ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି l ବିଭିନ୍ନ ଜିଲାର ମଣ୍ଡି ଓ ଧାନ ଖଳାରେ ଚାଷୀମାନଙ୍କ ଧାନ ପଡିରହିଥିଲେ ମଧ୍ୟ ପ୍ରଶାସନ ଧାନ କିଣୁ ନାହାନ୍ତି। ବର୍ତ୍ତମାନ…
Day: December 24, 2025
ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀ କହିଲେ…
ଆଜି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜିଲ୍ଲାରେ କେମିତି ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା ମୁଖ୍ୟମନ୍ତ୍ରୀ ତାର ସମୀକ୍ଷା କରିବେ । ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଓ ସମବାୟ…
୨୭ରେ ରତ୍ନଭଣ୍ଡାର ସଂପର୍କିତ ବୈଠକ, ଜାନୁଆରୀରେ ଗଣତି ମଣତି
ଜାନୁଆରୀ ମାସ ଭିତରେ ପୁରୀ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ ହୋଇପାରେ । ଏଥିପାଇଁ ମୁକ୍ତି ମଣ୍ଡପ ପରାମର୍ଶ ନିଆଯିବ । ଗଣତି ମଣତି ପାଇଁ ଦର୍ଶନରେ ସମସ୍ୟା ହୋଇପାରେ । ତେଣୁ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ା । ପୁରୀ…
ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, କଂସଙ୍କ ରାଜ ଦରବାର ସମେତ ସଜେଇ ହୋଇଛି ରଂଗମହଲ
ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ସଜେଇ ହୋଇଛି କଂସଙ୍କ ରାଜ ଦରବାର ସମେତ ରଂଗମହଲ । ଚଳିତଥର ୭୮ ବର୍ଷରେ ପଦାର୍ପଣ କରିବ ବରଗଡ଼ ଧନୁଯାତ୍ରା। ଆଜିଠୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ଯାତ୍ରା। ଯାହାକୁ ନେଇ ସାରା…
ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ
ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ ଅନେକ ହିନ୍ଦୁଙ୍କ ଘର ପୋଡ଼ି ଦିଆଯାଇଛି।ଏହା ମଙ୍ଗଳବାର ଘଟିଥିଲା, ଯେଉଁଥିରେ ବହୁ ସମ୍ପତ୍ତି କ୍ଷୟକ୍ଷତି ହୋଇଛି ଏବଂ ପରିବାରର…
କୋଣାର୍କ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା, ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ପ୍ରବେଶ ପାଇଁ ନିର୍ମାଣ ହେଲା ବ୍ୟାରିକେଟ୍
ବଡ଼ ଦିନ ଓ ନୂଆ ବର୍ଷରେ ସୂର୍ଯ୍ୟମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଧାଡିରେ ଶୃଙ୍ଖଳିତ ପ୍ରବେଶ ପାଇଁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ନିର୍ମାଣ ହେଲା ବ୍ୟାରିକେଟ୍ । ଭିଆପି ଓ ଭିନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ପର୍ଯ୍ୟଟନ ଋତୁକୁ ନେଇ…
PIA ବିକ୍ରି କଲେ ପାକିସ୍ତାନ ସରକାର
ଆର୍ଥିକ ଅବସ୍ଥା ସୁଧାରିବାକୁ ବିମାନ କମ୍ପାନି ବିକିଲା ପାକିସ୍ତାନ। ଗତ କିଛି ବର୍ଷ ହେବ ପାକିସ୍ତାନ ଦେବାଳିଆ ଅବସ୍ଥାରେ ପହଞ୍ଚିଥିବା ବେଳେ ଏବେ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। IMF ସମେତ ସମସ୍ତ ବନ୍ଧୁ ରାଷ୍ଟ୍ରର ଆର୍ଥିକ ସହାୟତା ମଧ୍ୟ ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିପାରି ନାହିଁ। ବର୍ତ୍ତମାନ…
ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଛି । ମରାମତି କାମ ସରିବା ପରେ ରତ୍ନଭଣ୍ଡାରକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଅପରପକ୍ଷରେ ରତ୍ନଭଣ୍ଡାରରୁ ଅଳଙ୍କାର କଢ଼ାଯାଇଛି କିନ୍ତୁ…
ସଜେଇ ହେଉଛି ଚର୍ଚ୍ଚ, ମଧ୍ୟରାତ୍ରରେ ଧରାବତରଣ କରିବେ ଯୀଶୁ
ଆସୁଛି ବଡ଼ ଦିନ । ସଜେଇ ହେଉଛି ଚର୍ଚ୍ଚ । କେଉଁଠି ଖ୍ରୀଷ୍ଟମାସ ଟ୍ରି ରଖିବା ଲାଗି ବ୍ୟବସ୍ଥା କରାଯାଉଛି ତ ଆଛ କେଉଁଠି ଲିଚୁମାଳ ଲାଗୁଛି । ଲିଚୁ ଆଲୋକରେ ଚର୍ଚ୍ଚ ପରିସର ହେଉଛି ରଙ୍ଗୀନ । ଖ୍ରୀଷ୍ଟଧର୍ମାବଲମ୍ବୀଙ୍କଠୁ ଆରମ୍ଭ କରି ଅନ୍ୟ…
ବଡ଼ଦିନରୁ ବନ୍ଦ ହାଇକୋର୍ଟ, ଜାଣନ୍ତୁ କେଉଁ ଦିନ ଖୋଲିବ କୋର୍ଟ…
ଓଡ଼ିଶା ହାଇକୋର୍ଟଙ୍କ ଶୀତ ଅବକାଶ ଆସନ୍ତା ୨୫ତାରିଖରୁ ଆରମ୍ଭ ହେଉଛି । ତେଣୁ ଆଜି କୋର୍ଟର ଶେଷ କାର୍ଯ୍ୟ ଦିବସ । ଜାନୁଆରୀ ୫ତାରିଖ ସୋମବାର କୋର୍ଟ ଖୋଲିବ । ଜାନୁଆରୀ ୨ତାରିଖ ଗୁରୁବାରକୁ ହାଇକୋର୍ଟ ପକ୍ଷରୁ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା କରାଯାଇଛି…
