Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: December 11, 2025

ପେଟ୍ରୋଲ ପମ୍ପ ପାଇଁ ମାଟି ଚୋରି, ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ

Posted on December 11, 2025

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବାମ ବନ୍ଧ କେନାଲ ନଂ -୨ର ବଡ଼ଝରା ଗାଁ ନିକଟରୁ ଶହ ଶହ ଟ୍ରିପ୍ ମାଟି ଚୋରି ହୋଇଥିବା ଦେଖିବାକୁ ମିଳିଛି। ଜାତୀୟ ରାଜପଥ ନଂ- ୫୩ ବଡ଼ଝରା ଗାଁ ନିକଟରେ ନିର୍ମାଣ ହେଉଥିବା ଏକ ପେଟ୍ରୋଲ ପମ୍ପ ପାଇଁ…

ଦୀପାବଳିକୁ ବିଶ୍ୱ ସାଂସ୍କୃତିକ ଐତିହ୍ୟ ତାଲିକାରେ ଯୋଡ଼ିଲା ୟୁନେସ୍କୋ

Posted on December 11, 2025

ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଆଲୋକର ପର୍ବ ଦୀପାବଳିକୁ ଏହାର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନିତ କରିଛି। ଏହି ପର୍ବ ବିଷୟରେ ବର୍ଣ୍ଣନା କରି ୟୁନେସ୍କୋ ଏହାର ଅଫିସିଆଲ୍ ୱେବସାଇଟରେ କହିଛି, ଦୀପାବଳି ହେଉଛି ଏକ ଆଲୋକ ପର୍ବ ଯାହା…

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର, ଜେଜେ ମୃତ, ନାତି ଆହତ

Posted on December 11, 2025

ଭଦ୍ରକ ବ୍ଲକ ଆମ୍ବରୋଲି କେନାଲ ପୋଲ ଉପରେ ଦୁର୍ଘଟଣା ଘଟିଛି । ବାଇକକୁ ଧକ୍କା ଦେଲା ଟ୍ରାକ୍ଟର । ଦୁର୍ଘଟଣାରେ ଜେଜେ ମୃତ, ନାତି ଆହତ । ମୃତକ ହେଲେ ବାଲେଶ୍ୱର ସିମୁଳିଆ ବ୍ଲକ ଅନ୍ତରାର ପର୍ଶୁରାମ ଜେନା । ପର୍ଶୁରାମ ସକାଳୁ ଭଦ୍ରକରୁ…

ଇଣ୍ଡିଗୋ ଏୟାରଲାଇନ୍ସର ସ୍ଥିତିରେ ସୁଧାର

Posted on December 11, 2025

ବିଗତ କିଛି ଦିନ ଧରି ଅବ୍ୟବସ୍ଥା ହୋଇପଡିଥିବା ଇଣ୍ଡିଗୋ ଏୟାରଲାଇନ୍ସର ସ୍ଥିତି ଏବେ ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି । ବିମାନ ଚଳାଚଳ ପୁଣିଥରେ ନିଜର ପୁରୁଣା ଧାରାକୁ ଫେରୁଥିବା ଦେଖିବାକୁ ମିଳିଛି । ଏୟାରଲାଇନ୍ସର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଗତ କିଛି…

ଯଦି ସୁନା କିଣିବାକୁ ଚାହୁଁଛନ୍ତି, ଜାଣନ୍ତୁ କେତେ ରହିଛି ଦର…

Posted on December 11, 2025

ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୦,୦୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…

ସକାଳୁ ଉଠି ଫୋନ୍‌ ଚଳାଉଛନ୍ତି କି?

Posted on December 11, 2025

ଦିନ ସାରା ଫୋନର ଲାଗି ରହିବା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏହା ସୁସ୍ଥତା, ଉତ୍ପାଦ କ୍ଷମତା ଓ ନିଦ୍ରାକୁକ୍ଷତି ପହଞ୍ଚାଇଥାଏ ବୋଲି ଏମ୍ସର ନ୍ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟଙ୍କା ଶେରାୱତ୍ କହିଛନ୍ତି ।ଆଜିର ଅତ୍ୟାଧୁନିକ ଦୁନିଆରେ ଆମ ମଧ୍ୟରୁ ଅନେକ ଲୋକ ସକାଳୁ ଉଠିବା…

 ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

Posted on December 11, 2025

ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ବ୍ୟବହାର କରାଯାଇ ଶିକାରୀକୁ ଧରିବାକୁ ବନ ବିଭାଗର ପ୍ରୟାସ ସଫଳ ହୋଇଛି। ଶିକାରୀମାନେହେଲେ ମୟୂରଭଞ୍ଜ ଜିଲା ଖୁଣ୍ଟା…

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା…

Posted on December 11, 2025

ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିଥିଲା। ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟା କମ୍ପାନୀର ଭୁଲକୁ ସ୍ୱୀକାର କରିଥିଲେ ଏବଂ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ ଯେ ଇଣ୍ଡିଗୋ ବିମାନଗୁଡ଼ିକ ଏବେ ସ୍ୱାଭାବିକ…

ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା

Posted on December 11, 2025

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା । ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କଲେ ଚାନ୍ଦବାଲି ବିଇଓ । ନିଲମ୍ବିତ ଶିକ୍ଷକ ହେଲେ ଭଦ୍ରକ କିସମତ ସ୍କୁଲର ପ୍ରଧାନଶିକ୍ଷକ ବ୍ରଜକିଶୋର ଦାସ । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଥରୁଛି କୋରାପୁଟ, ୫ଂ ତଳକୁ ଖସିଲା ପାରଦ

Posted on December 11, 2025

ଜାଡ଼ରେ ଥରୁଛି କୋରାପୁଟ। ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ତଳକୁ ଖସିବା ପରେ କୋରାପୁଟର ରାଜୁଗୁଡ଼ାରେ ଚଳିତବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ରାଜୁଗୁଡ଼ା ଗ୍ରାମର ଧାନଖଳାରେ ଥିବା ଧାନ କେଣ୍ଡା ଉପରେ ମଙ୍ଗଳବାର ରାତିରେ ତୁଷାରପାତ ହୋଇଥିଲା। ବୁଧବାର ସକାଳେ ସ୍ଥାନୀୟ ଲୋକମାନେ ଦେଖିବା…

Posts pagination

1 2 3 Next

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov   Jan »

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme