Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: November 2025

ଜଙ୍ଗଲକୁ ନଯିବାକୁ ସଚେତନ କଲା ବନ ବିଭାଗ

Posted on November 3, 2025

କେନ୍ଦୁଝର ବନଖଣ୍ଡର ପାଟଣା ବନାଞ୍ଚଳର ମାଛଗଡ଼ ନିକଟରେ ମହାବଳ ବାଘୁଣୀର ପାଦଚିହ୍ନ ଠାବ ହୋଇଛି । ଉକ୍ତ ବାଘୁଣୀଟି ଶିମିଳିପାଳ ଅଭୟାରଣ୍ୟରୁ କେନ୍ଦୁଝର ବନଖଣ୍ଡକୁ ଆସିଛି । ମହାବଳ ପାଇଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ୩୫ଟି କ୍ୟାମେରା ଲାଗିଛି ।  ଗତ ୨ ବର୍ଷ ତଳେ ମହାବଳ ବାଘ କେନ୍ଦୁଝର ବନଖଣ୍ଡର ଅଟେଇ…

ନୂଆପଡ଼ାରେ ନିର୍ବାଚନ ତାତି: ବିଜେପିରେ ସାମିଲ୍ ହେବେ ଅମର ପଟ୍ଟନାୟକ !

Posted on November 3, 2025

ନୂଆପଡ଼ାରେ ନିର୍ବାଚନ ତାତି ବଢ଼ୁଛି, ଏବଂ ରାଜନୈତିକ ପରିବର୍ତ୍ତନର ସମ୍ଭାବନାରେ ଚର୍ଚ୍ଚା ଜୋର ଧରିଛି। ବିଜେଡ଼ିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି ବିଜେପିରେ ସାମିଲ ହେବାର ଅନୁମାନ ଲଗାଯାଇଛି। ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଓ…

ଶୌଚାଳୟର ମୂଲ୍ୟ ୮୩ କୋଟି

Posted on November 3, 2025

ବିଶ୍ୱର ସବୁଠୁ ଦାମୀ ଶୌଚାଳୟ ଆସନ୍ତା ୧୮ ତାରିଖରେ ଆମେରିକାରେ ନିଲାମ ହେବାକୁ ଯାଉଛି । ପ୍ରସିଦ୍ଧ ନିଲାମକାରୀ ସଂସ୍ଥା ସୋଥବୀ ପକ୍ଷରୁ ଏହା ଘୋଷଣା କରାଯାଇଛି । କମ୍ପାନି ଅନୁସାରେ, ଶୁଦ୍ଧ ସୁନାରେ ତିଆରି ‘ଆମେରିକା’ ନାମକ ଏହି ସଂରଚନାକୁ ଇଟାଲୀୟ କଳାକାର ମାରିଜିଓ କ୍ୟାଟଲନ୍‌ ପ୍ରସ୍ତୁତ…

ମଦ ପିଇ ଗାଡ଼ି ଚାଳନାକୁ ରୋକିବ ଏହି ସ୍ୱତନ୍ତ୍ର ଡିଭାଇସ୍‌

Posted on November 3, 2025

ଆମ ଦେଶରେ ମଦ ପିଇ ଗାଡ଼ି ଚାଳନା ଲାଗି କଡ଼ା ଆଇନଗତ ପ୍ରାବଧାନ ରହିଛି । ଏହା ସତ୍ତେ୍ୱ ଏପରି ମାମଲାର ସଂଖ୍ୟା କମୁନାହିଁ । ଏଭଳି ସ୍ଥଳରେ ଗୁଜରାଟର ଜଣେ ବ୍ୟକ୍ତି ମିଥିଲେଶ ପଟେଲ ପ୍ରଯୁକ୍ତି ଜରିଆରେ ଏହି ସମସ୍ୟାର ସମାଧାନ ଲାଗି…

୩୦୮୪ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ୍ କଲା ଇଡି

Posted on November 3, 2025

ବଢିଲା ଅନିଲ ଅମ୍ଵାନୀଙ୍କ ମୁସ୍କିଲ୍। ଘରଠୁ ଅଫିସ୍ ଯାଏଁ ରିଲାଏନ୍ସ ଗ୍ରୁପ୍‌ର ୩୦୮୪ କୋଟି ଟଙ୍କାର ୪୦ରୁ ଉର୍ଦ୍ଧ୍ଵ ସମ୍ପତ୍ତି ଫ୍ରିଜ୍ କଲା ଇଡି। ଗାଜିଆବାଦ, ଦିଲ୍ଲୀ, ନୋଏଡା, ମୁମ୍ଵାଇ, ପୁଣେ, ଥାନେ, ହାଇଦ୍ରାବାଦ, ଚେନ୍ନାଇ, କାଞ୍ଚିପୁରମ୍ ଓ ଇଷ୍ଟ ଗୋଦାବରୀ ଅଞ୍ଚଳରେ ଥିବା…

ଦନ୍ତା ଆକ୍ରମଣରେ ଦୁଇ ଭାଇ ମୃତ

Posted on November 3, 2025

ଦୁଇ ଭାଇଙ୍କୁ ଦଳିଦେଲା ଦନ୍ତା ।  ଜଣେ ମୃତ, ଅନ୍ୟ ଜଣେ ଗୁରୁତର ।  କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ରେଞ୍ଜ କୁନ୍ନାକାଡୁ ଗାଁରେ ଅଘଟଣ ଘଟିଛି ।  ମୃତକ ହେଲେ କାଣୁ ମାଝୀଙ୍କ ୭ ବର୍ଷର ପୁଅ ରବି ମାଝୀ ।  ଗୁରୁତର ହେଲେ…

ଏବର୍ଷ ଶୁକ୍ରବାର ପାଳିବେ ଛାଡ଼ଖାଇ, ଟାର୍ଗେଟ ୭ କୋଟିର ବେପାର

Posted on November 3, 2025

ଆରମ୍ଭ ହୋଇଛି  କାର୍ତ୍ତିକ ମାସର ପଞ୍ଚୁକ । ଏଥରକ ପଞ୍ଚୁକ ଚାରିଦିନ  ପାଳନ ହେବାକୁ ଥିବା ବେଳେ ଛାଡ଼ଖାଇକୁ  ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଆମିଷପ୍ରେମୀ ।  ହେଲେ ଏବର୍ଷ ଛାଡ଼ଖାଇ ପଡ଼ୁଛି ଗୁରୁବାର । ତେଣୁ  ପରଦିନ ଅର୍ଥାତ୍‌ ଶୁକ୍ରବାର ଛାଡ଼ଖାଇ ପାଳନ ହେବ…

ବୁଡ଼ ପକାଇବା ବେଳେ ଭାସିଗଲେ ୨ ମହିଳା

Posted on November 3, 2025

କାର୍ତ୍ତିକ ମାସରେ ବୁଡ଼ ପକାଇବା ବେଳେ ନଦୀରେ ଭାସିଗଲେ ଦୁଇ ମହିଳା । ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ମୃତକ ହେଉଛନ୍ତି ଟିକରପଡ଼ା ଗ୍ରାମର ସବିତା ଗୌଡ଼ ଓ ଲଳିତା ପାଢ଼ୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଟିକରପଡ଼ା ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, କାର୍ତ୍ତିକ ମାସରେ…

ଡିସେମ୍ବର ୧୮ ଯାଏ ଚାଲିବ ମତ୍ସ୍ୟଜୀବୀ ଗଣନା ପ୍ରକ୍ରିୟା

Posted on November 3, 2025

ସୋମବାରଠାରୁ ଆରମ୍ଭ ହେବ ସାମୁଦ୍ରିକ ମତ୍ସ୍ୟଜୀବୀ ଗଣନା । ଏହା  ଡିସେମ୍ବର ୧୮ ତାରିଖରେ ସରିବ । ଏହି  ଜନଗଣନାକୁ ସଫଳ କରିବା ନିମନ୍ତେ  ଆଇସିଏଆର ପକ୍ଷରୁ  ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଜନଗଣନାକୁ ତ୍ରୁଟିମୁକ୍ତ ଓ ସୁବିଧା  ନିମନ୍ତେ ବ୍ୟାସ ଭାରତ  ମୋବାଇଲ ଆପ୍‌ ପ୍ରସ୍ତୁତ…

ଆଗାମୀ ୨ ଦିନରେ ୨ରୁ ୩ ଡିଗ୍ରୀ ରାତି ତାପମାତ୍ରା ଖସିବ

Posted on November 3, 2025

ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା କମିବ ।  ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ।  ଏହା ପୂର୍ବାନୁମାନ କରିଛି ପାଣିପାଗ  ବିଭାଗ । ଏଥିସହ ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି ଯେ,  ସୋମବାର ଦକ୍ଷିଣ ଉପକୂଳ  ଓଡ଼ିଶା ଓ ରାୟଗଡ଼ାର…

Posts pagination

Previous 1 … 61 62 63 … 66 Next

Recent Posts

  • ବାହାଘର ଅଧାରୁ ତଡ଼ା ଖାଇଲେ ବର-କନ୍ୟା
  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct   Dec »

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (906)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme