Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: November 2025

ଉଡ଼ାଣ ପୂର୍ବରୁ ଯାନ୍ତ୍ରିକତ୍ରୁଟି , ଝାରସୁଗୁଡ଼ା ବିମାନ ବନ୍ଦରରେ ବଡ଼ ଦୁର୍ଘଟଣା ଟଳିଲା

Posted on November 1, 2025

ଝାରସୁଗୁଡ଼ା ବିମାନ ବନ୍ଦରରୁ ଷ୍ଟାର୍ ଏୟାରର ବିମାନ ES-5229 ଭୁବନେଶ୍ବର ଅଭିମୁଖେ ଉଡ଼ାଣ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବିମାନରେ ୭୦ ଯାତ୍ରୀ ଥିଲେ ଇଞ୍ଜିନର ପ୍ରୋପେଲରରେ ସମସ୍ୟା ଦେଖାଦେଇ, ତୁରନ୍ତ ଅବତରଣ କରାଯାଇଥିଲା। ଟେକ୍ନିସିଆନ୍ ଓ ଇଞ୍ଜିନିୟରମାନେ ପରୀକ୍ଷା କରି ପ୍ରୋପେଲରରେ…

ପାରିବାରିକ କଳହର କରୁଣ ପରିଣତି

Posted on November 1, 2025

ଟ୍ରେନ ସମ୍ମୁଖରେ ଶୋଇ ପଡିଲେ ଯୁବକଝାରସୁଗୁଡା: ପାରିବାରିକ କଳହର କରୁଣ ପରିଣତି। ଟ୍ରେନ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କଲେ ଯୁବକ। ମୃତକ ହେଲେ ସମ୍ବଲପୁର ସହରର ଗୋଲ ବଜାରର ପ୍ରେମ କୁମାର ହିନ୍ଦୁଜା। ସୂଚନା ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ…

ଦ୍ବିତୀୟ ଟି୨୦ରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ୪ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ…

Posted on November 1, 2025

ଦ୍ବିତୀୟ ଟି୨୦ରେ ଭାରତକୁ ୪ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ । ଆଜି ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସାମନା କରିଥିବା ଭାରତୀୟ ଦଳ ମାତ୍ର ୧୨୫ ରନ୍ କରି ପାରିଥିଲା । ଜବାବରେ ଘରୋଇ ଅଷ୍ଟ୍ରେଲିଆ ଦଳ ୬…

ପୁଣି ବଢୁଛି ସୁନା ଏବଂ ରୂପା ଦର, ଜାଣନ୍ତୁ ଆଜିର ଦାମ୍ …

Posted on November 1, 2025

ପୁଣି ବଢୁଛି ସୁନା ଏବଂ ରୂପା ଦାମ୍। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୩,୦୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…

ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର ହସପିଟାଲରେ ଭର୍ତ୍ତି, ନିଶ୍ବାସ ନେବାରେ ସମସ୍ୟା

Posted on November 1, 2025

ବଲିଉଡରେ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ରାତିରେ ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ହେବା ଯୋଗୁଁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି…

ଭିଏତନାମରେ ପ୍ରବଳ ବର୍ଷାରୁ ବନ୍ୟା, ୧୩ ମୃତ

Posted on November 1, 2025

ଭିଏତନାମରେ ଏକାଧିକ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ବନ୍ୟା ସୃଷ୍ଟି ହୋଇଛି। ବନ୍ୟାରେ ୧୩ ଜଣଙ୍କମୃତ୍ୟୁ ହୋଇଥିବା ସହ ୩୪ ଆହତ ଓ ୧୧ ନିଖୋଜ ରହିଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ନିଖୋଜମାନଙ୍କ ସନ୍ଧାନ କାର୍ଯ୍ୟ ଚାଲିଛି। ବନ୍ୟାରେ ୧୧୬,୦୦୦ରୁ ଅଧିକ…

କଳିଙ୍ଗା ଘାଟିର ଉଭୟ ପାର୍ଶ୍ଵରୁ ହଟିଲା ବ୍ୟାରିକେଡ

Posted on November 1, 2025

ଖୋଲିଲା କଳିଙ୍ଗା ଘାଟି । କଳିଙ୍ଗା ଘାଟିର ଉଭୟ ପାର୍ଶ୍ଵରୁ ହଟିଲା ବ୍ୟାରିକେଡ । ତ୍ବରାନିତ କରାଗଲା ଘାଟିରେ ଜାରି ରାସ୍ତା ନିର୍ମାଣ କାର୍ଯ୍ୟ । ଗଞ୍ଜାମ- କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିର ଉଭୟ ପାର୍ଶ୍ଵରୁ ବ୍ୟାରିକେଡ ହଟାଯାଇଛି । ବାତ୍ୟା ମୋନ୍ଥା ପ୍ରଭାବରେ…

ବିନା ସୂଚନାରେ ଘର ଭାଙ୍ଗି ଦେବା ପ୍ରକ୍ରିୟା ଉପରେ ଗ୍ରାମବାସୀଙ୍କ କଡ଼ା ପ୍ରତିକ୍ରିୟା, ନ୍ୟାୟ ନମିଳିଲେ ଆନ୍ଦୋଳନ।

Posted on November 1, 2025

ରାଜ୍ୟରେ ବାତ୍ୟା ମୋନ୍ଥାର ପ୍ରଭାବରେ ବର୍ଷା ଲାଗିରହିଥିବା ବେଳେ ଗତ ୨୮ ତାରିଖ ଦିନ ଏମସିଏଲ ଏବଂ ତାଳଚେର ଉପଖଣ୍ଡ ପ୍ରଶାସନ ମିଳିତ ଭାବେ ହିଲୋଇ ଗ୍ରାମର ଘର ଗୁଡ଼ିକୁ ଉଚ୍ଛେଦ କରିଥିଲେ । ବିନା କୌଣସି ଉଚ୍ଛେଦ ନୋଟିସରେ ଘର ଗୁଡ଼ିକୁ ଭାଙ୍ଗିଥିବା…

Posts pagination

Previous 1 … 65 66

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme