Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: December 19, 2025

ଗରମ ମସଲା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କି ?

Posted on December 19, 2025

ଖାଦ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । କିନ୍ତୁ କେବେ ଆପଣଙ୍କ ମନରେ ପ୍ରଶ୍ନ ଉଠିଛି କି ଆମେ କେଉଁ ପ୍ରକାରର ଖାଦ୍ୟ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ହୋଇଥାଏ । ତେବେ ଆମ ରୋଷେଇ ଘରେ ବିଭିନ୍ନ ପ୍ରକାରର…

ଦୁର୍ବୁତ୍ତ ମାନେ କବାଟ ଭାଙ୍ଗିଲେ,ଗ୍ରିଲ ତାଡିଲେ। ରାମ ମନ୍ଦିର ଲୁଟ ଯୋଜନା ଫଣ୍ଡ।

Posted on December 19, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମାଳପୁରା ଗାଁ ସ୍ଥିତ ରାମ ମନ୍ଦିରରୁ ଦୁର୍ବୁତ୍ତ ମାନଙ୍କ ଲୁଟ ଯୋଜନା ଫଣ୍ଡ ହୋଇଛି। ମନ୍ଦିରର କବାଟ ଓ ତାଲା ଭାଙ୍ଗିବା ସହ ଗ୍ରିଲକୁ ଦୁର୍ବୁତ୍ତ ମାନେ ତାଡି ଦେଇଛନ୍ତି। ଏଥିସହିତ ପାଖ ଶିବ ଓ ପାର୍ବତୀ ମନ୍ଦିରର…

ଢେଙ୍କାନାଳ ବରା ଓ ପାଳ ବାଇଗଣକୁ ଜିଆଇ ମାନ୍ୟତା ପାଇଁ ପ୍ରୟାସ

Posted on December 19, 2025

ଢେଙ୍କାନାଳର ପ୍ରସିଦ୍ଧ ବରା ଓ ପାଳ ବାଇଗଣର ଭୌଗୋଳିକ ସଙ୍କେତ(ଜିଆଇ) ମାନ୍ୟତା ପ୍ରାପ୍ତି ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ଗୁରୁବାର ପୂର୍ବାହ୍ନରେ କୃଷି ବିଜ୍ଞାନକେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଇଏଏସ୍ ପ୍ରୋବେସନର ଭଗତ…

ହଣା କିଣିବା ପୂର୍ବରୁ ଜାଣନ୍ତୁ ସୁନା ଓ ରୁପା ମୂଲ୍ୟ

Posted on December 19, 2025

ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୪,୧୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…

ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

Posted on December 19, 2025

ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଦର । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧.୧୯ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨.୬୭ ପଇସା…

ସାଇବର କ୍ରାଇମ୍‌ର ଶିକାର ହେଲେ ଡାକ୍ତରାଣୀ…

Posted on December 19, 2025

ଆପଣଙ୍କ ନାଁରେ ଅର୍ଡର ଆସିଛି । ଆଧାର କାର୍ଡ ଲିଙ୍କ୍ ହେଲା । ଲିଙ୍କ୍ ହେଲା ପରେ ଜଣାପଡିଲା ଯେ, ନାଁରେ ଆସିଛି ସନ୍ଦେହଜନକ ବ୍ୟାଗ୍ । ଆଉ ବ୍ୟାଗ ସହ ସଂଗୀନ ଅଭିଯୋଗ ବି ଥିବା ଜଣାପଡିଲା । ସଂଗେ ସଂଗେ ମାମଲା…

ଫରେଷ୍ଟ ଗାର୍ଡରେ ନିଯୁକ୍ତି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

Posted on December 19, 2025

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ଫରେଷ୍ଟ ଗାର୍ଡରେ ନିଯୁକ୍ତି କରାଇ ଦେବାକୁ କହି ୩ ଲକ୍ଷ ୨୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ । ପୋଲିସ ଏସଓଜିରେ କାର୍ଯ୍ୟ କରୁଥିବା ଜଣେ ଯବାନଙ୍କ ନାମରେ ଏଭଳି ଠକେଇ କରିଥିବା…

ରାଜ୍ୟସଭାରେ ପାରିତ ହେଲା ‘ଭିବିଜୀ ରାମ ଜୀ ବିଲ୍’…

Posted on December 19, 2025

ଲୋକସଭା ପରେ ରାଜ୍ୟ ସଭାରେ ମଧ୍ୟ ପାରିତ ହେଲା ଭିବିଜୀ ରାମ ଜୀ ବିଲ୍ । ତେବେ ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ବିଲକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଦୀର୍ଘ ୬ ଘଣ୍ଟାର ଆଲୋଚନା ବିରୋଧୀଙ୍କ ହଟ୍ଟଗୋଳ ଓ…

ଏଣିକି ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ !

Posted on December 19, 2025

୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ ଦିଆଯାଇ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ ଜାରି…

ଖଇରାରେ ଦନ୍ତା ହାତୀ ଆତଙ୍କ ; ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

Posted on December 19, 2025

ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ ଦନ୍ତା ହାତୀ ଏବେ ଶୁଣ୍ଢୀରା ପଞ୍ଚାୟତ ନୁଆସାହି ଗ୍ରାମ ନିକଟରେ ଏକ ଗ୍ରାମ୍ୟ ଜଙ୍ଗଲ ଭିତରେ ରହିଥିବା ସୂଚନା ରହିଛି । ଖବର ପାଇ…

Posts pagination

1 2 … 4 Next

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov   Jan »

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme