Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: December 2025

ବିଷ ଦେଇ ବାଘକୁ ମାରିଦେଲେ

Posted on December 12, 2025

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନ ବିଭାଗର ତାମରା ରେଞ୍ଜ କୁସୁମଡିହି ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘୁଣୀର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତ ବାଘୁଣୀର ବୟସ ପ୍ରାୟ ୧୨ ବର୍ଷ ବୋଲି ଜଣାଯାଇଛି। ମୃତ୍ୟୁର କାରଣ ବିଷକ୍ରିୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଘଟଣାସ୍ଥଳରେ ଆରସିସିଏଫ୍ ଓ ଡିଏଫ୍ଓ ପହଞ୍ଚି…

ଭିଡିଓ କରି ଆତ୍ମହତ୍ୟା କଲେ ଯୁବତୀ

Posted on December 12, 2025

ପ୍ରେମ ନେଲା ଜୀବନ । ଭିଡିଓ କରି ଆତ୍ମହତ୍ୟା କଲେ ଯୁବତୀ । ଝିଅକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ନେଇ ଥାନାରେ ଏତଲା ପରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ସାମ୍ନାକୁ ଆସିଛନ୍ତି ଯୁବତୀଙ୍କ ପରିବାର ଲୋକେ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ…

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଡିଜିପିଙ୍କୁ ନୋଟିସ୍, ୧୫ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

Posted on December 12, 2025

ଏକ ଦୁର୍ଘଟଣା ବୀମା ଜାଲିଆତି ମାମଲାର ତଦନ୍ତରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ ସୁପ୍ରିମକୋର୍ଟ ରାଜ୍ୟର ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ୍ ପ୍ରସନ୍ନ ବି. ଭରାଲେଙ୍କ ଖଣ୍ଡପୀଠ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ବ୍ୟକ୍ତିଗତ…

ଜାପାନର ଉତ୍ତର-ପୂର୍ବ ଉପକୂଳରେ ୬.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ…

Posted on December 12, 2025

ଜାପାନର ଉତ୍ତର-ପୂର୍ବ ଉପକୂଳରେ ୬.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହା ପରେ ପାଣିପାଗ ବିଭାଗ ସୁନାମି ଆସିବାର ଆଶଙ୍କା କରି ସତର୍କ ସୂଚନା ଜାରି କରିଛି । ଭୂକମ୍ପର କେନ୍ଦ୍ର ସ୍ଥଳ ୟାମାଡା ଅଞ୍ଚଳରୁ ପ୍ରାୟ ୭୮ ମାଇଲ…

ମାଲକାନଗିରିରେ ପୁଣି ବଢ଼ିଲା ଇଣ୍ଟରନେଟ କଟକଣା, ରାତି ୧୨ଟା ପର୍ଯ୍ୟନ୍ତ ବଢିଛି କଟକଣା

Posted on December 12, 2025

ମାଲକାନଗିରିରେ ପୁଣି ବଢ଼ିଲା ଇଣ୍ଟରନେଟ କଟକଣା । ଆଜି ରାତି ୧୨ଟା ପର୍ଯ୍ୟନ୍ତ ବଢିଛି କଟକଣା । ଚତୁର୍ଥ ଥର ପାଇଁ କଟକଣା ବୃଦ୍ଧି କରିଛି ପ୍ରଶାସନ । ମାଲକାନଗିରି ଜିଲ୍ଲା ଏମଭି ୨୬ରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଜୋରଦାର ପ୍ରୟାସ ଚାଲିଛି…

ସତ୍ୟବିହାର ସ୍ଥିତ ଏକ ବାର୍ ରେ ଭୟାବହ ଅଗ୍ନିକାଣ୍ଡ

Posted on December 12, 2025

ଭୁବନେଶ୍ବର ସତ୍ୟବିହାର ସ୍ଥିତ ଏକ ବାର୍ ରେ ଭୟାବହ ଅଗ୍ନିକାଣ୍ଡ । ହୁହୁ ହୋଇ ଜଳୁଛି କୋଠାର ଉପର ମହଲା । ବହୁତଳ କୋଠାରେ ରହିଛି ଅନେକ ବାଣିଜ୍ୟକ ପ୍ରତିଷ୍ଠାନ । ଉପରମହଲାରେ ଏକ ବାର ଚାଲୁଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର…

ମ୍ୟାଁମାର ସେନାର ଏୟାରଷ୍ଟ୍ରାଇକ୍: ୩୪ ରୋଗୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

Posted on December 12, 2025

ମ୍ୟାଁମାର ସେନା ଗତ ରାତିରେ ରଖାଇନ ପ୍ରଦେଶ ଅନ୍ତର୍ଗତ ବିଦ୍ରୋହୀ ଆରାକାନ ସେନା କବଜରେ ଥିବା ମାରୁକ-ୟୁ ସହରରେ ଏୟାର ଷ୍ଟ୍ରାଇକ୍ କରିଛି । ସହରର ଏକ ହସ୍ପିଟାଲ ଉପରେ ଯୁଦ୍ଧବିମାନରୁ ଦୁଇଟି ବୋମା ମାଡ଼ କରାଯାଇଛି । ଫଳରେ ୩୪ ଜଣ ରୋଗୀ…

ୟୁଟ୍ୟୁବ୍ ଦେଖି ଅପରେସନ୍ କଲେ ନକଲି ଡାକ୍ତର, ରୋଗୀ ମୃତ

Posted on December 12, 2025

ୟୁପିର ବାରାବଙ୍କୀରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ସାମ୍ନାକୁ ଆସିଛି । ଏଠାରେ ୟୁଟ୍ୟୁବ୍ ଦେଖି ଅପରେସନ୍ କରିଥିବା ନକଲି ଡାକ୍ତରଙ୍କ ଯୋଗୁ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ମାମଲା କୋଠୀ ଥାନା ଅଞ୍ଚଳର । ପୀଡ଼ିତ ଫତେ ବାହାଦୁର କହିଛନ୍ତି, ଚଳିତ ମାସ…

ଭୁବନେଶ୍ଵର ବିମାନବନ୍ଦରରୁ ଆଜି ୭ ଉଡାଣ ବାତିଲ

Posted on December 12, 2025

କମୁନି ଇଣ୍ଡିଗୋ ଯନ୍ତ୍ରଣା। ଅହେତୁକ ଉଡ଼ାଣ ବାତିଲ, ଯାତ୍ରୀ ହନ୍ତସନ୍ତ। ଭୁବନେଶ୍ଵର ବିମାନବନ୍ଦରରୁ ଗୁରୁବାର ୮ଟି ଉଡ଼ାଣ ବାତିଲ ଥିଲା। ଆଜି ୭ ଇଣ୍ଡିଗୋ ବିମାନ ଉଡାଣ ବାତିଲ ରହିଛି। ଭୁବନେଶ୍ୱର-ଇନ୍ଦୋର, ଭୁବନେଶ୍ୱର-କୋଲକାତା, ଭୁବନେଶ୍ୱର-ଚେନ୍ନାଇ, ଭୁବନେଶ୍ୱର-ମୁମ୍ବାଇ, ଭୁବନେଶ୍ୱର-ବାଙ୍ଗାଲୋର, ଭୁବନେଶ୍ୱର-ହାଇଦ୍ରାବାଦ, ଭୁବନେଶ୍ୱର-ଦିଲ୍ଲୀ ଉଡ଼ାଣ ବାତିଲ ରହିଛି।

ଜାଡ଼ରେ ଥରୁଛି ଓଡ଼ିଶା : ଆହୁରି ଦୁଇ ସପ୍ତାହ ଶୀତ ଲହରି

Posted on December 12, 2025

ଆସନ୍ତା ଦୁଇ ସପ୍ତାହ ଯାଏ ରାଜ୍ୟରେ ଶୀତ ଲହରି ବହିପାରେ । ୧୨ରୁ ୧୮ ତାରିଖ ଯାଏ ରାଜ୍ୟରେ ଶୀତ ଲହରିର ସମ୍ଭାବନା ଅଧିକ । ସେହିଭଳି ୧୯ରୁ ୨୫ ତାରିଖ ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବା ସହ ଶୀତ ଲହରି…

Posts pagination

Previous 1 … 47 48 49 … 64 Next

Recent Posts

  • ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର
  • ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଟ୍ରେନ୍ ଟ୍ରାକ୍‌ରେ ମଦୁଆର ହାଇଡ୍ରାମା, ଅଟକାଇ ଦେଲା ଟ୍ରେନ୍‌
  • ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ, କେଶର ମଧ୍ୟରେ ଶୋଭା ପାଇବେ ଶ୍ରୀମୁଖ
  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov   Jan »

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,517)
  • ସ୍ପେଶାଲ୍ ରିପୋର୍ଟ (267)
©2026 JBR Samachar | Design: Newspaperly WordPress Theme