ଭିଜିଲାନ୍ସ ଜାଲରେ ହାଟଡ଼ିହି ବ୍ଲକ୍ PEO । ଆନନ୍ଦପୁର ହାଟଡ଼ିହି ବ୍ଲକ୍ PEO ଜିତେନ୍ଦ୍ର ଜେନା । ତାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । କେନ୍ଦୁଝର ଓ ବାଲେଶ୍ୱରର…
Month: December 2025
ଟାଉନ ଥାନାର ଦ୍ୱାରସ୍ଥ ହେଲେ ଦୁଇ କିନ୍ନର ଗୋଷ୍ଠୀ…
ଭଦ୍ରକ ଚରମ୍ପା ଡଗରା ସାହି ଅଞ୍ଚଳରେ ଦୁଇ କିନ୍ନର ଗୋଷ୍ଠୀ ମୁଁହାମୁହିଁ । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ କିନ୍ନର ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି । ଆହତମାନେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଟାଉନ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଆହତ…
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ କେତେ ରହିଛି ସୁନା ଦର…
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୧,୭୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ପଦ୍ମପୋଖରୀ ଗାଁରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ ଖଳା…
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଦ୍ମପୋଖରୀ ଗାଁରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ ଖଳା। କେହି ଦୁର୍ବୁତ୍ତ ଗାଁର ସତ୍ୟବାଦୀ ବେହେରା ଓ ଗତିକୃଷ୍ଣ ବେହେରାଙ୍କ ଧାନ ଖଳାରେ ନିଆଁ ଲଗେଇ ଦେଇଥିବା ଅଭିଯୋଗ ହୋଇଛି। ହାତୀ ଉପଦ୍ରବରୁ ରକ୍ଷା ପାଇଁ…
ତିନି ଅନାଥ ଶିଶୁଙ୍କୁ କିଏ ହେବ ସାହା…
ଅଜଣା ରୋଗରେ ବାପା ଆରପାରିରେ। ବାପା ମରିବାର କିଛିଦିନ ପରେ ଜନ୍ମକଲା ମାଆ ଅନ୍ୟତ୍ର ଚାଲିଗଲେ। ଏବେ ତିନି ତିନିଜଣ ଶିଶୁ ପୁରା ଅନାଥ। ବଡଝିଅ କାନ୍ଧରେ ଦୁଇ ଭାଇଭଉଣିଙ୍କ ବୋଝ। ଦୁଇ ଭାଇଭଉଣିଙ୍କ ଶେବା କରିବା ସହ ଘରକାମ କରୁଛନ୍ତି। ଓଳିଏ ଖାଇଲେ…
ସିସିଟିଭିରେ କଏଦ ହେଲା ଚୋରି ବେଳର ଚିତ୍ର, ଚାରି ଦୁର୍ବୃତ୍ତ ଘର ଭିତରେ ପଶି…
ସିସିଟିଭିରେ କଏଦ ହେଲା ଚୋରି ବେଳର ଚିତ୍ର । ଚାରି ଦୁର୍ବୃତ୍ତ ଘର ଭିତରେ ପଶି ଚୋରି କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ମୋଟ ପାଞ୍ଚ ଜଣ ଦୃବୃତ୍ତ ଚୋରି କରିବାକୁ ଆସିଥିବା ବେଳେ ଚାରିଜଣ ଦୃବୃତ୍ତ ଘର ଭିତରେ ଚୋରି କରୁଥିବା…
ଅଧାରେ ରହିଲା ନବଦମ୍ପତିଙ୍କ ହନିମୁନ୍,କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…
ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍ଭିଙ୍କୁ ବିବାହ କରିଥିଲେ। ଗତ ଗୁରୁବାର ଗାନ୍ଭି ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ। ସୂରଜ ବେଙ୍ଗାଲୁରୁରୁ ମହାରାଷ୍ଟ୍ରର ନାଗପୁର ଯାଇ ଶନିବାର ସେଠାରେ ଆତ୍ମହତ୍ୟା…
ରାଜଧାନୀରେ ଜିରୋ ଭିଜିବିଲିଟି, ଟ୍ରେନ୍-ଫ୍ଲାଇଟ୍ ସେବା ବାଧାପ୍ରାପ୍ତ
ବିଗୁଡ଼ୁଛି ଦିଲ୍ଲୀ ବାୟୂ । ପ୍ରଦୂଷଣ ସହ ଘନ କୁହୁଡ଼ି ବଳୟରେ ରାଜଧାନୀ । ଦିଲ୍ଲୀ-ଏନସିଆର ସମେତ ଅନେକ ସ୍ଥାନ ଗତକାଲି ରାତିରୁ କୁହୁଡ଼ି ଚାଦର ଘୋଡାଇ ହୋଇଛି । ଦିନ ରାତିର ଭ୍ରମ ସୃଷ୍ଟି କରୁଛି । ଅନେକ ଅଞ୍ଚଳରେ AQI ୪୦୦…
ବଢିବାରେ ଲାଗିଛି ମଦ୍ୟାପାନ ନିଶା, ପ୍ରତି ୧୧ ଜଣରେ ଜଣଙ୍କର ମୃତ୍ୟୁର କାରଣ ମଦ୍ୟପାନ
ୟୁରୋପର ଲୋକଙ୍କର ବଢିବାରେ ଲାଗିଛି ମଦ୍ୟାପାନ ନିଶା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ଏହାର ମାରାତ୍ମକ ପ୍ରଭାବ ବିଷୟରେ ଏକ ଗମ୍ଭୀର ଚେତାବନୀ ଜାରି କରିଛି। ଡବ୍ଲୁଏଚଓ ଅନୁଯାୟୀ, ମଦ୍ୟପାନ ସମ୍ବନ୍ଧୀୟ ରୋଗ ଏବଂ ଦୁର୍ଘଟଣା ଯୋଗୁଁ ପ୍ରତିବର୍ଷ ପ୍ରାୟ ୮ ଲକ୍ଷ ଲୋକଙ୍କ…
ଭାରି ପଡିଲା ଟାରିଫ ନୀତି, ଆମେରିକାରେ ଅନେକ କମ୍ପାନୀ ଦେବାଳିଆ ଘୋଷିତ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ନିଜର ଟାରିଫ୍ ନୀତିକୁ ସବୁବେଳେ ଠିକ୍ ବୋଲି ବାରମ୍ବାର ଦାବି କରି ଆସୁଛନ୍ତି। ତାଙ୍କ ମତରେ ଏହାଦ୍ବାରା ଆମେରିକାର ରେଭିନ୍ୟୁରେ ବୃଦ୍ଧି ହୋଇଛି। ତେବେ ବାସ୍ତବିକରେ ଏହା କିନ୍ତୁ ପୁରା ଓଲଟା। ରିପୋର୍ଟ ଅନୁସାରେ, ଆମେରିକାର କମ୍ପାନୀ ଦେବାଳିଆ…
