Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଉଡ଼ାଣ ପୂର୍ବରୁ ଯାନ୍ତ୍ରିକତ୍ରୁଟି , ଝାରସୁଗୁଡ଼ା ବିମାନ ବନ୍ଦରରେ ବଡ଼ ଦୁର୍ଘଟଣା ଟଳିଲା

Posted on November 1, 2025

ଝାରସୁଗୁଡ଼ା ବିମାନ ବନ୍ଦରରୁ ଷ୍ଟାର୍ ଏୟାରର ବିମାନ ES-5229 ଭୁବନେଶ୍ବର ଅଭିମୁଖେ ଉଡ଼ାଣ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବିମାନରେ ୭୦ ଯାତ୍ରୀ ଥିଲେ ଇଞ୍ଜିନର ପ୍ରୋପେଲରରେ ସମସ୍ୟା ଦେଖାଦେଇ, ତୁରନ୍ତ ଅବତରଣ କରାଯାଇଥିଲା।

ଟେକ୍ନିସିଆନ୍ ଓ ଇଞ୍ଜିନିୟରମାନେ ପରୀକ୍ଷା କରି ପ୍ରୋପେଲରରେ ତ୍ରୁଟି ନିଶ୍ଚିତ କରିଛନ୍ତି। ଆରମ୍ଭିକ ଅନୁମାନ ଅନୁସାରେ, ମଝି ଆକାଶରେ କୌଣସି ପକ୍ଷୀ ପ୍ରୋପେଲରରେ ଲଗିଥିବା ସମ୍ଭାବନା ମଧ୍ୟ ରହିଛି, କିନ୍ତୁ ସ୍ପଷ୍ଟ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme