ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଖଣ୍ଡଅଧୀନ ଚୁଡ଼ଙ୍ଗପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡି ଜଣେ ୮ ବର୍ଷୀୟା ନାବାଳିକା ସୋନାଲିଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ସୂତ୍ର ଅନୁସାରେ, ସୋନାଲି ତାଙ୍କ ସାଙ୍ଗ ରାଜେଶ୍ୱରୀ ସହ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଏହି…
Day: December 7, 2025
ଆଜି ସ୍ଥିର ରହିଛି ସୁନା ଓ ରୁପା ଦର, ଜାଣନ୍ତୁ କ’ଣ ରହିଛି ମୂଲ୍ୟ
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୦,୧୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ବିଜୁଳି ଚୋରଙ୍କୁ TPNODLର ଚେତାବନୀ: କଠୋର କାର୍ଯ୍ୟାନୁଷ୍ଠାନ ସହ ଗୋପନରେ ଅଭିଯୋଗ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି
ବିଦ୍ୟୁତ୍ ଚୋରିକୁ ତୃଣମୂଳ ସ୍ତରରୁ ରୋକିବା ପାଇଁ ଟିପିଏନଓଡିଏଲ (TPNODL) ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ, ବାଲେଶ୍ଵର ବୈଦ୍ୟୁତିକ ମଣ୍ଡଳ ଅନ୍ତର୍ଗତ ବିଇଡି ଡିଭିଜନର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଚୋରି ରୋକିବା ପାଇଁ କମ୍ପାନୀର ଚଢାଉ ଅଭିଯାନ ଜାରି ରହିଛି। ଗତ…
ରଙ୍କନାଥ ମନ୍ଦିରରୁ ଚୋରି ଘଟଣା, ତିନି ଗିରଫ
ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପ୍ରସିଦ୍ଧ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର କାର୍ଯ୍ୟାଳୟ ଗୃହର ତାଲା ଭାଙ୍ଗି କିଛି ଦୃର୍ବୁତ୍ତ ମୂର୍ତ୍ତି, ଅଳଙ୍କାର ସହିତ ୨୫୦୦ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଏନେଇ ମନ୍ଦିର ପରିଚାଳନା କମିଟିର ସଭାପତି ଦାଶରଥି…
ବନ୍ଧ ନିକଟରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୋହିପିଟା ବନ୍ଧ ନିକଟରେ ଅଭାବନୀୟ ଘଟଣା। ମୁଣ୍ଡରେ ଗୁରୁତର କ୍ଷତାକ୍ତ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମୃତକ ଜଣକ ମନମୁଣ୍ଡା ଥାନା ଦମାମୁଣ୍ଡା ଗ୍ରାମର ଭୂଷଣ ପ୍ରଧାନଙ୍କ ପୁଅ କୈବଲ୍ୟ ପ୍ରଧାନ ବୋଲି ଜଣାପଡିଛି। ମୃତକଙ୍କ ବାଇକ…
ପୁଣି ଅଣନିଶ୍ବାସୀ ଦିଲ୍ଲୀ, ବାୟୁ ମାନ ‘ଅତି ଖରାପ’ ଶ୍ରେଣୀରେ
ଶନିବାର ଦିଲ୍ଲୀକୁ ଘନ କୁହୁଡ଼ି ଆଚ୍ଛାଦିତ କରି ରଖିଛି। ଦିଲ୍ଲୀରେ ଏକ୍ୟୁଆଇ ଅତି ଖରାପ ଶ୍ରେଣୀରେ ରହିଛି ଯାହା ଗତକାଲି ତୁଳନାରେ ଅଧିକ। ଖରାପ ବାୟୁ ମାନ ସାଙ୍ଗକୁ ଦିଲ୍ଲୀରେ ପ୍ରବଳ ଶୀତ ଲହରୀ ଜାରି ରହିଥିବାରୁ ଦିଲ୍ଲୀ ବାସିନ୍ଦାଙ୍କ ସଙ୍କଟ ବଢ଼ି ଯାଇଛି।…
‘ଏକ୍ସ’ ଉପରେ ଲାଗିଲା ୧୦୮୦ କୋଟି ଟଙ୍କାର ଜରିମାନା, ‘ଡିଜିଟାଲ ସର୍ଭିସ୍ ଆକ୍ଟ’ ଉଲଂଘନ ଅଭିଯୋଗ
ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ଝଟକା। ଡିଜିଟାଲ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ୟୁରୋପୀୟ ସଂଘ ନେଇଛି ବଡ଼ ପଦକ୍ଷେପ। ୟୁରୋପୀୟ ସଂଘ ଡିଜିଟାଲ୍ ସେବା ଆଇନ ଉଲ୍ଲଂଘନ କରିବା ପାଇଁ ‘ଏକ୍ସ’ କୁ ୧୨୦ ନିୟୁତ ୟୁରୋ ବା ପ୍ରାୟ…
ଭାରତରେ ବୃଦ୍ଧି ପାଇଛି କ୍ୟାନସର ରୋଗୀଙ୍କ ସଂଖ୍ୟା, ଜାଣନ୍ତୁ ସର୍ବାଧିକ କେଉଁ ରାଜ୍ୟରେ ?
ଭାରତରେ ଦ୍ରୁତ ଗତିରେ କ୍ୟାନସର ବା କର୍କଟ ରୋଗ ବୃଦ୍ଧି ପାଉଛି। କର୍କଟ ରୋଗ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ଅଛି।ଲୋକସଭାରେ ସରକାର ଏଭଳି ଚିନ୍ତାଜନକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଅନ୍ତର୍ଜାତୀୟ କର୍କଟ ରୋଗ ଗବେଷଣା ସଂସ୍ଥା (IARC )ଅନୁଯାୟୀ, ଭାରତରେ କର୍କଟ…
ଯୁବକଙ୍କୁ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ଘୋଷାରିଲେ
ଜମିଜମା ବିବାଦକୁ ନେଇ ବାଲେଶ୍ବର ସଦର ଥାନା ଅନ୍ତର୍ଗତ ତେଲଗଡ଼ିଆ ଗାଁରେ ଘଟିଛି ଅମାନବୀୟ ଘଟଣା। ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ସହ ଦଉଡ଼ିରେ ବାନ୍ଧି ଗାଁଦାଣ୍ଡରେ ଘୋଷାରିବା ପରେ ସ୍ଥାନୀୟ ପରିଖି ଫାଣ୍ଡି ସମ୍ମୁଖରେ ଫିଙ୍ଗିଦେଲେ। ଏହି ଘଟଣା ୩ ଦିନ ତଳେ…
ବିଲୁଆ ଆକ୍ରମଣରେ ୫ ଗୁରୁତର, ମେଡିକାଲରେ ଭର୍ତ୍ତି
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ରୋହିଗାଁ ଗ୍ରାମରେ ବିଲୁଆ ଆତଙ୍କ। ଜଙ୍ଗଲି ବିଲୁଆ ଆକ୍ରମଣରେ ୫ ଗ୍ରାମବାସୀ ଗୁରୁତର। ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି । ଗୁରୁତର ଆହାତ ମାନେ ହେଲେ ରୋହିଗାଁ ଗ୍ରାମର ସୁକୁନୁ ଜେନା, ସୋଲି ସ୍ୱାଇଁ ,ତପସ୍ପିନି ଜେନା, ସରମିଲା…
