ଆଜିକାଲି ଲୋକଙ୍କ ପାଖରେ ସମୟ ଅଭାବରୁ ଫ୍ରୋଜେନ୍ ଖାଦ୍ୟର ଧାରା ବୃଦ୍ଧି ପାଇଛି। ଫ୍ରୋଜେନ୍ ଖାଦ୍ୟ ରାନ୍ଧିବା ଏବଂ ଖାଇବାରେ ସମୟ ବଞ୍ଚାଏ ସତ କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ। ଆଜିକାଲି ଆମେ ଫ୍ରୋଜେନ୍ ପନିପରିବା, ଫ୍ରୋଜେନ୍ ମଟର ଏବଂ ଫ୍ରୋଜେନ୍ ପକୋଡ଼ା ଖାଉଛୁ କିନ୍ତୁ ଏଗୁଡ଼ିକ…
Day: December 17, 2025
ପୁଣି ବିଷ ଓଗାଳିଲେ ପାକିସ୍ତାନୀ ରାଷ୍ଟ୍ରଦୂତ, ‘କାଶ୍ମୀର ନା କେବେ ଭାରତର ଥିଲା ନା ହେବ’…
ଜାତିସଂଘର ସୁରକ୍ଷା ପରିଷଦ (UNSC) ଭାରତ ଓ ପାକିସ୍ତାନ ଭିତରେ ରଣଭୂମି ପାଲଟିବାରେ ଲାଗିଛି। ଜମ୍ମୁ-କଶ୍ମୀରକୁ ନେଇ ଭାରତ ଉପରେ ଗମ୍ଭୀର ଅଭିଯୋଗ ଆଣିଛି ପାକିସ୍ତାନ। ଦିନକ ପୂର୍ବରୁ ଭାରତର ରାଷ୍ଟ୍ରଦୂତ ପାକିସ୍ତାନକୁ ଆତଙ୍କବାଦ ସୃଷ୍ଟି କରିଥିବା ଯୋଗୁଁ କଡା ଭର୍ତ୍ସନା କରିଥିଲେ। ଏହାର…
ଜର୍ମାନୀ ପଳାଇଲେ ରାହୁଲ, ରାହୁଲ-ପ୍ରିୟଙ୍କାଙ୍କ ଚାଲିଛି ବିବାଦ
କଂଗ୍ରେସରେ ଆରମ୍ଭ ହୋଇଛି ଅନ୍ତରୀଣ ବିବାଦ। ତେବେ ଏହି ବିବାଦ କୌଣସି ନେତାଙ୍କ ଭିତରେ ନୁହେଁ ବଂର ଭାଇ-ଭଉଣୀଙ୍କ ଭିତରେ। ସବୁବେଳେ କୁଲ୍ ଅନ୍ଦାଜରେ ଦେଖାଯାଉଥିବା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଭିତରେ ଚାଲିଛି ବିବାଦ। ଏବେ ଟିମ୍ ପ୍ରିୟଙ୍କା ବନାମ…
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପବରେ ରେଡ୍…
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସହ ମାଲିକାନା ଲଗଜରି ରେଷ୍ଟୁରାଣ୍ଟ ‘ବାସ୍ତିଆନ୍ ବିରୋଧରେ ବେଙ୍ଗାଲୁରୁ ପୋଲିସ ପକ୍ଷରୁ ମାମଲା ରୁଜୁ । ଅନୁମୋଦିତ ସମୟଠାରୁ ଅଧିକ ସମୟ ଧରି ପବ ଖୋଲିଥିବାରୁ ବାଷ୍ଟିଆନ୍ ଗାର୍ଡେନ୍ ସିଟି ସମେତ ବେଙ୍ଗାଲୁରୁର ଦୁଇଟି ପବ୍ ବିରୋଧରେ ପୋଲିସ…
ନ୍ୟାସନାଲ ହେରାଲଡ୍ ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ଭକ୍ତ ଚରଣ…
ନ୍ୟାସନାଲ ହେରାଲଡ୍ ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଇଡି କରିଆସୁଛି ଟାର୍ଗେଟ। ରାହୁଲ ଓ ସୋନିଆଙ୍କ ବିରୋଧରେ ମିଛ ଦୁର୍ନୀତି ଅଭିଯୋଗ ଅଣାଯାଉଛି।…
୫୩ ବର୍ଷରେ ପାଦ ଦେଲେ ବଲିଉଡ଼ ଅଭିନେତା ଜନ୍ ଆବ୍ରାହମ୍ …
ଜନ୍ ଆବ୍ରାହମ୍ ଆଜି ବଲିଉଡର ସବୁଠାରୁ ଗୁଡ୍ ଲୁକିଂ ଏବଂ ଫିଟ୍ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ଯାହାଙ୍କ ଉପରେ ଲକ୍ଷ ଲକ୍ଷ ଝିଅ ଦିୱାନା । ଜନ୍ ଆବ୍ରାହମ୍ ହେଉଛନ୍ତି ଅଳ୍ପ କିଛି ଅଭିନେତାଙ୍କ ମଧ୍ୟରୁ ଜଣେ ଯିଏ କୌଣସି ଫିଲ୍ମି ବ୍ୟାକଗ୍ରାଉଣ୍ଡ…
ଦିଲ୍ଲୀ ପ୍ରଦୂଷଣକୁ ନେଇ ଆଜି ଆସିବ ସୁପ୍ରିମ ରାୟ…
ବଢୁଥିବା ପ୍ରଦୂଷଣ ପାଇଁ ଦିଲ୍ଲୀ ସରକାର ନୂଆ କଟକଣା ଲାଗୁ କରିଛନ୍ତି । ପୂର୍ବରୁ ସରକାରୀ କାର୍ଯ୍ୟାଳୟର ୫୦% କର୍ମଚାରୀ ଘରୁ ରହି କାମ କରିବା ବା ୱାର୍କ ଫ୍ରମ ହୋମ୍ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ବର୍ତ୍ତମାନ ସମାନ କଟକଣା ଘରୋଇ…
ଓଡ଼ିଶା ବାର୍ଥ ଡେଥ୍ ରେଜିଷ୍ଟ୍ରେସନ ସିଷ୍ଟମରେ ବଡ଼ ପରିବର୍ତ୍ତନ
୨୦୧୧ରୁ ଅନ୍ଲାଇନ୍ରେ ଚାଲି ଆସୁଥିବା ଜନ୍ମ ମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥା ତଥା ଓଡ଼ିଶା ବାର୍ଥ ଡେଥ୍ ରେଜିଷ୍ଟ୍ରେସନ ସିଷ୍ଟମରେ ଗତମାସରୁ ପରିବର୍ତ୍ତନ ହୋଇଛି । ଓଡ଼ିଶା ବାର୍ଥ ଡେଥ୍ ରେଜିଷ୍ଟ୍ରେସନ ସିଷ୍ଟମ-୨ କାର୍ଯ୍ୟକାରୀ ହେଲା ଦିନଠାରୁ ବିଭ୍ରାଟ ଲାଗି ରହିଛି । ଏହି ନୂତନ…
ଆସନ୍ତା ଜାନୁଆରୀ ୬ ତାରିଖରୁ ହେବ ପକ୍ଷୀ ଗଣନା…
ଆସନ୍ତା ଜାନୁଆରୀ ୬ ତାରିଖରୁ ହେବ ପକ୍ଷୀ ଗଣନା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ଚିଲିକା, ନଳବଣ, ମଙ୍ଗଳାଯୋଡ଼ି, ହୀରାକୁଦ, ନନ୍ଦନକାନନ ପରି ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଗଣତି କରିବ ଜଙ୍ଗଲ ଓ ପରିବେଶ ବିଭାଗ । ପର୍ଯ୍ୟଟନ ବିଭାଗର ବି…
କାନ୍ଥ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ
ପୁରୀଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ତନ୍ତକେରା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାଗର କାଣ୍ଡୀ ନାମକ ଜଣେ ବୃଦ୍ଧ ନିଜର ଏକ ପୁରୁଣା ଘରର କାନ୍ଥକୁ ଶିଡ଼ି ପକାଇ ଭାଙ୍ଗୁଥିବା ବେଳେ ହଠାତ୍ ଶିଡ଼ିଟି କାନ୍ଥରୁ ଖସିପଡ଼ିଥିଲା। ଫଳରେ ସାଗର ତଳେ ପଡ଼ିଯାଇଥିଲେ।…
