Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: November 2025

ଟ୍ରେନ୍ ଧକ୍କାରେ ଗଲା ହାତୀର ଜୀବନ

Posted on November 2, 2025

ବାରିପଦା ଅଭିମୁଖେ ଯାଉଥିବା ଶାଲିମାର ଏକ୍ସପ୍ରେସ ଟ୍ରେନ୍ ଧକ୍କାରେ ଏକ ବିଶାଳ ଦନ୍ତା ହାତୀର ମୃତ୍ୟୁ ଘଟିଛି l ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ତଥା ରେଞ୍ଜ ଅଧୀନ ଆଗ୍ରିଆ ଛକରେ ଏଭଳି…

ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

Posted on November 2, 2025

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୁଏ । ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଦରୁ ଉଠନ୍ତି । ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀରୁ ମହାପ୍ରଭୁ ଶୟନ କରିଥାନ୍ତି । ମହାପ୍ରଭୁଙ୍କ ଏହି ଉତଥାପନ ଏକାଦଶୀକୁ ବଡ଼…

ଶ୍ରୀକ୍ଷେତ୍ରରେ ପଞ୍ଚକ ବ୍ରତ ଆରମ୍ଭ

Posted on November 2, 2025

କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା ।ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ…

ଶ୍ରୀକାକୁଲମ ଭେଙ୍କଟେଶ୍ବର ମନ୍ଦିରରେ ଦଳାଚକଟା: ୯ ମୃତ

Posted on November 1, 2025

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ କାଶୀବୁଗା ଭେଙ୍କଟେଶ୍ବର ମନ୍ଦିରରେ ଏକାଦଶୀ ଉପଲକ୍ଷେ ଭକ୍ତଙ୍କ ଭିଡ଼ରେ ଦଳାଚକଟା ଘଟିଛି। ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଭକ୍ତ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ମନ୍ଦିରରେ କାର୍ତ୍ତିକ ମାସରେ ଭକ୍ତମାନଙ୍କ ଭିଡ଼…

ଗାଡି ଡ଼ିକି ଭାଙ୍ଗି ୫ ଲକ୍ଷ୍ୟ ୪୦ ହଜାର ଚୋରି

Posted on November 1, 2025

ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଜଗନ୍ନାଥ ପଡ଼ା ସ୍ଥିତ ପ୍ରକାଶ ଫେନ୍ସୀ ଷ୍ଟୋର ସାମ୍ନାରେ ଆଜି ଦିନ ଦ୍ବିପହର ୧ ଟା ୨୫ ମିନିଟ ରେ ନଅଗାଁ ର ରିଙ୍କୁ ଷଡ଼ଙ୍ଗୀ ଙ୍କ ଗାଡ଼ି ଡ଼ିକି ଭାଙ୍ଗି ୫ ଲକ୍ଷ ୪୦ ହଜାର ଟଙ୍କା…

ତେଜିଲା ଚକଦର ଜଳସେଚନ ପ୍ରକଳ୍ପ ବନ୍ଦ ଆନ୍ଦୋଳନ

Posted on November 1, 2025

ସାମିଲ ହେଲା ରାଜ୍ୟ ନବ ନିର୍ମାଣ କୃଷକ ସଂଗଠନ,ପ୍ରସ୍ତାବିତ ପ୍ରକଳ୍ପକୁ ସରକାର ବନ୍ଦ ଘୋଷଣା କରନ୍ତୁ-ଅକ୍ଷୟ କୁମାର(ସଭାପତି,ଓଡ଼ିଶା ନବନିର୍ମାଣ କୃଷକ ସଂଗଠନ)ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ସମାକୋଇ ନଦୀର ତଳ ମୁଣ୍ଡ ଚକଦର ଠାରେ ପ୍ରସ୍ତାବିତ ଜଳ…

ଆରମ୍ଭ ସୁଭଦ୍ରା ପୋର୍ଟାଲ ଆବେଦନ: ଏଇମାନେ କରିପାରିବେ ଆବେଦନ

Posted on November 1, 2025

ବହୁଦିନରୁ ସ୍ଥଗିତ ସୁଭଦ୍ରା ପୋର୍ଟାଲ ଆଜିଠାରୁ ପୁଣି ଖୋଲିବାକୁ ଯାଉଛି। ଗତଥର ବୟସ କମ୍ ଥିବା କାରଣରୁ ଯେଉଁମାନେ ଯୋଜନାରେ ସାମିଲ ହୋଇପାରି ନଥିଲେ , ସେମାନେ ଆସନ୍ତାକାଲିଠାରୁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳାମାନେ…

ଧରାକୋଟ ରେ ଦୁଇ ସିରିଜ ଦୁର୍ଘଟଣା

Posted on November 1, 2025

ଧରାକୋଟ: ଧରାକୋଟ ଓ ମୁଣ୍ଡମରାଇ ନିକଟରେ ଆଜି ମଧ୍ୟାହ୍ନ ସମୟରେ ଦୁଇଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଦୁଇଟି ଗାଡି କ୍ଷତିଗ୍ରସ୍ତ ହୋଇଛି। ଜାତୀୟ ରାଜପଥ ୫୯ର ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବରେ ଜଣାଶୁଣା ହନୁମାନ ଦ୍ଵାର ମୁଣ୍ତମରାଇ ମଧ୍ୟରେ ଥିବା ଧାନ ମିଲ…

ନୂଆପଡ଼ା ଉପନିର୍ବାଚନ ପାଇଁ ନକ୍ସଲ ଚ୍ୟାଲେଞ୍ଜ, କଡ଼ା ସୁରକ୍ଷା ବ୍ୟବସ୍ଥା

Posted on November 1, 2025

ନୂଆପଡ଼ା ଉପନିର୍ବାଚନକୁ ନେଇ ନକ୍ସଲ ଚ୍ୟାଲେଞ୍ଜ ଚିନ୍ତାର କାରଣ ହୋଇଛି। ଛତିଶଗଡ଼ ସୀମାକୁ ଲାଗିଥିବା ଏହି ଅଞ୍ଚଳରେ ନକ୍ସଲ ପ୍ରଭାବ ରହିଥିବାରୁ ପୋଲିସ ପ୍ରଶାସନ ସତର୍କ ହୋଇଛି। ଗୁଇନ୍ଦା ସୂଚନା ଅନୁସାରେ ନକ୍ସଲମାନଙ୍କ ଚଳଚଳଏବେ ମଧ୍ୟ ଜାରି ରହିଛି। ନିର୍ବାଚନକୁ ମୁକ୍ତ, ଅବାଧ ଓ…

ଯୁବକଙ୍କୁ ଗିରଫ ନେଇ ଭଦ୍ରକ ଜେଲ ଆଗରେ ଉତ୍ତେଜନା

Posted on November 1, 2025

ଭଦ୍ରକ: ଭଦ୍ରକ ଟାଉନ ପୋଲିସ ଏକ ମାମଲାରେ ଜଣେ ଯୁବକଙ୍କୁ ଗିରଫ କରିବା ଘଟଣାକୁ ନେଇ ଭଦ୍ରକ ଜିଲ୍ଲା କାରାଗାର ଆଗରେ ଉତ୍ତେଜନା ପ୍ରକାଶ ପାଇଛି ।ସୂଚନାରୁ ପ୍ରକାଶ ଯେ , ଗତ ୪ ଦିନ ତଳେ ୨ ଗୋଷ୍ଠୀ ମଧ୍ୟରେ କୌଣସି ଘଟଣାକୁ…

Posts pagination

Previous 1 … 64 65 66 Next

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme