Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୂଆପଡ଼ା ଉପନିର୍ବାଚନ ପାଇଁ ନକ୍ସଲ ଚ୍ୟାଲେଞ୍ଜ, କଡ଼ା ସୁରକ୍ଷା ବ୍ୟବସ୍ଥା

Posted on November 1, 2025

ନୂଆପଡ଼ା ଉପନିର୍ବାଚନକୁ ନେଇ ନକ୍ସଲ ଚ୍ୟାଲେଞ୍ଜ ଚିନ୍ତାର କାରଣ ହୋଇଛି। ଛତିଶଗଡ଼ ସୀମାକୁ ଲାଗିଥିବା ଏହି ଅଞ୍ଚଳରେ ନକ୍ସଲ ପ୍ରଭାବ ରହିଥିବାରୁ ପୋଲିସ ପ୍ରଶାସନ ସତର୍କ ହୋଇଛି। ଗୁଇନ୍ଦା ସୂଚନା ଅନୁସାରେ ନକ୍ସଲମାନଙ୍କ ଚଳଚଳଏବେ ମଧ୍ୟ ଜାରି ରହିଛି।

ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ରଖିବା ପାଇଁ CRPF ର ୧୪ କମ୍ପାନୀ ସହିତ ଓଡ଼ିଶା ପୋଲିସ ମଧ୍ୟ ନିଯୁକ୍ତ ହୋଇଛି। ଅତିରିକ୍ତ ଡିଜି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର କହିଛନ୍ତି, ସମସ୍ତ ବୁଥ୍‌ର ମୂଲ୍ୟାଙ୍କନ ହୋଇ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରାଯାଇଛି।

ଜିଲ୍ଲାରେ ମୋଟ ୩୫୮ଟି ବୁଥ୍ ରହିଥିବା ବେଳେ ସେଥିରୁ ୪୭ଟିକୁ ସମ୍ବେଦନଶୀଳ ଓ ମାଓ ପ୍ରଭାବିତ ଘୋଷିତ କରାଯାଇଛି। ନୂଆପଡ଼ା ଉପନିର୍ବାଚନ ନଭେମ୍ବର ୧୧ରେ ହେବ ଓ ଫଳାଫଳ ୧୪ ତାରିଖରେ ପ୍ରକାଶିତ ହେବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme