ତାଳଚେର ସାଉଥ ବଲଣ୍ଡା ସ୍ଥିତ କଲ୍ୟାଣି ମଣ୍ଡପଠାରେ ତାଳଚେର ନିର୍ବାଚନ ମଣ୍ଡଳୀର ବିଜେଡି ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏଥିରେ ବିଜେଡି ଜିଲା ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…
Day: December 26, 2025
ଆକାଶ ଛୁଆଁ ହେଲା ସୁନା ଏବଂ ରୁପା ଦର, ଜାଣନ୍ତୁ ଆଜିର ଦର
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୦,୦୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ଼
କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ରରେ ପର୍ଯ୍ୟଟକଙ୍କ ଭିଡ। ସକାଳୁ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ସୂର୍ଯ୍ୟମନ୍ଦିର ବୁଲିବା ସହିତ ନବଗ୍ରହରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରବେଶ ଟିକେଟ ପାଇଁ ପର୍ଯ୍ୟଟକମାନେ କାଉଣ୍ଟର ସମ୍ମୁଖରେ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଅପେକ୍ଷା କରି ରହିଥିଲେ।…
ସମୁଦ୍ର ଭିତରେ ମାଛଧରା ଟ୍ରଲରର ଧିବରଙ୍କ ମୃତ୍ୟୁ
ସମୁଦ୍ର ଭିତରେ ମାଛଧରା ଟ୍ରଲରର ଧିବରଙ୍କ ମୃତ୍ୟୁ। ଭଦ୍ରକ ଜିଲ୍ଲା ଧାମରା ମାଛଧରା ଜେଟିରୁ ଏହି ଘଟଣା ସାମ୍ନାକୁ ଆସିଛି। ମାଛଧରା ଜେଟିରୁ ଗତ ୨୩ ତାରିଖରୁ ମା ନାଛିନ୍ଦା ନାମକ ଟ୍ରଲର ୧୧ ଜଣ ଧିବରଙ୍କୁ ସାଙ୍ଗରେ ଧରି ସମୁଦ୍ରକୁ ମାଛ ମାରିବାକୁ…
ଏବେ ଗ୍ରୀନ୍ ଏବଂ ହର୍ବାଲ ଟି’କୁ କହିହେବନି ଚା’, ବେଆଇନ ଘୋଷଣା କଲା FSSAI
ଚା’ କାହର ବା ପ୍ରିୟ ନୁହେଁ। ଦିନ ସାରାର ଥକାପଣ ଭିତରେ ଗୋଟେ୍ ଚୁସକି ଚା ପୁରା ଦେହ ମନ ପ୍ରଫୁଲିତ କରିଦିଏ। ସକାଳର ଆରମ୍ଭ ହେଉ କି ସନ୍ଧ୍ୟାର ଖଟି ଚା’ ବିନା ସବୁ ଯେମିତି ଅଧୁରା ଲାଗେ। ଚା’ ଏମିତି ଏକ…
ତାଳଚେର ଡବଲ ମର୍ଡର ଘଟଣାର ପର୍ଦାଫାଶ: ସୁରକ୍ଷାକର୍ମୀଙ୍କ ଗୁଳିରେ ଯାଇଥିଲା ୨ ଜୀବନ, ୫ ଗିରଫ
ତାଳଚେର ଲିଙ୍ଗରାଯୋଡ଼ି ଦୁଇ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାଶ କରିଛି ଅନୁଗୋଳ ପୁଲିସ । ଚୋରି କରିବାକୁ ଆସିଥିବା ବେଳେ ସୁରକ୍ଷାକର୍ମୀ ଗୁଳି ମାଡରେ ଉଭୟଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି । ଘଟଣାରେ ପୁଲିସ ପ୍ରଦୀପ ସିକ୍ୟୁରୀଟି ନାମକ ସଂସ୍ଥାର ୫ ସୁରକ୍ଷାକର୍ମୀ…
ନୂଆବର୍ଷରେ ଉପହାର ଆଣିବା ମନା, ମାର୍ଗଦର୍ଶିକା ଜାରି କଲେ ଜିଲ୍ଲାପାଳ
ନୂଆବର୍ଷରେ ଅଫିସକୁ ଉପହାର ଆଣିବା ମନା। ଫୁଲତୋଡ଼ା, ମିଠା ସହ ଉପହାର ଆଣିବାକୁ ବାରଣ। ମାର୍ଗଦର୍ଶିକା ଜାରି କଲେ ଗଞ୍ଜାମ ଜିଲ୍ଲାପାଳ। ‘ଧରିତ୍ରୀ ମା’ଙ୍କ ପାଇଁ ପ୍ରତିଜ୍ଞା’ରେ ସାମିଲ ହେବାକୁ ଆହ୍ବାନ। ସମସ୍ତ ଜିଲ୍ଲାବାସୀଙ୍କୁ ଆହ୍ଵାନ ଦେଲେ ଜିଲ୍ଲାପାଳ। ସେହିପରି ଦିନକ ପାଇଁ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ…
ଗାଡି ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡରାବଳି ମସାଣି ବନ୍ଧ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଜଣେ ମୃତ। ମୃତ ବ୍ୟକ୍ତି ଜଣକ ଅମର ବିଷୋୟୀ ବୋଲି ଜଣାପଡିଛି। ସେପଟେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି…
