିର ଏବଂ…
ତାଲାଭାଙ୍ଗି ଠାକୁରଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
ଲିହୁରୀ ଗୋପୀନାଥ ମନ୍ଦିରରେ ଚୋରି। ତାଲା ଭାଙ୍ଗି ଚୋରି କରିନେଲେ ଠାକୁରଙ୍କ ଅଳଙ୍କାର। ତଦନ୍ତ କରୁଛି ଆନ୍ଧ୍ର ପୁଲିସ। ସୂଚନା ଅନୁଯାୟୀ, ଗୁପ୍ତ ବୃନ୍ଦାବନ ଭାବେ ପରିଚିତ ପ୍ରଶିଦ୍ଧ ଲିହୁରୀ ଗୋପୀନାଥ ମନ୍ଦିରରେ ଗତକାଲି ରାତିରେ ବଡ ଧରଣର ଚୋରି ହୋଇଛି । ଦୁର୍ବୃତ୍ତ…
ବାଲି ଚାଲାଣ ବେଳେ ଚଢାଉ, ୭ ଟ୍ରାକ୍ଟର ଜବତ
ବେଆଇନ ବାଲି ପରିବହନ ବେଳେ ମହାନଦୀ ବାଲିଘାଟରୁ ୭ ଟ୍ରାକ୍ଟର ଜବତ। ମଙ୍ଗଳବାର ସକାଳ ୮ଟାରେ ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମପଞ୍ଚାୟତ ଡମ୍ବରୁଗଡ ନିକଟ ମହାନଦୀ ବାଲିଘାଟରୁ ଏହି ସବୁ ଟ୍ରାକ୍ଟର ଜବତ ହୋଇଛି। ସୂଚନାନୁଯାୟୀ, ଡମ୍ବରୁଗଡ ନିକଟ ମହାନଦୀ ବାଲିଘାଟ ନିଲାମ ହୋଇନଥିବା…
ଡ୍ରେନରେ ପଡି ଚାଲିଗଲା ଜୀବନ
ଡ୍ରେନରେ ପଡି ଚାଲିଗଲା ଯୁବକଙ୍କ ଜୀବନ। ଦଶପଲ୍ଲା ଏନଏସି ଅନ୍ତର୍ଗତ ସାଇ ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାନୁଯାୟୀ, କୃଷ୍ଣଚନ୍ଦ୍ର ପାଟଣା ଗ୍ରାମର ରବି ନାହାକ…
